୧୪ ହଜାର କୋଟିର ଖାଦ୍ୟ ରିହାତି ଟଙ୍କା ଦେଉନି କେନ୍ଦ୍ର
ଭୁବନେଶ୍ବର: ନିଜ ସ୍ବାର୍ଥ ବେଳକୁ କୋଳାକୋଳି, ଲୋକଙ୍କ ବେଳକୁ ସାବତ ସନ୍ତାନ ଭଳି ଆଚରଣ। ଖାଦ୍ୟ ସବସିଡି ଭଳି ଅତି ଗୁରୁତ୍ବପୂର୍ଣ୍ଣ ବିଲ୍ ଟଙ୍କା ମଧ୍ୟ ଦେଉ ନାହିଁ କେନ୍ଦ୍ର ସରକାର। ଏହାକୁ ନେଇ ମେ’ ମାସରେ ତତ୍କାଳୀନ ରାଜ୍ୟ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କେନ୍ଦ୍ର ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଚିଠି କରିଥିଲେ ମଧ୍ୟ କୌଣସି ଲାଭ ହେଲା ନାହିଁ। ବରଂ ବର୍ତ୍ତମାନ ବକେୟା ଖାଦ୍ୟ ସବ୍ସିଡି […]









