ଦେଶ ବିଦେଶ ମନୋରଞ୍ଜନ

କଣ୍ଠଶିଳ୍ପୀ ଶାନଙ୍କ ମା’ ସୋନାଲି ମୁଖାର୍ଜୀଙ୍କ ପରଲୋକ, ଗାୟକ କୈଳାଶ ଖେର ଟ୍ବିଟ୍‌ କରି ଦେଲେ ସୂଚନା

ନୂଆଦିଲ୍ଲୀ ୨୦।୦୧ : ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ଏବେ ପୁଣି ଥରେ ଦୁଃଖଦ ଖବର ଆସିଛି । ଫିଲ୍ମ ଜଗତର ପ୍ରସିଦ୍ଧ କଣ୍ଠଶିଳ୍ପୀ ଶାନଙ୍କ ମା’ ସୋନାଲି ମୁଖାର୍ଜୀଙ୍କ ଦେହାନ୍ତ ହୋଇଯାଇଛି। ବୁଧବାର ରାତିରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ହେଲେ ବର୍ତ୍ତମାନ ଏଯାଏଁ ମୃତ୍ୟୁର ବିଷୟରେ କାରଣ ସ୍ପଷ୍ଟ ହୋଇନାହିଁ। ଶାନ୍‌ଙ୍କ ମା ସୋନାଲି ମୁଖାର୍ଜୀ ନିଜେ ମଧ୍ୟ ଜଣେ ଗାୟିକା ଥିଲେ। ଏହି ଖବରକୁ ଗାୟକ କୈଳାଶ ଖେର ଏକ ଟ୍ୱିଟ ମାଧ୍ୟମରେ ଲେଖି […]

ମନୋରଞ୍ଜନ ରାଜ୍ୟ

ଚାଲିଗଲେ ଆଉ ଜଣେ କଳାକାର, ଅଭିନେତା ପ୍ରିୟ ସୁନ୍ଦର ମିଶ୍ରଙ୍କ ପରଲୋକ

ଭୁବନେଶ୍ବର ୨୦/୦୧: ଚାଲିଗଲେ ଆଉ ଜଣେ ତାରକା । ଓଡ଼ିଆ ଚଳଚିତ୍ର ଜଗତର ବିଶିଷ୍ଟ ଅଭିନେତା ପ୍ରିୟ ସୁନ୍ଦର ମିଶ୍ରଙ୍କ ପରଲୋକ ହୋଇଛି। ଭୁବନେଶ୍ବର ସ୍ଥିତ ବାସଭବନରେ ୬୯ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ପ୍ରିୟ ମିଶ୍ର । ତାଙ୍କ ବିୟୋଗରେ ଓଲିଉଡରେ ଶୋକର ଛାୟା ଖେଳିଯାଇଛି। କିଛିଦିନ ପୂର୍ବରୁ ଦିବଂଗତ ଅଭିନେତା ମିହିର ଦାସ ଏବଂ ସଙ୍ଗୀତ ନିର୍ଦ୍ଦେଶକ ସରୋଜ ପଟ୍ଟନାୟକଙ୍କ ଦେହାନ୍ତ ହୋଇଥିଲା । ବର୍ତ୍ତମାନ ଯାଏଁ ମିହିର ଦାସଙ୍କ ପରଲୋକ […]

