ଅପରାଧ ଦେଶ ବିଦେଶ ମନୋରଞ୍ଜନ

କିଏ ଲେଖିଥିଲା ସଲ୍‌ମାନ୍‌ ଖାନ୍‌ଙ୍କୁ ଧମକପୂର୍ଣ୍ଣ ଚିଠି ? ପୋଲିସ କଲା ଖୁଲାସା

ମୁମ୍ୱାଇ ୦୮/୦୬ : ବଲିଉଡ ସୁପରଷ୍ଟାର୍‌ ସଲମାନ୍‌ ଖାନ୍‌ଙ୍କ ଘର ବାହାରେ ମିଳିଥିବା ଧମକ ପୂର୍ଣ୍ଣ ଚିଠି ମାମଲାର ସମାଧାନ ହୋଇଛି। ଏହି ମାମଲାରେ ସୌରଭ ଓରଫ ମହାକାଲ ନାମକ ଯୁବକର ନାଁ ସାମ୍ନାକୁ ଆସିଛି ଯାହାକୁ ପୋଲିସ ଗିରଫ କରିଛି। ପୋଲିସ ପଚରା ଉଚୁରାରେ ଧମକପୂର୍ଣ୍ଣ ଚିଠି ପଛରେ ରହିଥିବା ସମସ୍ତ ରହସ୍ୟ ସାମ୍ନାକୁ ଆସିଛି । ବୁଧବାର ପୁଣେ ଗ୍ରାମୀଣ ପୋଲିସ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଫେରାର ଥିବା ସୌରଭ ମହାକାଲକୁ […]

ଅପରାଧ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଆତଙ୍କବାଦୀଙ୍କ ଟାର୍ଗେଟରେ ବାହାର ରାଜ୍ୟର ହିନ୍ଦୁ, କାଶ୍ମୀର ଛାଡିବାକୁ ଦିଆଯାଉଛି ଧମକ

ନୂଆଦିଲ୍ଲୀ ୦୯/୦୬: ଏବେ କେବଳ କାଶ୍ମୀର ପଣ୍ଡିତ ନୁହେଁ ,କାଶ୍ମୀରରେ କାମ କରୁଥିବା ବାହାର ରାଜ୍ୟର ହିନ୍ଦୁମାନେ ବି ଆତଙ୍କୀଙ୍କ ଟାର୍ଗେଟରେ । କାଶ୍ମୀରରେ କାମ କରୁଥିବା କିଛି ରାଜସ୍ଥାନର ବ୍ୟକ୍ତି ଏବେ କାଶ୍ମୀର ଛାଡ଼ିବାକୁ ବାଧ୍ୟ ହେଲେଣି । କାରଣ ଆତଙ୍କୀମାନେ ସେମାନଙ୍କୁ ଧମକାଇବା ସହ ଏବେ ତୁମ ନମ୍ବର ଆସୁଛି ବୋଲି କହିଛନ୍ତି । ତେଣୁ ଯଥାଶୀଘ୍ର କାଶ୍ମୀର ଛାଡ଼ିବାକୁ ଚେତାବନୀ ଦେଇଥିବା ସେମାନେ କହିଛନ୍ତି । ସୂଚନାନୁସାରେ, ଗତ ୬ ତାରିଖରେ ହନୁମାନଗଡ଼ର […]

ଅପରାଧ ରାଜ୍ୟ

ପୋଲ ତଳୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଥିଲା ବାଇକ୍

ବାରିପଦା ୯।୬: ପୋଲ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ପାଖରେ ବାଇକ୍ ପଡିଥିବାର ଦେଖିବାକୁ ମିଳିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ଥାନା ଅନ୍ତର୍ଗତ ଗୁହାଳଡିହା ଚିଆଁପଦା ଗ୍ରାମ ନିକଟରେ । ସୂଚନାଯୋଗ୍ୟ ଯେ, ବାରିପଦା ବାଘଡା ମୁଖ୍ୟ ରାସ୍ତାରେ ଏକ ଛୋଟ ପୋଲ ତଳୁ ଶୁକ୍ରବାର ସକାଳୁ ବାଇକ୍ ସହ ଏକ ଅଜଣା ବ୍ୟକ୍ତିଙ୍କ ମୃତଦେହ ପାଣିରେ ଭାସୁଥିବା ଦେଖିବାକୁ ମିଳିଥିଲା । ମୃତଦେହ ଦେଖି କିଛି […]

