ପର୍ଯ୍ୟଟନ ରାଜ୍ୟ

୧୦ ଦିନ ପାଇଁ ବନ୍ଦ ରହିବ ଭିତରକନିକା, ଏହିଦିନ ଠାରୁ ପର୍ଯ୍ୟଟକଙ୍କୁ ମନା

ଭୁବନେଶ୍ୱର: ପ୍ରତିବର୍ଷ ଭଳି ଭିତରକନିକା ପର୍ଯ୍ୟଟକଙ୍କ ପାଇଁ ୧୦ ପର୍ଯ୍ୟନ୍ତ ବନ୍ଦ ରହିବ । ଏହି ସମୟରେ ଭିତରକନିକାରେ ବିରଳ ବଉଳା କୁମ୍ଭୀର ଗଣନା କାର୍ଯ୍ୟ କରାଯିବ । ଭିତରକନିକା ଜାତୀୟ ଉଦ୍ୟାନ ଓ ଅନ୍ୟ ନଦୀନାଳରେ ରହିଥିବା କୁମ୍ଭୀରମାନଙ୍କୁ ମଧ୍ୟ ଗଣନାରେ ସାମିଲ କରାଯିବ । କୁମ୍ଭୀର ଗଣନା କାର୍ଯ୍ୟ ଜାରି ରହିଥିବା ସମୟରେ ଏହି ଜାତୀୟ ଉଦ୍ୟାନକୁ ଦେଶ ବିଦେଶର ସମସ୍ତ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି । ତେବେ ସୂଚନା ମୁତାବକ, ଆସନ୍ତା ଜାନୁଆରୀ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ଆସନ୍ତା ଫେବୃଆରୀ ଶେଷ ସୁଦ୍ଧା ତୃତୀୟ ଲହର ପିକ୍: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ସମଗ୍ର ବିଶ୍ୱରେ ବର୍ତ୍ତମାନ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଆଶଙ୍କା ବଢ଼ି ଚାଲିଥିବା ବେଳେ ଓଡ଼ିଶା ପାଇଁ ମଧ୍ୟ ଏହାର ପ୍ରଭାବ ଭୟଙ୍କର ହୋଇପାରେ । ତେବେ ଆସନ୍ତା ଫେବୃଆରୀ ମାସ ଶେଷ ବେଳକୁ ରାଜ୍ୟରେ କୋଭିଡର ତୃତୀୟ ଲହର ପିକରେ ପହଞ୍ଚିବ । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଶ୍ରୀ ମହାପାତ୍ର କହିଛନ୍ତି ଯେ, ପୂର୍ବରୁ କରୋନାର ପ୍ରଥମ ଓ ଦ୍ୱିତୀୟ ଲହର ରାଜ୍ୟକୁ ୨ ମାସ […]

ରାଜ୍ୟ ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ରହିବ। ଚାକିରିଆଙ୍କୁ ପଦୋନ୍ନତି ମିଳିପାରେ। ଜମିରେ ନିବେଶ କରନ୍ତୁ ଯଥେଷ୍ଟ ଲାଭ ପାଇବେ। ସ୍ବାସ୍ଥ୍ୟ ପରୀକ୍ଷା ଲାଗି ଖର୍ଚ୍ଚ କରିବେ। ବୃଷ: ଦୈନିକ କାର୍ଯ୍ୟସୂଚୀରେ ପରିବର୍ତ୍ତନ କରିବେ। ଆପଣଙ୍କ ଭଲ ବ୍ୟବହାରରେ ସହକର୍ମୀ ପ୍ରଭାବିତ ହେବେ। ବନ୍ଧୁଙ୍କ ଠାରୁ ଆର୍ଥିକ ସହାୟତା ପାଇପାରନ୍ତି। ମିଥୁନ: କାମରେ ଅଧିକ ସକ୍ରିୟ ରହିବେ। ଆପଣଙ୍କର ସକାରାତ୍ମକ ବ୍ୟବହାର ଲୋକମାନଙ୍କୁ ପ୍ରଭାବିତ କରିବ। ଅବିବାହିତଙ୍କର ବିବାହ ଲାଗି ଭଲ ପ୍ରସ୍ତାବ ଆସିବ। କର୍କଟ: ପୁରୁଣା […]