ମନୋରଞ୍ଜନ ସ୍ପେଶାଲ ରିପୋର୍ଟ

ନକଲି ସୂର୍ଯ୍ୟ ପରେ ଚୀନର ‘ନକଲି ଚନ୍ଦ୍ର’, ଦୂର ହେବ ବିଜୁଳି ବିଲ୍

ସାଇନ୍ସ ଓ ଟେକ୍ନୋଲୋଜି କ୍ଷେତ୍ରରେ ଚୀନ ଲଗାତାର ବଡ଼ ବଡ଼ କାରନାମା କରିବାରେ ଲାଗିଛି । ‘ନକଲି ସୂର୍ଯ୍ୟ’ ପରେ ଏବେ ଚୀନ୍ ‘ନକଲି ଚନ୍ଦ୍ର’ ବି ତିଆରି କରିଛି । ଚୀନର କହିବା ମୁତାବକ, ଏହି ନକଲି ଚନ୍ଦ୍ର ଯୋଗୁଁ ବିଜୁଳି ଖର୍ଚ୍ଚ କମ୍ ହୋଇଯିବ । ଏହି ଚନ୍ଦ୍ର ଜିରୋ ଗ୍ରେଭିଟ୍ ହୋଇଥିବା ଜଣାପଡିଛି । ରିପୋର୍ଟ ଅନୁସାରେ, ଚୀନର ବୈଜ୍ଞାନିକମାନେ ଏହି ନକଲି ଚନ୍ଦ୍ର ଉପରେ ଚୁମ୍ବକୀୟ ଶକ୍ତିର ପରୀକ୍ଷା କରିଥିଲେ । […]

ରାଜ୍ୟ ସ୍ୱାସ୍ଥ୍ୟ

ଯେଉଁ ସାମ୍ବାଦିକମାନଙ୍କର ଦ୍ବିତୀୟ ଡୋଜ ନେବା ୯ମାସ ହୋଇଯାଇଥିବ, ସେମାନେ ପ୍ରିକସନ ଡୋଜ ନେଇପାରିବେ: ପରିବାର କଲ୍ୟାଣ ନିର୍ଦ୍ଦେଶକ

ଭୁବନେଶ୍ବର:ଯେତେ ଶୀଘ୍ର ସମ୍ଭବ ଟିକାକରଣ ଶେଷ କରାଯିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସାମ୍ବାଦିକମାନଙ୍କୁ କୋଭିଡ ଯୋଦ୍ଧା ଭାବେ ପରିଗଣିତ କରାଯାଉଛି। ଯେଉଁମାନଙ୍କର ଦ୍ବିତୀୟ ଡୋଜ ନେବାର ୯ମାସ ହୋଇଯାଇଥିବ ସେମାନେ ପ୍ରିକସନ ଡୋଜ ନେଇ ପାରିବେ। ବର୍ତ୍ତମାନ ସୁଦ୍ଧା ମୋଟ ୫ କୋଟି ୪୯ ଲକ୍ଷ ୮ ହଜାର ୬୧୯ ଡୋଜ ଟିକା ଦିଆଯାଇଛି। ସେଥିରୁ ପ୍ରଥମ ଡୋଜ ୩ କୋଟି ୧୪ ଲକ୍ଷ ୧ […]

ଧର୍ମ ରାଜ୍ୟ

ଗଜପତି ମହାରାଜାଙ୍କ ପୂଷ୍ୟାଭିଷେକ: ଗଜପତିଙ୍କ ଅନୁପସ୍ଥିତିରେ ପୂଜା ପାଇଲା ଖଡ୍‌ଗ ପଇତା, ଶ୍ରୀଫଳ ଭେଟିଦେଲେ ୧୬ ଶାସନର ଶୋସ୍ତ୍ରୀୟ ବ୍ରାହ୍ମଣ

ପୁରୀ:‌ ଆଜି ପବିତ୍ର ପୂଷ୍ୟା ନକ୍ଷତ୍ର ତିଥିରେ ରାଜନଅରରେ ପୁରୀ ଗଜପତି ମହରାଜା ଦିବ୍ୟସିଂହ ଦେବଙ୍କ ପୂଷ୍ୟାଭିଷେକ ନୀତି ଅନୁଷ୍ଠିତ ହୋଇଯାଇଛି। ତେବେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅନୁପସ୍ଥିତିରେ ପ୍ରତିନିଧି ଭାବେ ତାଙ୍କ ଖଡ୍‌ଗର ପୁଷ୍ୟାଭିଷେକ ନୀତି ସଂପନ୍ନ ହୋଇଛି। ଏହି ଉପଲକ୍ଷ ବଡ଼ଦାଣ୍ଡସ୍ଥିତ ରାଜନଅର ଆଜି ସଂଧ୍ୟାରେ ଉତ୍ସବମୁଖର ହୋଇ ଉଠିଥିଲା। ୧୬ ଶାସନର ଶୋସ୍ତ୍ରୀୟ ବ୍ରାହ୍ମଣମାନେ ଗଜପତି ମହରାଜାଙ୍କୁ ସୂତା, ଅଷ୍ଟଧାତୁ ପଇତା, ନଡ଼ିଆ ଆଦି ଭେଟି ଦେବା ସହ ଶୁଭାଶିର୍ବାଦ ପ୍ରଦାନ […]

