ଧର୍ମ ରାଜ୍ୟ

ଛତିଶାନି‌ଯୋଗ ବୈଠକ ଆଜି: ଶ୍ରୀମନ୍ଦିର ଖୋଲିବା ଉପରେ ହୋଇପାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ପୁରୀ : ଆଜି (ଶୁକ୍ରବାର) ଶ୍ରୀମନ୍ଦିର ଛତିଶାନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍‌ କୁମାରଙ୍କ ଅଧ୍ୟକ୍ଷତାରେ ଅପରାହ୍ଣ ସାଢ଼େ ୪ଟାରେ ଭର୍ଚୁଆଲ୍‌ ମୋଡ୍‌ରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ଛତିଶାନିଯୋଗ ନାୟକଙ୍କ ସହ ପରିଚାଳନା କମିଟି ସଦସ୍ୟ, ଶ୍ରୀମନ୍ଦିରର ବିଭିନ୍ନ ନିଯୋଗର ସଭାପତି, ସଂପାଦକ, ବରିଷ୍ଠ ସେବାୟତମାନେ ଉପସ୍ଥିତ ରହିବେ। ବୈଠକରେ ଆଗାମୀ ଶ୍ରୀମନ୍ଦିର ଦର୍ଶନ ଉପରେ ବିସ୍ତୃତ ଆଲୋଚନା ହେବ। ଫେବ୍ରୁଆରିରେ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ […]

ଖେଳ ଦେଶ ବିଦେଶ

ରବି ଶାସ୍ତ୍ରୀଙ୍କୁ କୋଚ୍ ପଦରୁ ହଟାଇଛନ୍ତି ଗାଙ୍ଗୁଲି ! ସାଙ୍ଘାତିକ ଅଭିଯୋଗ ଆଣିଲେ ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ ୨୮/୦୧: ଟି୨୦ ବିଶ୍ୱକପ ପରେ ଭାରତୀୟ କ୍ରିକେଟ ଟିମ୍‌ରେ ବହୁତ କିଛି ବଦଳି ଯାଇଛି । ରବି ଶାସ୍ତ୍ରୀ କୋଚ୍ ଓ ବିରାଟ କୋହଲି ସବୁ ଫର୍ମାଟରୁ ଅଧିନାୟକ ପଦରୁ ହଟିଛନ୍ତି । ଗୋଟିଏ ପରେ ଭାରତୀୟ କ୍ରିକେଟକୁ ସଙ୍କଟରୁ ମୁକୁଳାଇବା ପାଇଁ ପ୍ରୟାସ ଜାରି ରହିଛି । ଅନ୍ୟ ଦିଗରେ ପାକିସ୍ତାନର ପୂର୍ବତନ କ୍ରିକେଟର ରଶିଦ ଲତିଫ ବିସିସିଆଇ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି । ଲତିଫ କହିଛନ୍ତି ଯେ, ରବି ଶାସ୍ତ୍ରୀଙ୍କୁ କୋଚ୍ […]

ଦେଶ ବିଦେଶ ଶିକ୍ଷା ଓ ନିଯୁକ୍ତି

ଆରଆରବି-ଏନଟିପିସି ପରୀକ୍ଷା ବିବାଦ : ବିଭିନ୍ନ ଛାତ୍ର ସଙ୍ଗଠନର ବିହାର ବନ୍ଦ, ନୂଆ ଭିଡିଓରେ ଏମିତି କହିଲେ ଖାନ୍ ସାର୍

ନୂଆଦିଲ୍ଲୀ ୨୮/୦୧: ବିହାରର ରାଜଧାନୀ ପାଟନାରେ ଆରଆରବି ଏନଟିପିସି ପରୀକ୍ଷାକୁ ନେଇ ଟ୍ରେନ ପୋଡି ଘଟଣାରେ ବିବାଦ ବଢିବାରେ ଲାଗିଛି । ପରୀକ୍ଷାରେ ଅନିୟମିତତା ଅଭିଯୋଗ କରି ଅନେକ ଛାତ୍ର ସଙ୍ଗଠନ ଆନ୍ଦୋଳନ ଡାକରା ଦେଇଛନ୍ତି । ତେବେ ଏହା ମଧ୍ୟରେ ୟୁଟ୍ୟୁବରେ ଟ୍ରେଣ୍ଡରେ ଥିବା ଖାନ୍ ସାର ଏକ ଭିଡିଓ ଜାରି କରିଛନ୍ତି । ଯେଉଁଥିରେ ଖାନ୍ ସାର ବନ୍ଦ ବେଳେ ଛାଚ୍ରଛାତ୍ରୀଙ୍କୁ ବନ୍ଦ ପାଳନରେ କୌଣସି ଧାରଣା ଓ ହିଂସାକାଣ୍ଡ ନକରିବାକୁ ନିବେଦନ କରୁଥିବା […]

