ମଶାକୁ ନେଇ ତନାଘନା; ୨୩ରୁ ଉଡ଼ିବ ଡ୍ରୋନ୍, ଖୋଜିବ ଉତ୍ପତ୍ତି ସ୍ଥଳ
ଭୁବନେଶ୍ୱର : ମଶାଙ୍କ ଉତ୍ପାତକୁ ନେଇ ତନାଘନା ଆରମ୍ଭ ହୋଇଛି। ଯେତେ ଯାହା କଲେ ବି ମଶାଙ୍କ ଉପଦ୍ରବ କମୁନଥିବାରୁ ବିଏମ୍ସି ମୁଣ୍ଡ ବିନ୍ଧିଛି। ଆଜି ଗଣମାଧ୍ୟମରେ ମଶା ନିୟନ୍ତ୍ରଣରେ ବିଏମ୍ସିର ଦୋଷ ଦୁର୍ବଳତା ପଦାରେ ପଡ଼ିବା ପରେ ମେୟର ଓ କମିସନର ତତ୍ପରତା ପ୍ରକାଶ କରିଛନ୍ତି। ମଶା ନିୟନ୍ତ୍ରଣ ପାଇଁ କ’ଣ କରାଯାଇ ପାରିବ, ସେ ନେଇ ବିଶେଷଜ୍ଞମାନଙ୍କର ଏକ ଟିମ୍ ସହ ଆଲୋଚନା କରି ବିଏମ୍ସି ପରାମର୍ଶ ଗ୍ରହଣ କରିଛି। ମଶା ଧୂଆଁ ଓ […]









