ଦେଶ ବିଦେଶ ମନୋରଞ୍ଜନ

ପ୍ରଭାସଙ୍କ ଫିଲ୍ମ ‘ରାଧେ ଶ୍ୟାମ’ ଟ୍ରେଲର୍ ରିଲିଜ୍

ନୂଆଦିଲ୍ଲୀ ୨୪/୧୨: ସାଉଥ ସିନେମା ସୁପରଷ୍ଟାର ପ୍ରଭାସଙ୍କ ଆଗାମୀ ଫିଲ୍ମ ରାଧେ ଶ୍ୟାମର ଟ୍ରେଲର ରିଲିଜ୍ ହୋଇଛି। ଏହି ଫିଲ୍ମରେ ପ୍ରଭାସଙ୍କ ସହ ମୁଖ୍ୟ ଭୂମିକାରେ ପୂଜା ହେଗଡେ ନଜୁ ଆସିଛନ୍ତି। ଫିଲ୍ମଟି ଆସନ୍ତା ବର୍ଷ ଅର୍ଥାତ୍ ଜାନୁୟାରୀ ୧୪, ୨୦୨୨ ରେ ରିଲିଜ୍ ହେବ। ଫିଲ୍ମର ଟ୍ରେଲର ରିଲିଜ ହେବା ମାତ୍ରେ ଭାଇରାଲ ହୋଇଛି। ଟ୍ରେଲରରେ ପ୍ରଭାସ କହିଛନ୍ତି, ତାଙ୍କ ଭାଗ୍ୟରେ ପ୍ରେମ ଏବଂ ବିବାହ ଲେଖା ନାହିଁ। ଟ୍ରେଲର ସମୟରେ ଏହା ଦେଖାଯାଇଛି, ଯେତେବେଳେ […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି

୧୧,୪୦୩ ଶିକ୍ଷକ ପଦବି ପୂରଣ ପାଇଁ ରାଜ୍ୟ ସରକାରଙ୍କ ପ୍ରକ୍ରିୟା ଆରମ୍ଭ, ଏପ୍ରିଲ ସୁଦ୍ଧା ନିଯୁକ୍ତି

ଭୁବନେଶ୍ୱର: ରାଜ୍ୟରେ ସରକାରୀ ଉଚ୍ଚ ବିଦ୍ୟାଳୟ ଗୁଡିକର ୫-ଟି ରୂପାନ୍ତର କାର୍ଯ୍ୟକ୍ରମରେ ରୂପାନ୍ତରଣ ସହିତ ଶିକ୍ଷକ ନିଯୁକ୍ତି ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୧୧,୪୦୩ ଶିକ୍ଷକ ପଦବି ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାର ନିକଟରେ ଗୋଟିଏ ଦିନରେ ୬୧୩୧ ଜଣ ଶିକ୍ଷକକୁ ନିଯୁକ୍ତି ଦେଇଥିଲେ। ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟରେ ୪୬୧୯ ଜଣ ହିନ୍ଦୀ, ସଂସ୍କୃତ ଓ କ୍ରୀଡା ଶିକ୍ଷକ ପଦବି ପୂରଣ […]

