ଖେଳ ଦେଶ ବିଦେଶ

ଟିମ୍ ଇଣ୍ଡିଆର ବିଜୟ ଶତକ : ଅନ୍ତର୍ଜାତୀୟ ଟି୨୦ରେ ୧୦୦ତମ ମ୍ୟାଚ୍ ଜିତିଲା ଭାରତ

ନୂଆଦିଲ୍ଲୀ, ୧୯।୦୨ : ଭାରତ ଦ୍ୱିତୀୟ ଟି୨୦ରେ ଓ୍ୱେଷ୍ଟ୍ ଇଣ୍ଡିଜକୁ ପରାସ୍ତ କରିଛି । ରୋମାଞ୍ଚକର ମୁକାବିଲାରେ ଭାରତ ବାଜି ମାରିଛି । ରୋହିତ ଶର୍ମାଙ୍କ ନେତୃତ୍ୱରେ ଦଳ କାରବିୟାନ ଟିମ୍‌କୁ ମାତ୍ ଦେଇଛି । ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ ୧୮୬ ରନ୍ କରିଥିଲା । ଜବାବରେ ଇଣ୍ଡିଜ ୧୭୮ ରନ୍ କରିବାରେ ସକ୍ଷମ ହୋଇଥିଲା । ଏହି ବିଜୟ ସହ ଭାରତ ଅନ୍ତର୍ଜାତୀୟ ମୁକାବିଲାରେ ବିଜୟୀ ଶତକ ମାରିଛି । ଏପରି କାରନାମା […]

ଖେଳ ଦେଶ ବିଦେଶ

ଲଗାତର ବିଫଳ ପରେ ଫର୍ମକୁ ଫେରିଲେ ବିରାଟ, କହିଲେ କେମିତି ଥିଲା ରଣନୀତି…

ନୂଆଦିଲ୍ଲୀ, ୧୯।୦୨ : ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଓ୍ୱେଷ୍ଟ ଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟି୨୦ରେ ଦମଦାର ପାଳି ଖେଳିଥିଲେ । ସେ ଅର୍ଦ୍ଧଶତକ ମଧ୍ୟହାସଲ କରିଥିଲେ । ଖରାପ ଫର୍ମ ପାଇଁ ସମାଲୋଚନାର ଶିକାର ହେଉଥିବା ରନ୍ ମେସିନ୍ ବ୍ୟାଟରେ ଜବାବ ଦେଇଥିଲେ । ଏହା ତାଙ୍କ କ୍ୟାରିଅରର ୩୦ତମ ଟି୨୦ ଅର୍ଦ୍ଧଶତକ ଥିଲା । ମୁକାବିଲାରେ ବିରାଟ ୪୧ ବଲରୁ ୫୨ ରନ୍ କରିଥିଲେ । ଏହି ପାଳିରେ ସେ ୭ […]