ଦେଶ ବିଦେଶ ମନୋରଞ୍ଜନ

ଅଭିନେତା ଶାହିର ଶେଖ୍‌ଙ୍କ ବାପା ଶାହନାୱାଜ ଶେଖ୍‌ଙ୍କ ଦେହାନ୍ତ , ଅଲି ଗୋନି ଟ୍ବିଟ୍ କରି ଦେଲେ ସୂଚନା

ନୂଆଦିଲ୍ଲୀ ୨୦।୦୧ : ଟେଲି ଦୁନିଆର ଜଣାଶୁଣା ଟିଭି ଅଭିନେତା ଶାହିର ଶେଖଙ୍କ ପିତା ଶାହନାୱାଜ ଶେଖଙ୍କ ଦେହାନ୍ତ ହୋଇଛି। ଶାହନାୱାଜ ଗତ କିଛି ଦିନ ଧରି କରୋନା ସଂକ୍ରମିତ ହୋଇ ଅସୁସ୍ଥ ଥିଲେ । ଏଥି ପାଇଁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ହେଲେ ବର୍ତ୍ତମାନ ଶାହିର ଶେଖଙ୍କ ପିତାଙ୍କର ମୃତ୍ୟୁ ବିଷୟରେ ଅଭିନେତା ଅଲି ଗୋନି ସୂଚନା ଦେଇଛନ୍ତି। ନିକଟରେ ଅଲି ଗୋନି ତାଙ୍କର ଏକ ଟ୍ୱିଟରେ ଲେଖିଛନ୍ତି- ‘ଆଲ୍ଲା ଅଙ୍କଲଙ୍କ ଆତ୍ମାକୁ ଶାନ୍ତି […]

ରାଜ୍ୟ ସ୍ୱାସ୍ଥ୍ୟ

ନବଜାତ ଶିଶୁକୁ ମୃତ ଘୋଷଣା ପରେ ମଶାଣିରେ କାନ୍ଦି ଉଠିଲା, ଜୀବନ ସହ ସଂଘର୍ଷ କରି ଶେଷରେ ହାରିଗଲା

ପାଟଣା ୨୦।୧: ନବଜାତ ଶିଶୁକୁ ଡାକ୍ତର ମୃତ ଘୋଷଣା କରିବା ପରେ ମଶାଣିରୁ ଜୀଇଁ ଉଠିଥିଲା । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ କରଞ୍ଜିଆ ମେଡିକାଲରେ ଗୁରୁବାର ଶିଶୁ ପୁତ୍ରର ମୃତ୍ୟୁ ଘଟିଛି । ବୁଧବାର ସାହାରପଡା ବ୍ଲକ୍ ଖଡ଼ିକାପଦା ଗାଁର ସୁନିଆ ମୁଣ୍ଡା ଓ ରାଇମଣୀ ମୁଣ୍ଡାଙ୍କ ନବଜାତ ଶିଶୁ ପୁତ୍ରକୁ ଡାକ୍ତର ମୃତ ଘୋଷଣା କରିଥିଲେ । ପରେ ଶିଶୁ ପୁତ୍ରକୁ ମଶାଣିରେ ପୋତିବା ସମୟରେ ଶିଶୁଟି ଜୀବିତ ଥିବା ଜଣାପଡିଥିଲା । ଏଭଳି ଘଟଣା […]