କଳା ଓ ସଂସ୍କୃତି ରାଜ୍ୟ

ଆଇନାରେ ୨୦୨୧: ଚର୍ଚ୍ଚାରେ ରତ୍ନଭଣ୍ଡାର ରହସ୍ୟ

ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ୨୦୧୮ ଏପ୍ରିଲ ୪ତାରିଖରେ ଶେଷଥର ରତ୍ନଭଣ୍ଡାର ଖୋଲିବାକୁ ଉଦ୍ୟମ କରାଯାଇଥିଲା। କିନ୍ତୁ ନାଟକ ରଚିଥିଲେ ରତ୍ନଭଣ୍ଡାର ଖୋଲିବା ପାଇଁ ଗଠିତ ୧୭ଜଣିଆ ପ୍ରତିନିଧି ଦଳ। ଚଳିତବର୍ଷ ସୂଚନା ଅଧିକାର ବଳରେ ଏ ସମ୍ପର୍କିତ ସବିଶେଷ ତଥ୍ୟ ମିଳିବା ପରେ ରାଜ୍ୟସ୍ତରରେ ଏହାକୁ ନେଇ ହୁଲସ୍ତୁଲ ହୋଇଥିଲା। ବିଧାନସଭାରେ ବି ଏହି ପ୍ରସଙ୍ଗ ଉଠିଥିଲା। ସୂଚନା ଅଧିକାର ବଳରେ ମିଳିଥିବା ତଥ୍ୟରୁ ଜଣାପଡ଼ିଥିଲା ଯେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଅସୁରକ୍ଷିତ ଅବସ୍ଥାରେ ପଡ଼ିରହିଛି। ବିଭିନ୍ନ ସ୍ଥାନରୁ […]

ଖେଳ ରାଜ୍ୟ

ଜିଏମ୍‌ସିଏଲ୍‌ କ୍ରିକେଟ୍‌: କେସିସି କଟକ ବିଜେତା

ଭୁବନେଶ୍ବର: ବନଦୁର୍ଗା କଲ୍‌ଚରାଲ ୟୁଥ ଏସୋସିଏସନ୍‌ ଓ ଜେନ୍‌-ନେକ୍ସଟ ୟୁଥ୍‌ ଏସୋ‌ସିଏସନ୍‌ ମିଳିତ ଆନୁକୂଲ୍ୟରେ ଆୟୋଜିତ ଦ୍ବିତୀୟ ଜିଏମ୍‌ସିଏଲ୍‌ ଟେନିସ ବଲ୍‌ ପ୍ରତିଯୋଗିତାରେ କେସିସି କଟକ ବିଜେତା ହୋଇଛି। ଫାଇନାଲ୍‌ରେ ଏହି ଦଳ ୪୫ ରନ୍‌ରେ ମ୍ୟାଜିକ୍‌ ଇଲେଭେନ୍‌କୁ ପରାସ୍ତ କରିଥିଲା। । ଏହା ପୂର୍ବରୁ ଖେଳାଯାଇଥିବା ସେମିଫାଇନାଲ୍‌ରେ କେସିସି ୩ ରନ୍‌ରେ ସମରସେଟ୍‌ ଏବଂ ମ୍ୟାଜିକ ଇଲେଭେନ୍‌ ୮ ୱିକେଟ୍‌ରେ ସିଡିଏ ଲାୟନ୍ସକୁ ହରାଇଥିଲା। ବିଜେତା ଦଳର ବାପୁନ ଫାଇନାଲ୍‌ର ଏବଂ ରିଙ୍କୁ ପ୍ରତିଯୋଗିତାର ଶ୍ରେଷ୍ଠ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ଅଷ୍ଟ୍ରେଲିଆରେ ପ୍ରଥମ ଓମିକ୍ରନ୍‌ ମୃତ୍ୟୁ: ନ୍ୟୁୟର୍କରେ ହସ୍ପିଟାଲ୍‌ରେ କୋଭିଡ୍‌ ଆକ୍ରାନ୍ତ ଶିଶୁଙ୍କ ସଂଖ୍ୟା ବଢ଼ୁଛି