ଦେଶ ବିଦେଶ ମନୋରଞ୍ଜନ

ବିବାଦୀୟ ପୋଷ୍ଟ ‘ଖଲିସ୍ତାନୀ’ ମାମଲାରେ ବୟାନ ଦେବା ପାଇଁ ଥାନାରେ ହାଜର ହେଲେ କଙ୍ଗନା

ନୂଆଦିଲ୍ଳୀ ୨୩।୧୨ : ବଲିଉଡର କଣ୍ଟ୍ରୋଭର୍ସି କୁଇନ୍‌ କଙ୍ଗନା ରଣାୱତ ତାଙ୍କ ବିବାଦୀୟ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଏଥିପାଇଁ ତାଙ୍କ ବିରୋଧରେ ଅନେକ ମାମଲା ମଧ୍ୟ ରୁଜୁ ହୋଇଛି। ଏପରିକି ଥାନାରେ ତାଙ୍କ ନାଁରେ ଏଫ୍‌ଆଇଆର୍‌ ମଧ୍ୟ ରୁଜୁ ହୋଇଛି। ତେବେ ଏହି ମାମଲାକୁ ନେଇ ଆଜି ମୁମ୍ବାଇର ଖାର୍‌ ପୋଲିସ ଷ୍ଟେସନରେ ପହଞ୍ଚିଛନ୍ତି ପଙ୍ଗା କୁଇନ୍‌ କଙ୍ଗନା ରଣାୱତ। ଯାହା ସୋସିଆଲ ମିଡିଆ ପୋଷ୍ଟରେ କଙ୍ଗନା କଥିତ ରୂପେ କୃଷକଙ୍କ ତୁଳନା ଖଲିସ୍ଥାନୀଙ୍କ […]

କଳା ଓ ସଂସ୍କୃତି ରାଜ୍ୟ

କ୍ରିସମାସ ପାଇଁ ଚଳଚଞ୍ଚଳ କଟକ: ନୂଆ ସ୍ନୋ ଟ୍ରି, କ୍ରିସ୍‌ମାସ୍‌ ବକ୍ସ ଓ ସାଣ୍ଟାକ୍ଲଜ୍‌ ହେଡ଼୍‌

କଟକ: ଦିନ କେଇଟାରେ ଆସି ଯିବ ବଡ଼ଦିନ ବା କ୍ରିସମାସ। ତା’ ପରକୁ ନୂଆବର୍ଷ। ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ସହର। କରୋନା ପାଇଁ କ୍ରିସମାସ ଓ ନୂଆବର୍ଷରେ ପୂର୍ବଭଳି ଆୟୋଜନର ଚମକ ନାହିଁ। ହେଲେ ଏହି ଦିନକୁ ଆକର୍ଷଣୀୟ କରିବା ପାଇଁ ସହରରେ ଥିବା ହୋଟେଲ ଗୁଡ଼ିକ ପକ୍ଷରୁ କରାଯାଇଛି ବ୍ୟାପକ ପ୍ରସ୍ତୁତି। ଏହି ଦିନରେ କେକ୍‌ କାଟି, ଚର୍ଚ୍ଚ, ଘର ଇତ୍ୟାଦି ସଜେଇବା ସହ ନିଜ ବନ୍ଧୁ ସମ୍ପର୍କୀୟଙ୍କୁ ଭକି କି ଭଳି ଗିଫ୍ଟ […]

ରାଜ୍ୟ ସ୍ୱାସ୍ଥ୍ୟ

ହଟସ୍ପଟ୍ ମୁହାଁ ରାଜଧାନୀ: ବିମାନ ବନ୍ଦରରେ ପ୍ରତି ୫ ଜଣଙ୍କ ମଧ୍ୟରୁ ଜଣେ ଓମିକ୍ରନ ସଂକ୍ରମିତ

ନୂଆଦିଲ୍ଲୀ: କୋଭିଡ୍ ଭାଇରସ୍ ର ନୂତନ ଭାରିଆଣ୍ଟ ଏବେ ସାରା ଦେଶର ଚିନ୍ତା ବଢ଼ାଇ ଦେଇଛି । ଇନଷ୍ଟିଚ୍ୟୁଟ୍ ଅଫ୍ ଜିନୋମିକ୍ ଆଣ୍ଟ ଇଣ୍ଟିଗ୍ରେଟିଭ୍ ବାୟୋଲୋଜି(ଆଇଜିଆଇବି)ଙ୍କ କହିବା କଥା ଯେ, ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ପରୀକ୍ଷା କରାଉଥିବା ପ୍ରତି ୫ ଜଣ ଯାତ୍ରୀଙ୍କ ମଧ୍ୟରୁ ଜଣେ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ମିଡିଆ ରିପୋର୍ଟ ଅନୁସାରେ, ଜଣେ ବରିଷ୍ଠ ଅଧିକାରୀଙ୍କ କହିଛନ୍ତି ଯେ ଆଇଜିଆଇବିରେ ପ୍ରତିଦିନ ୧୫ରୁ ୨୦ଟି ନମୁନା ଅନୁକ୍ରମ କରାଯାଉଛି । […]