ଅପରାଧ ରାଜ୍ୟ

ଜଳିଗଲା ଦୁଇଟି ଫାଷ୍ଟଫୁଡ୍ ଦୋକାନ, ପୂର୍ବ ଶତ୍ରୁତା କାରଣରୁ ଅଗ୍ନିକାଣ୍ଡ ସନ୍ଦେହ

ବାରିପଦା ୯।୬: ଜଳିଗଲା ଦୁଇ ଦୋକାନ । ମୟୁରଭଞ୍ଜ ଜିଲ୍ଲା ବାରିପଦା ସହରର ମଧୁବନଠାରେ ଭୋରରୁ ପ୍ରାୟ ସାଢେ ୩ଟା ସମୟରେ ଦୁଇଟି ଫାଷ୍ଟଫୁଡ୍ ଦୋକାନ ପୋଡି ପାଉଁଶ ହୋଇଯାଇଛି । ସକାଳେ ଲୋକେ ମର୍ଣ୍ଣିଂଓ୍ବାକ୍ କରିବାକୁ ବାହାରିଥିବା ବେଳେ ଦୋକାନ ଦୁଇଟି ଜଳୁଥିବା ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଫାଷ୍ଟଫୁଡ୍ ଦୋକାନରେ ଥିବା ଗ୍ୟାସ୍ ସିଲିଣ୍ଡର ଫାଟିବା ଯୋଗୁଁ କେହି ଡରରେ ଦୋକାନ ପାଖକୁ ଯିବାକୁ ସାହସ କରି ପାରିନଥିଲେ । ବହୁ […]

ଅପରାଧ ରାଜ୍ୟ

ଭୁଶୁଡି ପଡିଲା କୋଠା : ଜଣେ ମୃତ, ୧୬ ଆହତ

ନୂଆଦିଲ୍ଲୀ,୦୯/୦୬: ଭୁଶୁଡି ପଡିଲା କୋଠା । ଜଣେ ମୃତ । ୧୬ ଜଣ ଆହତ । ଏପରି ଅଭାବନୀୟ ଘଟଣା ଘଟିଛି ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ । ସମସ୍ତ ମୃତାହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନାନୁସାରେ, ବୁଧବାର ବିଳମ୍ବିତ ରାତ୍ରରେ ମୁମ୍ବାଇର ବାନ୍ଦ୍ରା ଅଞ୍ଚଳର ଜି ପ୍ଲସ୍ ଟୁ ଟାଇପ ଏକ କୋଠା ଭୁଶୁଡି ପଡିଥିଲା । ଏଥିରେ ଜଣେ ପ୍ରାଣ ହରାଇଥିବା ବେଳେ ଅନ୍ୟ ୧୬ ଜଣ ଆହତ ହୋଇଛନ୍ତି । ଖବର ପାଇ […]

ଅପରାଧ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଭାରତ ଆଫଗାନିସ୍ତାନକୁ ଯୋଗାଉଥିବା ସହାୟତାକୁ ଲୁଟ୍ କରୁଛି ପାକିସ୍ତାନ : ରିପୋର୍ଟରେ ଆସିଲା ସାଙ୍ଘାତିକ ତଥ୍ୟ

