ପିତାଙ୍କଠାରୁ ପାଞ୍ଚ ଗୁଣ ଅଧିକ ଧନୀ ବିହାର ସିଏମ ନୀତିଶଙ୍କ ପୁଅ, ଜାଣନ୍ତୁ ନିଶାନ୍ତଙ୍କ ମୋଟ ସମ୍ପତ୍ତି କେତେ ?
ପାଟଣା ୦୨/୦୧: ବିହାର ରାଜନୀତିର ଏକ ଚର୍ଚ୍ଚିତ ଚେହେରା ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ତାଙ୍କର ରାଜନୈତିକ କାର୍ଯ୍ୟକଳାପ ହେଉ ଅବା ଅନ୍ୟ କୌଣସି ପାଇଁ ସେ ସଦାସର୍ବଦା ଚର୍ଚ୍ଚାର ପରିସରକୁ ଆସିଥାନ୍ତି । ହେଲେ ଏବେ ତାଙ୍କ ପୁଅ ତାଙ୍କ ଠାରୁ ଆଗରେ ରହି ସବୁଠି ଚର୍ଚ୍ଚିତ । କାରଣ ବିହାରର ୬ ଥର ମୁଖ୍ୟମନ୍ତ୍ରୀ ହୋଇଥିବା ନୀତିଶ କୁମାରଙ୍କ ପୁଅ ନିଶାନ୍ତ ଅଧିକ ଧନୀ । ସୂଚନା ଅନୁଯାୟୀ, ବିହାର ସିଏମ ନୀତିଶଙ୍କ ପୁଅ […]