ଦେଶ ବିଦେଶ ଶିକ୍ଷା ଓ ନିଯୁକ୍ତି

ପ୍ରକାଶ ପାଇଲା ‘ୟୁଜିସି ନେଟ୍‌’ ୨୦୨୧-୨୨ ଫଳାଫଳ

ନୂଆଦିଲ୍ଲୀ: ଆଜି ‘ନ୍ୟାସ୍‌ନାଲ୍‌ ଟେଷ୍ଟିଙ୍ଗ୍‌ ଏଜେନ୍‌ସି’ (ଏନ୍‌ଟିଏ) ‘ୟୁନିଭର୍ସିଟି ଗ୍ରାଣ୍ଟ୍‌ କମିସନ୍‌, ନ୍ୟାସ୍‌ନାଲ୍‌ ଇଲିଜିବିଲିଟି ଟେଷ୍ଟ୍‌’ ବା ‘ୟୁଜିସି ‌ନେଟ୍‌’ ୨୦୨୧-୨୨ର ଫଳାଫଳ ଘୋଷଣା କରିଛି। ଏବେ ପ୍ରାର୍ଥୀମାନେ ‘ଅଫିସିୟାଲ୍‌ ୱେବ୍‌ସାଇଟ୍‌ସ୍‌’- ugcnet.nta.nic.in, nta.ac.in.ରେ ୨୦୨୦ ଡିସେମ୍ବର ଏବଂ ୨୦୨୧ ଜୁନ୍‌ ସାଇକ୍ଲ୍‌ ପାଇଁ ସେମାନଙ୍କର ‘ଏନ୍‌ଟିଏ ଏନ୍‌ଇଟି’ ଫଳାଫଳ ଚେକ୍‌ କରିପାରିବେ। ଏଥିପାଇଁ ପରୀକ୍ଷାର୍ଥୀମାନଙ୍କୁ ସେମାନଙ୍କ ‘ଆପ୍ଲିକେସନ୍‌ ନମ୍ବର’ ଓ ‘ପାସ୍‌ୱାର୍ଡ’ ଏଣ୍ଟର୍‌ କରିବାକୁ ପଡ଼ିବ। କୋଭିଡ୍‌-୧୯ ଜନିତ ମହାମାରୀ ଯୋଗୁଁ ଏକତ୍ର ଡିସେମ୍ବର ଓ […]

ଦେଶ ବିଦେଶ ମନୋରଞ୍ଜନ

ଆଜି ପଡିବ ଫରହାନ୍-ଶିବାନୀଙ୍କ ହାତଗଣ୍ଠି, ଜାଣନ୍ତୁ କେଉଁ ରୀତିନୀତିରେ କରିବେ ବିବାହ

ନୂଆଦିଲ୍ଲୀ ୧୯।୦୨: ଫରହାନ ଅଖତର ଆଜି ନିଜ ଦୀର୍ଘ ଦିନର ଗାର୍ଲଫ୍ରେଣ୍ଡ ଶିବାନୀ ଦାଣ୍ଡେକରଙ୍କୁ ବିବାହ କରିବେ। ଆଜି ବଲିଉଡ଼ର ଏହି ଲଭ ବାର୍ଡସ ସବୁଦିନ ପାଇଁ ସାତ ଜନ୍ମର ହେବାକୁ ଯାଉଛନ୍ତି । ଏଥିରେ ତାଙ୍କ କେବଳ ପୁରା ପରିବାର ଏବଂ ନିକଟତର ବନ୍ଧୁ ସାମିଲ ରହିବେ। ସୂଚନା ଅନୁଯାୟୀ ଫରହାନ ଅଖତର ଓ ଶିବାନୀ ଦାଣ୍ଡେକର ଖଣ୍ଡାଲା ସ୍ଥିତ ଫାର୍ମହାଉସରେ ବିବାହ କରିବେ। ସୂଚନା ଅନୁଯାୟୀ କୁହାଯାଉଛି କି ଦୁହେଁ ମରାଠି ରୀତିନୀତିରେ ବିବାହ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଶେଷ ହୋଇନି କରୋନାର ପ୍ରକୋପ, ଚେତାଇଲା WHO: ପ୍ରତି ସପ୍ତାହରେ ପ୍ରାଣ ହରାଉଛନ୍ତି ୭୦ ହଜାର ଲୋକ

ନୂଆଦିଲ୍ଲୀ ୧୯/୦୨: ସାରା ଦେଶରେ କରୋନାର ତୃତୀୟ ଲହର କମିଛି ସତ ଏବେ ବି ଟଳିନି ବିପଦ । ଟିକିଏ ଅସାବଧାନତା ଆପଣଙ୍କୁ ଅସୁବିଧାରେ ପକାଇପାରେ । ଏଥି ସହିତ WHO ମଧ୍ୟ ଏ ସମ୍ପର୍କରେ ଚେତାବନୀ ଦେଇଛି । WHO କହିଛି ଯେ ମହାମାରୀ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । ପ୍ରତି ସପ୍ତାହରେ, କରୋନା ସଂକ୍ରମଣ ହେତୁ ସମଗ୍ର ବିଶ୍ୱରେ ପ୍ରାୟ ୭୦ ହଜାର ଲୋକ ମୃତ୍ୟୁ ମୁଖରେ ପଡୁଛନ୍ତି । ଏପରି ପରିସ୍ଥିତିରେ, ରିସ୍କ […]