ସିଡନି: ଅଷ୍ଟ୍ରେଲିଆରେ ପ୍ରଥମ ଓମିକ୍ରନ ମୃତ୍ୟୁ ଚିହ୍ନଟ ହୋଇଛି। ନ୍ୟୁ ସାଉଥ୍‌ ୱେଲ୍ସରେ ସୋମବାର ୬ ହଜାରରୁ ଅଧିକ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଓମିକ୍ରନ୍‌ ଆତଙ୍କ ମଧ୍ୟରେ ଅଷ୍ଟ୍ରେଲିଆରେ କରୋନା କଟକଣା କଡ଼ାକଡ଼ି ହୋଇଛି। ଭିକ୍ଟୋରିଆ ଷ୍ଟେଟ୍‌ରେ ସୋମବାର ୧୯୯୯ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଅନ୍ୟପକ୍ଷେ ବ୍ରିଟେନ୍‌ରେ ସଂକ୍ରମଣ ବଢ଼ିବାରୁ ବ୍ରି‌‌ଟେନରେ କଟକଣା କଡ଼ାକଡ଼ି ‌ହୋଇଛି। ସେହିପରି ଆମେରିକାର ନ୍ୟୁୟର୍କରେ ବି ଓମିକ୍ରନ୍‌ ବଢ଼ିବା ସହ ସେଠାରେ ଅଧିକ ଶିଶୁ ଚିକିତ୍ସା ପାଇଁ […]

ଦେଶ ବିଦେଶ ମନୋରଞ୍ଜନ

ଅଭିନେତା ମୁଶତାକ୍ ମରଚାଣ୍ଟଙ୍କ ପରଲୋକ, ମଧୁମେହ ରୋଗରେ ଥିଲେ ପୀଡିତ

ମୁମ୍ବାଇ ୨୮/୧୨: ସିନେମାର ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଅଭିନେତା ତଥା ପ୍ରସିଦ୍ଧ ହାସ୍ୟ ଅଭିନେତା ମୁଶତାକ ମରଚାଣ୍ଟଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। ଦୀର୍ଘ ଦିନ ଧରି ମଧୁମେହରେ ପୀଡିତ ମୁଶତାକ ମୁମ୍ବାଇର ହୋଲି ଫ୍ୟାମିଲି ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ବହୁ ବର୍ଷ ପୂର୍ବେ ସିନେମା ଜଗତକୁ ବିଦାୟ ଦେଇ ମୁମ୍ବାଇର ବାନ୍ଦ୍ରାଠାରେ ରହୁଥିଲେ। ତାଙ୍କ ଦେହାନ୍ତ ଖବର ଆସିବା ପରେ […]

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

ବିସିସିଆଇ ମୁଖ୍ୟ ସୌରଭ ଗାଙ୍ଗୁଲି କରୋନା ପଜିଟିଭ୍, ଉଡଲାଣ୍ଡ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ ୨୮/୧୨: ବିସିସିଆଇ ସଭାପତି ତଥା ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ କରୋନା । କରୋନାର ନୂଆ ଭାରିଆଣ୍ଟ ଓମିକ୍ରନର ବଢୁଥିବା ସଙ୍କଟ ମଧ୍ୟରେ ଏହି ଖବର ଚିନ୍ତାଜନକ ବିଷୟ । ସୂଚନା ଥାଉକି, ବର୍ଷ ଆରମ୍ଭରୁ ସୌରାଭ ଗାଙ୍ଗୁଲି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଜାନୁୟାରୀ ୨୦୨୧ରେ, ସୌରଭ ଗାଙ୍ଗୁଲିଙ୍କ ହୃଦଘାତର ଶିକାର ହୋଇଥିଲେ । ଫଳରେ ତାଙ୍କୁ କିଛି ଦିନ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡିଥିଲା । ସେଠାରେ ତାଙ୍କର ଆଞ୍ଜିଓପ୍ଲାଷ୍ଟ ହୋଇଥିଲା […]

ଦେଶ ବିଦେଶ ମନୋରଞ୍ଜନ

ୱେଷ୍ଟର୍ନ ଲୁକରେ ନଜର ଆସିଲେ ସପନା ଚୌଧୁରୀ, ଇଂରାଜୀ ଗୀତରେ ସମୁଦ୍ର କୂଳରେ କଲେ ଡ୍ୟାନ୍ସ

ନୂଆଦିଲ୍ଲୀ ୨୮/୧୨: ହରିୟାଣା ଡ୍ୟାନ୍ସର ସପନା ଚୌଧରୀ କେବଳ ହରିୟାଣାରେ ନୁହେଁ ବରଂ ଆଜି ତାଙ୍କର ଲୋକପ୍ରିୟତା ସାରା ଦେଶରେ। ସପ୍ନା ପୂର୍ବରୁ ସାଲୱାର୍ ସୁଟ୍ ରେ ଦେଖାଯାଉଥିଲେ। ବର୍ତ୍ତମାନ ଦେଶୀ ଅବତାର ଛାଡି ମର୍ଡନ ଲୁକ୍ ଆପଣେଇଛନ୍ତି। ତାଙ୍କ ମ୍ୟୁଜିକ୍ ଆଲବମ୍ ବ୍ୟତୀତ ସେ ସୋସିଆଲ୍ ମିଡିଆରେ ବେଶ ସକ୍ରିୟ। ସେ ଅନେକ ସମୟରେ ତାଙ୍କ ଭିଡିଓ ଏବଂ ଫଟୋ ସେୟାର କରନ୍ତି। ବର୍ତ୍ତମାନ ସପନା ଗୋଆର ବିଚରୁ ଏକ ଭିଡିଓ ପୋଷ୍ଟ କରିଛନ୍ତି ଯେଉଁଥିରେ […]

ରାଜ୍ୟ ସ୍ୱାସ୍ଥ୍ୟ

ପିଲାଙ୍କ ପାଇଁ ସ୍ୱତନ୍ତ୍ର ଭାକସିନେସନ୍ ସେଣ୍ଟର, ରହିଛି କାର୍ଟୁନ ଓ ଆନିମେସନ ଥିମ୍

ନୂଆଦିଲ୍ଲୀ ୨୮/୧୨: ଜାନୁୟାରୀ ପହିଲାରୁ ସାରା ଦେଶରେ ୧୫ ରୁ ୧୮ ବର୍ଷର ପିଲାଙ୍କୁ ଦିଆଯିବ ଟିକା । ଏଥିପାଇଁ ସାରା ଦେଶରେ ପିଲାଙ୍କର ଟିକାକରଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ସମସ୍ତ ଭାକିନେସନ ସେଣ୍ଟରରେ ସମସ୍ତ ପ୍ରକାରର ସୁବିଧା ସୁଯୋଗ ଆୟୋଜନ କରାଯାଉଛି । ଏହାରି ଭିତରେ ରାଜଧାନୀରେ ଦିଲ୍ଲୀରେ ପିଲାଙ୍କ ଟିକାକରଣ କେନ୍ଦ୍ରକୁ ସଜ୍ଜାଯାଉଛି । ଏଠାରେ ଥିବା ଷ୍ଟାର ଇମୋଜିଂ ଅଣ୍ଡ ପାଥୋଲ୍ୟାବ ଭାକସିନେସନ ସେଣ୍ଟରକୁ ଟିକେ ଖାସ୍ ଅନ୍ଦାଜରେ ସଜାଯାଇଛି […]