କଳା ଓ ସଂସ୍କୃତି ରାଜ୍ୟ

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି, ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ ୦୯/୦୨: ବୁଧବାର ଅପରାହ୍‌ଣରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଦତ୍ତମହାପାତ୍ର ସେବକମାନେ ଶ୍ରୀବିଗ୍ରହଙ୍କ ଏହି ସେବା କରିବେ । ଏହି ବିଶେଷ ନୀତି ପାଇଁ ଅପରାହ୍‌ଣ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ରହିଛି । ଅପରାହ୍‌ଣରେ ଦ୍ୱିତୀୟ ଭୋଗମଣ୍ଡପ ନୀତି ସରି ମହାପ୍ରଭୁଙ୍କ ଏହି ସ୍ୱତନ୍ତ୍ର ନୀତି ହେବ । ବନକଲାଗି ପାଇଁ ହିଙ୍ଗୁଳ, ହରିତାଳ, ଶଙ୍ଖ, କେଶର, […]

ମନୋରଞ୍ଜନ ରାଜ୍ୟ

ପ୍ରଥମ ଥର ପାଇଁ ‘ମାୟାବୀ’ରେ ନଜର ଆସିବେ ଅମ୍ଳାନ୍‌-ଭୂମିକା

‘ଚକ୍ଷୁବନ୍ଧନ’ର ସଫଳତା ପରେ ଅନିଶ୍‌ ଏଣ୍ଟରଟେନ୍‌ମେଣ୍ଟ୍‌ ରଜପର୍ବ ଉପଲକ୍ଷେ ପ୍ରସ୍ତୁତ କରୁଛି ଚଳଚ୍ଚିତ୍ର ‘ମାୟାବୀ’l ଏଥିରେ ପ୍ରଥମ ଥର ପାଇଁ ଅଭିନେତା ଅମ୍ଳାନ ଓ ଅଭିନେତ୍ରୀ ଭୂମିକା ପରସ୍ପର ବିପକ୍ଷର ନାୟକ ଓ ନାୟିକା ସାଜିଛନ୍ତି। ଆମେ ଯାହା ଦେଖୁ ସେ ସବୁ ଯେ ସତ ତାହା ନୁହେଁ ଏଥିରେ କିଛି ମଧୁର ମିଛ ମଧ୍ୟ ଥାଏ। ତୋ ସତ ଆଉ ମୋ ସତ ଲଢ଼େଇ ଭିତରେ ପ୍ରକୃତ ସତଟି ହଜିଯାଏ। ରଙ୍ଗ ଦେଇ କହିବାକୁ ଯାଇ […]

ମନୋରଞ୍ଜନ ରାଜ୍ୟ

ଭାଗ୍ୟର ଭିନ୍ନ ଭାଷା : ଆଇଏଏସ୍‌ ଅଧିକାରୀ ହେବା ଥିଲା ସ୍ବପ୍ନ, ଏବେ ସଫଳ ନାୟିକା-ଗାୟିକା

ମୁମ୍ବାଇ: ଆଠ ବର୍ଷ ତଳେ ଏକ ସଂକ୍ଷିପ୍ତ ଭୂମିକାରୁ ହିନ୍ଦୀ ସିନେ ଜଗତ୍‌ରେ ପାଦ ରଖି ଆଠ ଆଠ ଥର ଜାତୀୟସ୍ତରୀୟ ପୁରସ୍କାର ପାଇଁ ସୁପାରିସ ହେବା ଏବଂ ପାଞ୍ଚଥର ସମ୍ମାନ ହାସଲ କରିଥିବା ଅଭିନେତ୍ରୀ ରାଶି ଖାନ୍ନାଙ୍କ ଜୟଯାତ୍ରା ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇ ରହିଥିବ। ବିଶେଷ କରି ତେଲୁଗୁ ଓ ତାମିଲ ଫିଲ୍ମରେ ନିଜର ଆଧିପତ୍ୟ ଜାହିର କରିଥିବା ରାଶି ମଧ୍ୟ ଜଣେ ଉଚ୍ଚକୋଟୀର ଗାୟିକା। ଜୀବନରେ କେବେ ଅଭିନେତ୍ରୀ ହେବାର ସାମାନ୍ୟତମ ଲାଳସା […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ଦେଶରେ ୨୪ ଘଣ୍ଟାରେ ବାହାରିଲେ ୭୦ ହଜାରରୁ ଅଧିକ କରୋନା ପଜିଟିଭ୍, ୧୨୧୭ ମୃତ