ଦେଶ ବିଦେଶ ମନୋରଞ୍ଜନ

୧୯ ବର୍ଷ ପରେ ପୁଣି ଥରେ ଏକାଠି ନଜର ଆସିବେ ହ୍ରିତିକ୍-କରୀନା ! ଜାଣନ୍ତୁ ଏହି ବିଗ୍ ବଜେଟ୍ ଫିଲ୍ମର ନାମ

ନୂଆଦିଲ୍ଲୀ ୨୭।୦୧ : ବଲିଉଡ୍‌ର କେତକ ଯୋଡି ରହିଛି ଯାହାକୁ ବଡ ପରଦାରେ ଦେଖିବାକୁ ଖୁବ୍‌ କମ୍‌ ମିଳେ । କିନ୍ତୁ ଅନେକ ପ୍ରଶଂସକ ତାଙ୍କୁ ଦେକିବାକୁ ଇଚ୍ଛା ରଖିଥାନ୍ତି । କହିବାକୁ ଗଲେ ବଲିଉଡ୍‌ର କେତେକ ଷ୍ଟାର ଅଛନ୍ତି କ୍ବଚିତ୍‌ ଦେଖିବାକୁ ମିଳିଛନ୍ତି ତ ଆଉ କେତେ ଜଣ ମୋଟ୍ରୁ ଦେଖିବାକୁ ମିଳି ନାହାନ୍ତି । ହେଲେ ଅନେକ ଷ୍ଟାର ଅଛନ୍ତି ଯେଉଁମାନେ ସେମାନଙ୍କର ଚରିତ୍ର ଅନସ୍କ୍ରିନ୍‌ରେ ନିଜର ଜଲୱା ଦେକାଇଛନ୍ତି । କିନ୍ତୁ ଦୀର୍ଘ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

୧୧ଟି ରାଜ୍ୟରେ ୫୦ ହଜାର ଲେଖାଏଁ ସକ୍ରିୟ ଆକ୍ରାନ୍ତ ଅଛନ୍ତି

ନୂଆଦିଲ୍ଲୀ : ଦେଶର ୧୧ଟି ରାଜ୍ୟରେ ୫୦ ହଜାର ଲେଖାଏଁରୁ ଅଧିକ ସକ୍ରିୟ ଆକ୍ରାନ୍ତ ରହିଛନ୍ତି । ୧୪ଟି ରାଜ୍ୟରେ ୧୦ ହଜାରରୁ ୫୦ ହଜାର ଲେଖାଏଁ ସକ୍ରିୟ ଆକ୍ରାନ୍ତ ଅଛନ୍ତି ଓ ଅବଶିଷ୍ଟ ୧୧ଟି ରାଜ୍ୟରେ ୧୦ ହଜାରରୁ କମ ସକ୍ରିୟ ଆକ୍ରାନ୍ତ ଅଛନ୍ତି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । କର୍ଣ୍ଣାଟକ, ମହାରାଷ୍ଟ୍ର ଓ କେରଳରେ ମୋଟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ରହିଛି । ସେହିପରି ଆନ୍ଧ୍ର, […]

ଦେଶ ବିଦେଶ ମନୋରଞ୍ଜନ

କୋଟି କୋଟି ସମ୍ପତ୍ତିର ମାଲିକାଣୀ ସାମନ୍ଥା ରୁଥ ପ୍ରଭା, ଦାମୀ ଗାଡି ଠାରୁ ରହିଛି ବିଳାଶପୂର୍ଣ୍ଣ ବଙ୍ଗଳା

ନୂଆଦିଲ୍ଲୀ ୨୭।୦୧ : ସାଉଥ ବହୁ ଲୋକପ୍ରିୟ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭା । ନିକଟରେ ତାଙ୍କର ପୁଷ୍ପା ଫିଲ୍ମର ଆଇଟମ୍‌ ନମ୍ଵର ଓଃ ଅଣ୍ଟାଭା.. ଗୀତରେ ଦେଖିବାକୁ ମିଳିଥିଲା । ଯାହା ଏବେ ଖୁବ୍‌ ଚର୍ଚ୍ଚାରେ ରହିଛି । ସୋସିଆଲ ମିଡିଆରେ ଏବେ ସେହି ଗୀତ ଟ୍ରେଣ୍ଡ ଚାଲିଛି । କିନ୍ତୁ ଅତୀତରେ ସାମନ୍ଥା ତାଙ୍କ ସ୍ୱାମୀ ନାଗା ଚୈତନ୍ୟଙ୍କ ସହ ଛାଡପତ୍ର ବିଷୟରେ ମଧ୍ୟ ଆଲୋଚନା କରିଥିଲେ। ସାମନ୍ଥା ଗତ ଅନେକ ବର୍ଷ ଧରି […]

ରାଜ୍ୟ ସ୍ୱାସ୍ଥ୍ୟ

ଆଜି କମିଛି ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୫,୯୦୧ ଜଣ ପଜିଟିଭ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଆଜି କମିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫,୯୦୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩୪୧୯ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୨୪୮୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୭୩୯ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୩୦ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା […]

