ଓଡ଼ିଆ ଟେଲି ସିନେମା ‘କୁରୁକ୍ଷେତ୍ର’ର ନାୟିକା
ଓଡ଼ିଆ ଟେଲି ସିନେମା ‘କୁରୁେକ୍ଷତ୍ର’। ଏହାର ପ୍ରଯୋଜନା କରିଛନ୍ତି କ୍ଷୀରୋଦ ପଟ୍ଟନାୟକ। ଅଶ୍ବିନୀ ତ୍ରିପାଠୀଙ୍କ ନିର୍ଦ୍ଦେଶନାରେ ଦର୍ଶକ ଦେଖିସାରିଛନ୍ତି ପ୍ରଥମ ସିନେମା ‘ଦୁର୍ଗତିନାଶିନୀ’। ତାଙ୍କରି ନିର୍ଦ୍ଦେଶନାରେ ପୁଣି ପ୍ରସ୍ତୁତ ହେବାକୁଯାଉଛି ନୂଆ ଚଳଚ୍ଚିତ୍ର ‘କୁରୁେକ୍ଷତ୍ର’। ଏଥିରେ ନେତା-ଅଭିନେତା ଆକାଶ ଦାସ ନାୟକ ନାୟକ ସାଜିଥିବା ବେଳେ ତାଙ୍କ ବିପକ୍ଷର ନାୟିକା ସାଜିଛନ୍ତି ତମନ୍ନା। ପୂର୍ବରୁ ସେ ‘ଭାଇନା କ’ଣ କଲା ସେ’, ‘ବ୍ଲାକମେଲ୍’, ‘ପ୍ରେମ୍ କୁମାର’, ‘ଗୋଲମାଲ ଲଭ୍’, ‘ଲକିର ଲକ୍ଡାଉନ୍ ଲଭ୍ ଷ୍ଟୋରି’ ଓ ‘ନିଝୁମ […]