ନୂଆଦିଲ୍ଲୀ ୦୯/୦୨: ବୋଲ ମାନୁନି କରୋନା । ଦେଶରେ ପୁଣି କରୋନା ବିସ୍ଫୋରଣ । ଏବେ କରୋନା ସଂକ୍ରମଣ ପୁଣି ହୁ ହୁ ବଢିବା ପରେ କମିବା ଆରମ୍ଭ କରିଛି । ମୃତ୍ୟୁସଂଖ୍ୟାରେ କିନ୍ତୁ ବ୍ରେକ୍ ଲାଗୁନି । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ପରେ ୫୦ ହଜାର ତଳେ ଥିଲା ବେଳେ ଏବେ ସଂକ୍ରମଣ ପୁଣି ୧ ଲକ୍ଷ ତଳକୁ ଖସିଛି । ଏହା ମଧ୍ୟରେ ଗତ […]

ଦେଶ ବିଦେଶ ମନୋରଞ୍ଜନ

ସୋସିଆଲ୍‌ ମିଡିଆରେ ଟ୍ରୋଲ୍‌ ହେଲେ ଦୀପିକା ପାଦୁକୋନ୍‌, ୟୁଜର୍ସ କହିଲେ- ଏ ବିକିନିର ଫୁଲ୍‌ ଭର୍ସନ୍‌ କି ?

ନୂଆଦିଲ୍ଲୀ ୦୯।୦୨: ବର୍ତ୍ତମାନ ଗେହରାଇୟାଁର ପ୍ରମୋସନ ପାଇଁ ଅଭିନେତ୍ରୀ ଦୀପିକା ଓ ଅନନ୍ୟା ଇଭେଣ୍ଟରେ ପହଞ୍ଚିଥିଲେ । ସେଠାରେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ତାଙ୍କ ନୂଆ ଗେଟଅପ୍‌କୁ ନେଇ ଖୁବ୍‌ ଚର୍ଚ୍ଚା ଲାଗି ରହିଛି। ଆଗରୁ ରଣବୀରଙ୍କ ପୋଷାକ ପାଇଁ ଦୀପିକା ପାଦୁକୋନଙ୍କ ସ୍ୱାମୀ ରଣଭୀର ସିଂ ସବୁବେଳେ ଟ୍ରୋଲର ଟାର୍ଗେଟରେ ରୁହନ୍ତି । ବର୍ତ୍ତମାନ ଏବେ ଦୀପିକା ମଧ୍ୟ ଟାର୍ଗେଟ୍‌କୁ ଆସିଛନ୍ତି । ଦୀର୍ଘ ସମୟ ପରେ ଦୀପିକା ପାଦୁକୋନଙ୍କୁ ନିଜ ପୋଷାକ ପାଇଁ […]