ନୂଆଦିଲ୍ଲୀ,୦୯/୦୬: ଆଫଗାନିସ୍ତାନକୁ ସାହାଯ୍ୟ ଯୋଗାଉଛି ଭାରତ । କିନ୍ତୁ ବାଟମାରଣା କରିନେଉଛି ପାକିସ୍ତାନ । ଆଫଗାନିସ୍ତାନକୁ ପଠାଯାଉଥିବା ସାହାଯ୍ୟକୁ ଲୁଟୁଛି ପାକିସ୍ତାନ । ଆଫଗାନିସ୍ତାନରେ ପହଁଚିବା ପରେ ଗହମ ଭର୍ତ୍ତି ଟ୍ରକ୍ ପୁଣି ପାକିସ୍ତାନରେ ପହଁଚୁଛି । ଏକ ରିପୋର୍ଟରେ ଏନେଇ ସୂଚନା ମିଳିଛି । ଖାମା ପ୍ରେସ୍ ରିପୋର୍ଟ ଅନୁସାରେ, ମେ ୩୧ରେ ତାଲିବାନର ସୁରକ୍ଷା ଅଧିକାରୀ ହେଲମଣ୍ଡ ପ୍ରାନ୍ତରେ ବେଆଇନ ଭାବେ ପାକିସ୍ତାନ ଯାଉଥିବା ୫୦ ଗହମ ଭର୍ତ୍ତି ଟ୍ରକକୁ ଅଟକାଇଥିଲା । ଏସବୁକୁ […]

ଅପରାଧ ଦେଶ ବିଦେଶ

ଭୁଲ କଲେ ସିଧା ମୃତ୍ୟୁଦଣ୍ଡ : ଇରାନରେ ଏକାଥରେ ୧୨ କଏଦୀଙ୍କୁ ଫାଶୀ, ନିନ୍ଦାକଲେ ମାନବାଧିକାର ସଙ୍ଗଠନ

ନୂଆଦିଲ୍ଲୀ ୦୯/୦୬: ଇରାନରେ ଗୋଟିଏ ଦିନରେ ୧୨ କଏଦୀଙ୍କୁ ଫାଶିଖୁଣ୍ଟରେ ଝୁଲାଇ ଦିଆଯାଇଛି। ଫାଶି ପାଇଥିବା କଏଦୀଙ୍କ ମଧ୍ୟରୁ ୧୧ ପୁରୁଷ ଥିବା ବେଳେ ଜଣେ ମହିଳା । ଏମାନେ ସମସ୍ତେ ବେଲୁଚିସ୍ତାନରେ ରହୁଥିଲେ ଏବଂ ସୁନ୍ନି ସମ୍ପ୍ରଦାୟ ସହ ଜଡ଼ିତ । ଏହି କଏଦୀମାନେ ନିଶାଦ୍ରବ୍ୟ ଚୋରା କାରବାର ଏବଂ ହତ୍ୟା ଭଳି ଅପରାଧରେ ଅଭିଯୁକ୍ତ ଥିଲେ । ଇରାନରେ ଏକାଥରେ ଏତେଜଣଙ୍କୁ ଫାଶି ଦିଆଯାଇଥିବାରୁ ମାନବାଧିକାର ସଂଗଠନଗୁଡ଼ିକର ଚିନ୍ତା ବଢ଼ିଯାଇଛି । ରିପୋର୍ଟ ମୁତାବକ, […]

ଅପରାଧ ଦେଶ ବିଦେଶ ମନୋରଞ୍ଜନ

ସିଦ୍ଧୁ ମୁସେୱାଲଙ୍କ ହତ୍ୟା ମାମଲା : କୁଖ୍ୟାତ ଅପରାଧିକୁ ଗିରଫ କଲା ପୁଣେ ପୋଲିସ୍‌, ସିନିୟର ଅଧିକାରୀ କରିବେ ପଚରାଉଚୁରା

