ପ୍ରଥମ ଥର ଫିଲ୍ମରେ ନଜର ଆସିବେ ଅମିତାଭ୍-ପ୍ରଭାସ୍, ପୋଷ୍ଟ ସେୟାର କରି ସୂଚନା ଦେଲେ ଅଭିନେତା
ନୂଆଦିଲ୍ଲୀ ୨୦।୦୨ : ବଲିଉଡର ବିଗ୍-ବି ତଥା ଶେହନଶାହ ଅମିତାଭ ବଚ୍ଚନ ସବୁବେଳେ ଦର୍ଶକଙ୍କ ମନରେ ରାଜ୍ କରିଥାନ୍ତି । ବୟସ ଯେତେ ଯେତେ ବଢୁଛି, ତାଙ୍କର କାମ ପ୍ରତି ଆଗ୍ରହ ସେତିକି ସେତିକି ବଢୁଛି। ସେ ସମସ୍ତ ଫିଲ୍ମରେ ଭିନ୍ନ ଭିନ୍ନ ଚରିତ୍ରରେ ନଜର ଆସିଛନ୍ତି । ଏବେ ଅମିତାଭଙ୍କ ଫ୍ୟାନ୍ସମାନ ପାଇଁ ଖୁସି ଖବର। ଅମିତାଭ ବଚ୍ଚନ ପୁଣି ପରଦାକୁ ଫେରୁଛନ୍ତି । ଖୁବଶୀଘ୍ର ‘ବାହୁବଲୀ’ ଷ୍ଟାର ପ୍ରଭାସଙ୍କ ସହିତ ନଜର ଆସିବେ। ଏନେଇ […]