ଖେଳ ଦେଶ ବିଦେଶ

ଭାରତ-ଇଣ୍ଡିଜ ଦ୍ୱିତୀୟ ଦିନିକିଆ, ସିରିଜ୍ ବିଜୟ ଲକ୍ଷ୍ୟରେ ମେନ୍‌ ଇନ୍‌ ବ୍ଲୁ

ନୂଆଦିଲ୍ଲୀ ୦୯।୦୨: ବୁଧବାର ଭାରତ-ଇଣ୍ଡିଜ୍ ଦ୍ବିତୀୟ ଦିନିକିଆ । ପ୍ରଥମ ମ୍ୟାଚ୍ ଜିତି ଭାରତ ୧-୦ରେ ଆଗୁଆ ରହିଛି । ଦଳ ଦ୍ୱିତୀୟ ଦିନିକିଆ ଜିତି ସିରିଜ୍ ବିଜୟ ଲକ୍ଷ୍ୟରେ ରହିବ । ସେହିପରି ଇଣ୍ଡିଜ ମଧ୍ୟ ମ୍ୟାଚ୍ ଜିତି ସିରିଜକୁ ଫେରିବା ପାଇଁ ପ୍ରୟାସ କରିବ । ଖବର ଅନୁଯାୟୀ, ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଜିତି ଟିମ୍‌ ଇଣ୍ଡିଆ ବୁଧବାର ଖେଳାଯିବାକୁ ଥିବା ଦ୍ବିତୀୟ ମୁକାବିଲାରେ ବିଜୟୀ ହେଲେ ଶୃଙ୍ଖଳାକୁ ୨-୦ରେ କବ୍‌ଜା କରିବ ଭାରତ। […]

ଦେଶ ବିଦେଶ ମନୋରଞ୍ଜନ

ଭାଲେଣ୍ଟାଇନ୍ସ ଡେ’ରେ ମଡେଲ୍‌ଙ୍କର ନୂଆ ପ୍ଲାନ, ୭ ଲକ୍ଷରୁ ୪୫ ଲକ୍ଷ ପର୍ଯ୍ୟନ୍ତ ରହିଛି ଅଫର

ନୂଆଦିଲ୍ଲୀ ୦୯।୦୨: ଫେବୃୟାରୀ ମାସକୁ ପ୍ରେମର ମାସ ବୋଲି କୁହାଯାଏ । କାହିଁକି ନା ଏହା ମାସର ପ୍ରଥମ ସପ୍ତାହରୁ ପ୍ରେମ ସପ୍ତାହ ଆରମ୍ଭ ହୋଇ ଯାଇଥାଏ । ଏଥିପାଇଁ ଅନେକ ପ୍ରେମୀଯୁଗଳ ଏହାକୁ ପାଳିଥାନ୍ତି । ଠିକ୍‌ ସେହିପରି ୨୭ ବର୍ଷିୟ ଜଣେ ମଡେଲ୍ ଏହି ଭାଲେଣ୍ଟାଇନ୍ସ ଡେ’ରେ ଯିବାକୁ ଏରୋଟିକା ସାଇଟରେ ତାଙ୍କ ଫ୍ୟାନ୍ସମାନଙ୍କୁ କହିଥିଲେ । ସେହି ମଡେଲ ସହିତ ଡେଟ୍‌ରେ ଯିବା ପାଇଁ ୪୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏକ ଅଫର […]

ପର୍ଯ୍ୟଟନ ରାଜ୍ୟ

ଖଣ୍ଡଗିରି ମାଘମେଳାର ଦ୍ବିତୀୟ ଦିନ: ବିଶ୍ବଶାନ୍ତି ମହାଯଜ୍ଞ ଆରମ୍ଭ

ଖଣ୍ଡଗିରି: ଖଣ୍ଡଗିରି ମାଘମେଳାର ଦ୍ବିତୀୟ ଦିନଠାରୁ ଆରମ୍ଭ ହୋଇଛି ବିଶ୍ବଶାନ୍ତି ମହାଯଜ୍ଞ। ପୀତାମ୍ବର ଦାସଙ୍କ ଶିଷ୍ୟ ରବିନାରାୟଣ ଦାସ ନିଜ ଶିଷ୍ୟ ମାନଙ୍କ ସହିତ ଅପରାହ୍‌ଣ ୫ରୁ ଯଜ୍ଞ ଆରମ୍ଭ କରିଛନ୍ତି। ପୂର୍ଣ୍ଣିମା ପର୍ଯ୍ୟନ୍ତ ଏହା ଜାରି ରହିବ। ଆୟୋଜକ କମିଟି ଉପଦେଷ୍ଟା ଦୀନବନ୍ଧୁ ଜେନା କହିଛନ୍ତି, ସକାଳ ୧୨ଟାରୁ ମା’ ବାରଭୁଜାଙ୍କ ପାଖରୁ କଳସ ଶୋଭାଯାତ୍ରା ବାହାରି ଜାଗମରା ବଡ଼ପୋଖରୀରୁ ଜଳଘଟ ଆହ୍ବାନ କରାଯାଇଥିଲା। ଏହା ପରେ ପ୍ରଭୁ ଶ୍ରୀଜଗନ୍ନାଥ ଗାଁ ଭିତରୁ ନିଜ ଆସ୍ଥାନରୁ […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ଯୁକ୍ତ ୨ ପରୀକ୍ଷା ବାତିଲ ଦାବି, ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ପୋଲିସ-ଛାତ୍ରଛାତ୍ରୀ ଧସ୍ତାଧସ୍ତି