ରାଜ୍ୟ ସ୍ୱାସ୍ଥ୍ୟ

ଏବେ ସ୍ଥିର ରହିଛି ସଂକ୍ରମଣ, ଚାରୋଟି ଜିଲ୍ଲାରେ ଅଧିକ ବାହାରୁଛନ୍ତି ଆକ୍ରାନ୍ତ

ଭୁବନେଶ୍ୱର ୨୦।୦୧ : ସଂକ୍ରମଣ ଅପାତତଃ ଭାବେ ସ୍ଥିର ରହିଛି । ପ୍ରଥମେ ଯେଉଁ ଗତିରେ ସଂକ୍ରମଣ ବଢ଼ୁଥିଲା ସେଥିରେ କମ୍‌ ଆସିଛି | କେସ ଡବଲିଙ୍ଗ କମିଛି । ବର୍ତ୍ତମାନ ସ୍ଥିତିରେ ୮୮ ହଜାର ଆକ୍ଟିଭ କେସ ରହିଛି । କିନ୍ତୁ ମାତ୍ର ୧୨୩୦ ଲୋକ ହସ୍ପିଟାଲରେ ଅଛନ୍ତି । ଯାହା ଆମ ପାଇଁ ଆଶାସ୍ୱନାର ବିଷୟ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଏପର୍ଯ୍ୟନ୍ତ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ମଣିଷଙ୍କୁ ତ ଛାଡ଼, ଏହି ସହରରେ ମୂଷାଙ୍କୁ ହୋଇଗଲା କରୋନା; ସମସ୍ତଙ୍କୁ ମାରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଓମିକ୍ରନ ଭାରିଆଣ୍ଟ ଯୋଗୁଁ କରୋନା ମାମଲା ପୁଣି ବଢ଼ିବାରେ ଲାଗିଛି । କରୋନାର ବଢ଼ୁଥିବା ମାମଲା ମଧ୍ୟରେ ହଂକଂରୁ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି । ଅତି କମରେ ୨୦୦୦ ହାମଷ୍ଟର(ମୂଷା ପରି ଏକ ଜୀବ) ଏଠାରେ କରୋନା ସଂକ୍ରମିତ ହୋଇଥିବା ଦେଖିବାକୁ ମିଳିଛି । ସମସ୍ତ ସଂକ୍ରମିତ ମୂଷାଙ୍କୁ ହତ୍ୟା କରିବାକୁ ହଂକଂ ପ୍ରଶାସନ ନିର୍ଦ୍ଦେଶ ଦେଇଛି । ପ୍ରଶାସନର କହିବା ମୁତାବକ, ପାଳିତ ଜୀବମାନଙ୍କ ଏକ ଷ୍ଟୋରରେ ଅନେକ ହାମଷ୍ଟାର କରୋନା […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଭଲ ଖବର: ଆଦିବାସୀ ପିଲାଙ୍କୁ ପ୍ରଧାନଶିକ୍ଷକଙ୍କ ନିଆରା ଶିକ୍ଷାଦାନ, ଘର କାନ୍ଥ ପାଲଟିଛି କଳାପଟା କନ୍ଧମା

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଜଣେ ଶିକ୍ଷକଙ୍କ ଅଭିନବ ଉପାୟରେ ପାଠପଢ଼ା ଏବେ ଚର୍ଚ୍ଚାକୁ ଆସିଛି। ଫିରିଙ୍ଗିଆ ବ୍ଲକ୍‌ର କରଣ୍ଡାଗଡ଼ ହାଇସ୍କୁଲର ପ୍ରଧାନଶିକ୍ଷକ ସୀମାଞ୍ଚଳ ମୁଖୀ ସ୍କୁଲ୍‌ରେ ପାଠ ପଢ଼ାଇବାପରେ ବି ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଘରକୁ ଘର ବୁଲି ଶିକ୍ଷାଦାନ କରୁଛନ୍ତି। ସେଥିପାଇଁ ସେମାନଙ୍କ ଘର କାନ୍ଥକୁ କଳାପଟା କରାଯାଇଛି। ନିଜେ ମାସ୍କ୍‌ ପିନ୍ଧିବା ସହ ଉପଯୁକ୍ତ ସାମାଜିକ ଦୂରତା ରକ୍ଷାକରି ଘରକାନ୍ଥରେ କଳାପଟା ମାଧ୍ୟମରେ ସେ ପାଠ ପଢ଼ାଉଥିବା ଦେଖିବାକୁ ମିଳିଛି। ତାଙ୍କର ଏହି ପ୍ରୟାସକୁ ବିଭିନ୍ନ […]