ଦେଶ ବିଦେଶ ଲାଇଫ୍ ଷ୍ଟାଇଲ

ଗାଧୋଇବା ବେଳେ କରନ୍ତୁ ନାହିଁ ଏହି ୫ଟି ଭୁଲ୍, ଖରାପ ହୋଇଯିବ ସ୍କିନ୍

ବ୍ରଣର ସମସ୍ୟା କେବଳ ମୁହଁରେ ନୁହେଁ, ବରଂ କାନ୍ଧ, ପିଠି ବା ଶରୀରରେ ଯେ କୌଣସି ଅଙ୍ଗରେ ହୋଇପାରେ । ଏଥିରେ କୁଣ୍ଡେଇ ହେବା ସହ ଚର୍ମରେ ଉତ୍ତେଜନା ଭଳି ସମସ୍ୟା ଦେଖାଦେଇଥାଏ । ଗାଧୋଇବା ବେଳେ ଯଦି କିଛି ଜିନିଷର ଯତ୍ନ ନିଅନ୍ତି, ତେବେ ଶରୀରରେ ବ୍ରଣ ଓ ପିମ୍ପଲ ସମସ୍ୟାରୁ ରକ୍ଷା ପାଇପାରିବେ । ଗରମ ପାଣିରେ ଗାଧୋଇବାର ଅଭ୍ୟାସ ଶୀତଦିନେ ଅଧିକାଂଶ ଲୋକ ଗରମ ପାଣିରେ ଗାଧୋଇଥାନ୍ତି । କିନ୍ତୁ ଅତ୍ୟଧିକ ଗରମ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ସମସ୍ତଙ୍କୁ ଲାଗିବନି କରୋନାର ତୃତୀୟ ଟିକା, ବଦଳିବ ବୁଷ୍ଟର ଡୋଜର ନୀତି

ନୂଆଦିଲ୍ଲୀ: କରୋନା ମହାମାରୀର ସଂକ୍ରମଣର ମୁକାବିଲା ପାଇଁ ଟିକାକରଣକୁ ଅଧିକ ଗୁରୁତ୍ୱ ଦିଆଯାଉଛି । କରୋନାର ତୃତୀୟ ଡୋଜ୍ ଉପରେ ନିଜର ନୀତି ଉପରେ ପୁଣି ବିଚାର କରିପାରନ୍ତି କେନ୍ଦ୍ର ସରକାର । ତେବେ ତୃତୀୟ ଡୋଜକୁ ନେଇ ବୈଜ୍ଞାନିକମାନେ ବାର୍ତ୍ତା ଦେଇଛନ୍ତି । ବୈଜ୍ଞାନିକଙ୍କ କହିବା ମୁତାବକ, ବୁଷ୍ଟର ଡୋଜ୍ କିଛି ନିର୍ଦ୍ଦିଷ୍ଟ ବୟସ ବର୍ଗଙ୍କୁ ସୁରକ୍ଷା ଯୋଗାଇବାରେ ବିଫଳ ହୋଇପାରେ । ଏବେ ସ୍ୱାସ୍ଥ୍ୟ ସେବା କର୍ମଚାରୀ, ଫ୍ରଣ୍ଟଲାଇନ କର୍ମଚାରୀ ଏବଂ ପୂର୍ବ ଅନ୍ୟ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ଓମିକ୍ରନ୍ ପାଇଁ ମଡର୍ଣ୍ଣା ବୁଷ୍ଟର ଡୋଜ୍ । ଗୋଟିଏ ଡୋଜ୍ ନେବା ପରେ ପୂର୍ବ ତୁଳନାରେ ୨୦ ଗୁଣା ବୃଦ୍ଧି ପାଉଛି ଆଣ୍ଟିବଡି ସ୍ତର

ଓମିକ୍ରନ୍ ପାଇଁ ମଡର୍ଣ୍ଣା ବୁଷ୍ଟର ଡୋଜ୍ । କରୋନାର ଏହି ନୂଆ ଭ୍ୟାରିଆଣ୍ଟରୁ ରକ୍ଷା ପାଇବା ପାଇଁ ବୁଷ୍ଟର ଡୋଜ୍ ଉପରେ ମଡର୍ଣ୍ଣା ଅଧ୍ୟୟନ ଆରମ୍ଭ କରିଛି । ଫାଇଜର ଓ ବାୟୋ ଏନ୍ ଟେକ୍ ଓମିକ୍ରନ୍ ପାଇଁ ନିର୍ଦ୍ଦିଷ୍ଟ ଡୋଜ୍ ଉପରେ ଅଧ୍ୟୟନ କରୁଥିବା କହିବା ପରେ ମଡର୍ଣ୍ଣା ପକ୍ଷରୁ ମଧ୍ୟ ଅଧ୍ୟୟନ କରାଯାଉଥିବା କୁହାଯାଇଛି । ଏକ ଛୋଟ ଲାବରୋଟାରୀରୁ କରାଯାଇଥିବା ଅଧ୍ୟୟନର ତଥ୍ୟ ମଧ୍ୟ ଦେଇଛି ମଡର୍ଣ୍ଣା । ଏଥିରେ କୁହାଯାଇଛି ଯେ, […]