ଭୁବନେଶ୍ବର ୦୯।୦୨: ଯୁକ୍ତ ୨ ପରୀକ୍ଷା ବାତିଲ ଦାବିରେ ବିକ୍ଷୋଭ । ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଡିନ୍‌ ଛକରେ ଟାୟାର ଜାଳି ରାସ୍ତା ଅବରୋଧ କଲେ ଛାତ୍ରଛାତ୍ରୀ । ଘଟଣାସ୍ଥଳରେ ଉତ୍ତେଜନା । ପୋଲିସ ଓ ଛାତ୍ରଛାତ୍ରୀ ଧସ୍ତାଧସ୍ତି । ଖବର ଅନୁଯାୟୀ, ଏବେ କରୋନା ସଂକ୍ରମଣ କମିବା ପରେ ଅଫଲାଇନ୍‌ରେ ପରୀକ୍ଷା କରିବାକୁ ନିଷ୍ପତ୍ତି ନିଆଯାଇଛି । କିନ୍ତୁ ଛାତ୍ରଛାତ୍ରୀମାନେ ଏହି ଅଫ୍‌ଲାଇନ୍‌ ପରୀକ୍ଷାକୁ ବିରୋଧ କରୁଛନ୍ତି । ତୁରନ୍ତ ଅଫଲାଇନ୍‌ ପରୀକ୍ଷାକୁ ବାତିଲ କରିବାକୁ ଦାବି କରିଛନ୍ତି […]

ଧର୍ମ ରାଜ୍ୟ

୧୨ରୁ ଖୋଲିବ ଧର୍ମାନୁଷ୍ଠାନ: ଗର୍ଭବତୀ, ଅସୁସ୍ଥ ଏବଂ ବରିଷ୍ଠ ନାଗରିକଙ୍କୁ ବାରଣ

ଭୁବନେଶ୍ବର: ଆସନ୍ତା ୧୨ ତାରିଖରୁ ରାଜଧାନୀ ସମସ୍ତ ମଠ, ମନ୍ଦିର, ମସ୍‌ଜିଦ୍‌, ଚର୍ଚ୍ଚ ଆଦି ଧର୍ମାନୁଷ୍ଠାନ କୋଭିଡ୍‌ କଟକଣା ମଧ୍ୟରେ ଖୋଲିବ। କେବଳ ଦୁଇ ଡୋଜ୍‌ ଟିକା ନେଇଥିବା ପୁରୋହିତ, ସେବାୟତମାନେ ହିଁ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରିବେ। ରାଜଧାନୀରେ କୋଭିଡ୍‌ ସଂକ୍ରମଣ ଦ୍ରୁତଗତିରେ ହ୍ରାସ ପାଉଥିବା ବେଳେ ସୁସ୍ଥଙ୍କ ସଂଖ୍ୟା ବି ବଢ଼ୁଛି। ଖୁବ୍‌ କମ୍‌ ଆକ୍ରାନ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ୁଛି। କୋଭିଡ୍‌ ପରିସ୍ଥିତିରେ ସୁଧାର ଆସୁଥିବାରୁ ସମସ୍ତ ଦିଗକୁ ବିଚାର କରି ଆଜି […]