ଦେଶ ବିଦେଶ ଶିକ୍ଷା ଓ ନିଯୁକ୍ତି

ହିଜାବ ପିନ୍ଧିବା ଜିଦରେ ଅଡିବସିଲେ ଛାତ୍ରୀ, ୫୮ ଜଣଙ୍କୁ ନିଲମ୍ୱିତ କଲା ସ୍କୁଲ୍

ବେଙ୍ଗାଲୁରୁ ୧୯/୦୨: କର୍ଣ୍ଣାଟକରେ ହିଜାବକୁ ନେଇ ବିବାଦ ପୁଣି ଥରେ । ଏଥର କିନ୍ତୁ ବିଦ୍ୟାଳୟର ୫୮ଜଣ ଛାତ୍ରଙ୍କୁ ନିଲମ୍ବିତ କରାଯାଇଛି । ସୂଚନାନୁସାରେ, ଏହି ଘଟଣା କର୍ଣ୍ଣାଟକର ଶିବାମୋଗଗା ଜିଲ୍ଲାରେ ଘଟିଛି । ଏଠାରେ କର୍ଣ୍ଣାଟକ ପବ୍ଲିକ୍ ସ୍କୁଲର ୫୮ ଜଣ ଛାତ୍ରୀ ହିଜାବ୍ ପିନ୍ଧିବାକୁ ଦାବି କରି ଶ୍ରେଣୀଗୃହରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସୂଚନା ଥାଉକି, କର୍ଣ୍ଣାଟକ ପବ୍ଲିକ୍ ସ୍କୁଲର ଛାତ୍ରମାନେ କ୍ଲାସରେ ହିଜାବ୍ ପିନ୍ଧିବାକୁ ଦାବି କରୁଥିଲେ । ଛାତ୍ରମାନେ କହିଥିଲେ […]

ଦେଶ ବିଦେଶ ମନୋରଞ୍ଜନ

କାଠଗଡାରେ ‘ଗଙ୍ଗୁବାଈ କାଠିଆବାଡି’ । ଅଡୁଆରେ ଆଲିଆ ।

: ଅଡୁଆରେ ପଡିଲେ ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ । ଫିଲ୍ମ ‘ଗଙ୍ଗୁବାଈ କାଠିଆବାଡି’କୁ ନେଇ ତାଙ୍କୁ ବିବାଦର ସାମନା କରିବାକୁ ପଡିଛି । ତାଙ୍କ ସହ ଚଳଚ୍ଚିତ୍ର ନିର୍ଦ୍ଦେଶକ ସଂଜୟ ଲିଲା ବନସାଲିଙ୍କ ନାଁରେ ମଧ୍ୟ ମାମଲା ଦାଏର ହୋଇଛି । ମୁଭିର ଟ୍ରେଲର ରିଲିଜ ହେବା ପରଠାରୁ ଦୁହିଁଙ୍କ ପାଇଁ ସମସ୍ୟା ବଢିଯାଇଛି । ମୁଭିରେ ଗଙ୍ଗୁବାଈଙ୍କ ଚରିତ୍ରକୁ ଖରାପ ଭାବେ ତଥା ନକାରାତ୍ମକ ଭାବେ ଚିତ୍ରିତ କରାଯାଇଥିବା ଅଭିଯୋଗ ହୋଇଛି । ଗଙ୍ଗୁବାଈଙ୍କୁ […]

ଧର୍ମ ରାଜ୍ୟ

ସାଲେପୁରରେ ହଠାତ ପହଞ୍ଚିଗଲେ ୮ଟି ଦେଶର ୧୫ରୁ ଉର୍ଦ୍ଧ୍ବ ବିଦେଶୀ, ବିରଳ ଲକ୍ଷ୍ମୀନୃସିଂହ ମୂର୍ତ୍ତିକୁ ଦେଖି ହୋଇଗଲେ ଭାବବିହ୍ବଳ