ଦେଶ ବିଦେଶ ମନୋରଞ୍ଜନ

ନୋରା ଫତେହିଙ୍କ କାର ଦୁର୍ଘଟଣା, ଅଟୋକୁ ଧକ୍କା ଦେଲା ଅଭିନେତ୍ରୀଙ୍କ ଲଗ୍ଜରୀ ଗାଡି

ନୂଆଦିଲ୍ଲୀ ୨୩/୧୨: ବଲିଉଡ ଅଭିନେତ୍ରୀ ନୋରା ଫତେହିଙ୍କ ପ୍ରଶଂସକଙ୍କ ପାଇଁ ଏକ ଖରାପ ଖବର ସାମ୍ନାକୁ ଆସିଛି। ଖବର ମୁତାବକ, ଅଭିନେତ୍ରୀଙ୍କ କାର ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ତେବେ ଦୁର୍ଘଟଣା ଘଟିଥିବା ବେଳେ ନୋରା କାରରେ ନଥିଲେ। ଏକମାତ୍ର ତାଙ୍କର ଡ୍ରାଇଭର କାରରେ ଥିଲେ। ରିପୋର୍ଟ ଅନୁଯାୟୀ, ଦୁର୍ଘଟଣା ସମୟରେ ଅଭିନେତ୍ରୀ ପଞ୍ଜାବୀ ଗାୟକ ଗୁରୁ ରାନ୍ଧୱାଙ୍କ ସହ ତାଙ୍କ ନୂଆ ଗୀତ ‘ଡ୍ୟାନ୍ସ ମେରୀ ରାନୀ’ର ପ୍ରମୋସନାଲ ଇଭେଣ୍ଟରେ ଥିଲେ। କିନ୍ତୁ ଉଭୟ ଷ୍ଟାର୍ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

କର୍କଟ ରୋଗର ଆଶଙ୍କାକୁ ଦୁର କରିଥାଏ କଳା ଗାଜର, ଜାଣନ୍ତୁ ଏହାର ଅନ୍ୟ ଫାଇଦା

ନୂଆଦିଲ୍ଲୀ ୨୩/୧୨: ଶୀତଦିନେ ଆପଣ ଲାଲ୍ ଗାଜର ନିଶ୍ଚିନ୍ତ ଖାଉଥିବେ, କିନ୍ତୁ ଏହି ଋତୁରେ ଆପଣଙ୍କ ଖାଦ୍ୟରେ କଳା ଗାଜର ମଧ୍ୟ ଅନ୍ତର୍ଭୁକ୍ତ କରନ୍ତୁ। କଳା ଗାଜରର ବ୍ୟବହାର ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। କଳା ଗାଜରରେ ଫାଇବର, ପୋଟାସିୟମ୍, ଭିଟାମିନ୍-ଏ, ଭିଟାମିନ୍-ସି, ମାଙ୍ଗାନିଜ୍ ଏବଂ ଭିଟାମିନ୍-ବି ପରି ପୋଷକ ତତ୍ତ୍ୱ ରହିଥାଏ। ଏହାର କଳା ରଙ୍ଗ ମୁଖ୍ୟତଃ ଆଣ୍ଟୋସିୟାନିନର ଅଧିକ ପରିମାଣ କାରଣରୁ ହୋଇଥାଏ। ଏହା ଆପଣଙ୍କୁ ଅନେକ ରୋଗରୁ ରକ୍ଷା କରିଥାଏ। ତେବେ […]

ଖେଳ ଦେଶ ବିଦେଶ

ଦକ୍ଷିଣ ଆଫ୍ରିକା ବିପକ୍ଷରେ କେମିତି ଜିତି ହେବ ସିରିଜ୍ ?ଖେଳାଳିଙ୍କୁ ଗୁରୁମନ୍ତ୍ର ଦେଲେ ସଚିନ

ନୂଆଦିଲ୍ଲୀ,୨୨/୧୨: ନେତୃତ୍ୱ ବିବାଦ ମଧ୍ୟରେ ଭାରତୀୟ ଟିମ୍ ଦକ୍ଷିଣ ଆଫ୍ରିକାରେ ପହଁଚିଛି । ଉଭୟ ଦଳ ପ୍ରଥମେ ଟେଷ୍ଟ୍ ସିରିଜ ଓ ପରେ ଦିନିକିଆ ସିରିଜ ଖେଳିବେ । ଟିମ୍ ଇଣ୍ଡିଆ ଟେଷ୍ଟ ରେକର୍ଡ ଦକ୍ଷିଣ ଆଫ୍ରିକାରେ ସେତେଟା ଭଲ ନାହିଁ । ଦଳ ଏଠାରେ ଗୋଟିଏ ହେଲେ ସିରିଜ ଜିତିନାହିଁ । ଦଳ ବିରାଟ କୋହଲିଙ୍କ ନେତୃତ୍ୱରେ ପ୍ରଥମ ଟେଷ୍ଟ୍ ସିରିଜ ଜିତି ଇତିହାସ ରଚିବାକୁ ଚାହିଁବ ।ସିରିଜ୍ କିପରି ଜିତିହେବ ସେନେଇ ଖେଳାଳିଙ୍କୁ ଗୁରୁମନ୍ତ୍ର […]

ଦେଶ ବିଦେଶ ମନୋରଞ୍ଜନ

କେଜିଏଫ୍‌କୁ ପଛରେ ପକାଇଲା ପୁଷ୍ପା , ବକ୍ସ ଅଫିସ୍‌ରେ କରୁଛି ଧମାଲ …

ନୂଆଦିଲ୍ଳୀ ୨୩।୧୨ : କରୋନା ମହାମାରୀକୁ ଦୃଷ୍ଟି ରଖା ଯାଇ ସିନେମା ହଲ ଗୁଡିକ ଖୋଲା ଯାଇଥିଲା । ସେଥିରୁ ବାକି ଥିବା ଅନେକ ଫିଲ୍ମ ରିଲିଜ୍‌ ହୋଇଥିଲା। କେତେକ ବଡ ବଜେଟ୍‌ର ଫିଲ୍ମ ରିଲିଜ୍‌ ହେବା ମାତ୍ର ହଲ୍‌ରେ ଧମାଲ କରୁଛି । କିନ୍ତୁ ନିକଟରେ ଅଲ୍ଲୁ ଅର୍ଜୁନ ଅଭିନୀତ ସାଉଥ ଫିଲ୍ମ ‘ପୁଷ୍ପା’ ଏବେ ଦର୍ଶକଙ୍କ ହୃଦୟରେ ରାଜ କରୁଛି । ଏହାର ବକ୍ସ ଅଫିସ୍ କଲେକ୍ସନ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ଜାନୁଆରୀରେ ଆସିବ ତୃତୀୟ ଲହର ! ବିଶେଷଜ୍ଞ କଲେ ଦାବି : ଜାଣନ୍ତୁ କେତେ ଭୟଙ୍କର ହେବ ଓମିକ୍ରନ

ନୂଆଦିଲ୍ଲୀ,୨୨/୧୨: ଭାରତରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହାକୁ ନଜରରେ ରଖି ବିଶେଷଜ୍ଞମାନେ ତୃତୀୟ ଲହର ଆସିବା ନେଇ ଅନୁମାନ କରିଛନ୍ତି । ଓମିକ୍ରନର ପ୍ରଥମ ମାମଲା ଦକ୍ଷିଣ ଆଫ୍ରିକାରେ ଦେଖିବାକୁ ମିଳିଥିଲା । ଏହାପରେ ଏହି ଭାରିଆଣ୍ଟ ପ୍ରାୟ ୧୦୦ରୁ ଅଧିକ ଦେଶରେ ମାଡି ସାରିଛି । ୟୁରୋପୀୟ ଦେଶରେ ଏହି ଭାରିଆଣ୍ଟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଭାରତର କିଛି ରାଜ୍ୟରେ ନୂଆ ଭାରିଆଣ୍ଟ କବଳରେ ଅଧିକ ବ୍ୟକ୍ତି ସଂକ୍ରମିତ […]