ନୂଆଦିଲ୍ଳୀ ୦୯।୦୬ : ସିଦ୍ଧୁ ମୁସେୱାଲା ହତ୍ୟା ମାମଲାରେ ହାଇ ଲେବଲ ଅନୁସନ୍ଧାନକାରୀ ଦଳ ସମେତ ଅନେକ ରାଜ୍ୟର ପୋଲିସ ତଦନ୍ତରେ ବ୍ୟସ୍ତ ଅଛନ୍ତି। ଏହି ସମୟରେ ମହାରାଷ୍ଟ୍ରର ଜଣେ କୁଖ୍ୟାତ ଅପରାଧି ସିଦ୍ଧେଶ କାମ୍ବଲେଙ୍କୁ ପୁଣେ ପୋଲିସ ଗିରଫ କରିଛି। ସିଦ୍ଧେଶଙ୍କୁ ମହାକାଲ ମଧ୍ୟ କୁହାଯାଏ । କୁହାଯାଉଛି କି ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ସହ ଜଡିତ ଥିବା ସନ୍ଦେହ କରାଯାଉଛି। ତେଣୁ ସିଦ୍ଧୁଙ୍କ ହତ୍ୟା ମାମଲାରେ ଅନୁସନ୍ଧାନକାରୀ ଦଳ ପୁଣେକୁ ଯାଇ ସିଦ୍ଧେଶଙ୍କୁ ମଧ୍ୟ […]

ଅପରାଧ ରାଜ୍ୟ

ଭୁବନେଶ୍ବରରେ କେନ୍ଦ୍ରାପଡାର ସୁପାରୀ କିଲର, ହତ୍ୟା ପୂର୍ବରୁ ମାଡିବସିଲା ପୋଲିସ

ଭୁବନେଶ୍ବର ୮।୬: ଭୁବନେଶ୍ବରରେ କେନ୍ଦ୍ରାପଡ଼ାର ସୁପାରୀ କିଲର । କମିଶନରେଟ୍ ପୋଲିସର ସ୍ବତନ୍ତ୍ର ସ୍କ୍ବାଡ୍ କବଜାରେ ତିନି ଜଣ ସୁପାରୀ କିଲର । ହତ୍ୟା ପୂର୍ବରୁ ମାଡ଼ିବସିଲା ପୋଲିସ । କେନ୍ଦ୍ରାପଡାରୁ ଦୁଇ ସୁପାରୀ କିଲରଙ୍କୁ ଭୁବନେଶ୍ବର ଡ଼କାଇ ହତ୍ୟା କରିବାକୁ ଷଡଯନ୍ତ୍ର ରରିଥିଲା ତୃତୀୟ କିଲର । ଏମାନଙ୍କ ନିକଟରୁ ୧୩ଟି ଜୀବନ୍ତ ଗୁଳି, ଦୁଇଟି ବନ୍ଧୁକ ଜବତ କରିଛି ପୋଲିସ । ଏମାନେ କେନ୍ଦ୍ରାପଡାରୁ ଭୁବନେଶ୍ବରକୁ ଆସି ହତ୍ୟା କରିଥାନ୍ତେ । ଜଣେ ବ୍ୟବସାୟୀଙ୍କୁ […]

ଅପରାଧ ରାଜ୍ୟ

କୁଆଖାଇ ନଦୀକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ, ପ୍ରେମିକ ବ୍ଲାକମେଲିଂ କରୁଥିବା ଅଭିଯୋଗ

ଭୁବନେଶ୍ବର ୮।୬: କୁଆଖାଇ ନଦୀକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ । ପ୍ରେମିକ ବ୍ଲାକମେଲିଂ କରୁଥିବାରୁ ସେ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡିଛି । ଆତ୍ମହତ୍ୟା ଉଦ୍ୟମ ବେଳେ ନିକଟରେ ଉପସ୍ଥିତ ଥିବା ଲୋକେ ତାଙ୍କୁ ଉଦ୍ଧାର କରିଛନ୍ତି । ସୂଚନାଯୋଗ୍ୟ ଯେ, ଦୀର୍ଘ ଦିନ ଧରି ଭୁବନେଶ୍ବର ଶାନ୍ତିପଲ୍ଲୀ ବସ୍ତିର ଜଣେ ଯୁବକଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ରହିଥିଲା । ଯୁବକ ଜଣଙ୍କ ପୂର୍ବରୁ ବିବାହିତ ବୋଲି ଜାଣିବା ପରେ ଯୁବତୀ ଜଣଙ୍କ ତାଙ୍କଠାରୁ […]