ସାଲେପୁର ୧୮।୨: କଟକ ଜିଲ୍ଲା ସାଲେପୁର ଅଞ୍ଚଳକୁ ଅଚାନକ ଆସିଲେ ୮ଟି ଦେଶର ବିଦେଶୀ ଭକ୍ତ । ବିଦେଶୀଙ୍କ ମଧ୍ୟରେ ୧୫ରୁ ଉର୍ଦ୍ଧ୍ବ ବିଦେଶୀ ମହିଳା ଓ ପୁରୁଷ ଥିଲେ । ତେବେ ଏତେ ସଂଖ୍ୟକ ବିଦେଶୀଙ୍କୁ ଏକାସଙ୍ଗେ ଦେଖି ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଉତ୍କଣ୍ଠା ବଢିଯାଇଥିଲା । ଏହି ବିଦେଶୀମାନେ ସାଲେପୁର ଅଞ୍ଚଳରେ ପହଞ୍ଚି ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲେ । ତେବେ ହଠାତ ଏତେ ସଂଖ୍ୟକ ବିଦେଶୀ କାହିଁକି ଏଠାକୁ ଆସିଥିଲେ ତାକୁ […]

ଦେଶ ବିଦେଶ ମନୋରଞ୍ଜନ

ମହାରାଷ୍ଟ୍ରୀୟ ରୀତିନୀତିରେ ବିବାହ କରିବେ ଫରହାନ୍‌-ଶିବାନୀ, ହନି ଇରାନୀ କଲେ କନଫର୍ମ

ମୁମ୍ବାଇ ୧୮।୦୨ : ବଲିଉଡରେ ବିବାହର ଋତୁ । ଜଣଙ୍କ ପରେ ଜଣେ ବାନ୍ଧି ହେଉଛନ୍ତି ବିବାହ ବନ୍ଧନରେ । ଏହି ତାଲିକାରେ ଆଉ ଜଣଙ୍କ ନାମ ରହିଛି । ଆଉ ଦିନଟା ପରେ ପଡିବାକୁ ଯାଉଛି ଏହି ଦୁଇଜଣଙ୍କର ହାତଗଣ୍ଠି । ଅଭିନେତା ଫରହାନ ଅଖତର ଓ ଶିବାନୀ ଦାଣ୍ଡେକର ନେବେ ସାତ ଫେରା । ଫେବୃଆରୀ ୧୯ରେ ମହାରାଷ୍ଟ୍ରୀୟ ପାରମ୍ପରିକ ରୀତିନୀତିରେ ଦୁହେଁ କରିବେ ବିବାହ । ଏହାପୂର୍ବରୁ ଅର୍ଥାତ୍‌ ଫେବୃଆରୀ ୧୭ରେ ଶିବାନୀ […]

ଦେଶ ବିଦେଶ ମନୋରଞ୍ଜନ

ବୟଫ୍ରେଣ୍ଡ ସହ ଇଜିପ୍ଟରେ ଛୁଟି କାଟୁଛନ୍ତି ଅଭିନେତ୍ରୀ ହିନା ଖାନ୍‌, ଗ୍ଲାମରସ୍‌ ଲୁକ୍‌ରେ ସେୟାର କଲେ ଫଟୋ…

ମୁମ୍ବାଇ ୧୮।୦୨ : ବଲିଉଡ୍‌ ଅଭିନେତ୍ରୀ ହିନା ଖାନ୍‌ ତାଙ୍କ ଷ୍ଟାଇଲ୍‌ ସୁନ୍ଦରତା ପାଇଁ ସବୁ ବେଳେ ଚର୍ଚ୍ଚାରେ ଥାନ୍ତି । ବହୁ ଦିନର ବ୍ରେକ୍‌ ପରେ ଏବେ ପୁଣି ଥରେ ଛୁଟି କାଟିବାକୁ ବାହାରକୁ ଯାଇଛନ୍ତି । ତାହା ପୁଣି ପରିବାର ଲୋକଙ୍କ ସହ କି ସାଙ୍ଗ ସାଥିଙ୍କ ସହ ନୁହେଁ । ବରଂ ପ୍ରେମିକଙ୍କ ସହ ବର୍ତ୍ତମାନ ଇଜିପ୍ଟରେ ଛୁଟି କାଟୁଛନ୍ତି। ଏହି ସମୟର କିଛି ସୁନ୍ଦର ଫଟୋ ସେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ […]