ଜିତିବା ପରେ ବି ଖୁସି ନାହାଁନ୍ତି ରୋହିତ, କହିଲେ…
ନୂଆଦିଲ୍ଲୀ, ୦୭/୦୨: ରବିବାର ଓ୍ୱେଷ୍ଟଇଣ୍ଡିଜ ବିପକ୍ଷରେ ପ୍ରଥମ ଦିନିକିଆ ଜିତିଛି ଭାରତ । ୧୦୦୦ ତମ ମୁକାବିଲାରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ କାରବିୟାନ ଟିମ୍କୁ ୬ ଓ୍ୱିକେଟରେ ମାତ୍ ଦେଇଛି । ତେବେ ମ୍ୟାଚ୍ ଜିତିବା ପରେ ବି ଖୁସି ନାହାଁନ୍ତି ରୋହିତ । ରୋହିତ ଶର୍ମା କହିଛନ୍ତି ଯେ, ସେମାନେ ଆହୁରି ଭଲ କରିପାରିଥାନ୍ତେ । ଏହାସହ ଇଣ୍ଡିଜର ବ୍ୟାଟିଂ ଅର୍ଡର ଉପରେ ବି ସେମାନେ ଆହୁରି ଚାପ ପକାଇ ପାରିଥାନ୍ତେ । ସେ […]