ଖେଳ ରାଜ୍ୟ

୨୨ ଜଣିଆ ଭାରତୀୟ ମହିଳା ଦଳ ଘୋଷିତ: ଦୀପଗ୍ରେସ୍ ଉପଅଧିନାୟିକା; ନମିତା ଫେରିଲେ

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମ୍‌ରେ ଖେଳାଯିବାକୁ ଥିବା ଏଫ୍‌ଆଇଏଚ୍ ପ୍ରୋ ଲିଗ୍ ମ୍ୟାଚ୍ ପାଇଁ ହକି ଇଣ୍ଡିଆ ସୋମବାର ୨୨ ଜଣିଆ ଭାରତୀୟ ମହିଳା ଦଳ ଘୋଷଣା କରିଛି। ନିୟମିତ ଅଧିନାୟିକା ରାଣୀ ରାମପାଲ ସଂପୂର୍ଣ୍ଣ ଫିଟ୍ ‌ହୋଇ ନଥିବାରୁ ଅଭିଜ୍ଞ ଗୋଲ୍‌ରକ୍ଷକ ସବିତା ପୁନିଆଙ୍କୁ ପୁଣି ଥରେ ଦଳର ଅଧିନାୟିକା ନିଯୁକ୍ତ କରାଯାଇଛି। ଅଲିମ୍ପିଆନ୍ ତଥା ବିଶ୍ବହକିର ଅନ୍ୟତମ ଦକ୍ଷ ମହିଳା ଡିଫେଣ୍ଡର ଦୀପଗ୍ରେସ୍ ଏକ୍କାଙ୍କୁ ଭାରତୀୟ ଦଳର ଉପଅଧିନାୟିକା ଭାବେ ପୁନଃ ନିଯୁକ୍ତ ଦିଆଯାଇଛି। ଟୋକିଓ […]

ଦେଶ ବିଦେଶ ମନୋରଞ୍ଜନ

ଅମିତାଭଙ୍କ ଫଟୋ ସେୟାର କରି ପ୍ରଶଂସକ କହିଲେ କଣ କ୍ଲାନ୍ତ ଅନୁଭବ କରୁଛନ୍ତି କି? ଏମିତି ଉତ୍ତର ରଖିଲେ ବିଗ୍ ବି

ମୁମ୍ୱାଇ ୨୨/୦୨: ଅମିତାଭ ବଚ୍ଚନ ତାଙ୍କର ସମସ୍ତ ବ୍ୟସ୍ତବହୁଳ କାର୍ଯ୍ୟ ସତ୍ତ୍ୱେ ସୋସିଆଲ ମିଡିଆରେ ସଂପୂର୍ଣ୍ଣ ସକ୍ରିୟ ରହିଥାନ୍ତି । ସେ ପ୍ରାୟତ ଭିଡିଓ ଏବଂ ଫଟୋ ସେୟାର କରିଥାନ୍ତି । ଏହା ସହିତ, ସେମାନେ ପ୍ରଶଂସକଙ୍କ ଅନେକ ପ୍ରଶ୍ନର ଉତ୍ତର ମଧ୍ୟ ଦିଅନ୍ତି । ବିଗ୍ ବି ଆଜିକାଲି ବଲିଉଡରୁ ଦକ୍ଷିଣ ପର୍ଯ୍ୟନ୍ତ କାମ କରୁଛି । ଆଜିକାଲି ସେ ବାହୁବଲୀ ପ୍ରଭାସଙ୍କ ସହ ଏକ ଫିଲ୍ମର ସୁଟିଂ କରୁଛନ୍ତି । ଏହି ସମୟରେ ଅମିତାଭ […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ବର୍ତ୍ତମାନ ସୁଦ୍ଧା ୬ କୋଟି ୩ ଲକ୍ଷ ୯୬ ହଜାର ଡୋଜ୍ ଦେଇସାରିଲୁଣି : ପରିବାର କଲ୍ୟାଣ ନିର୍ଦ୍ଦେଶକ

ଭୁବନେଶ୍ବର ୨୨।୨: ଟିକାକରଣ ନେଇ ପ୍ରତିକ୍ରିୟା ରଖିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ । ସେ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ୬ କୋଟି ୩ ଲକ୍ଷ ୯୬ ହଜାର ଡୋଜ୍ ଦେଇସାରିଲୁଣି । କେନ୍ଦ୍ର ଯାହା ଟାର୍ଗେଟ ଦେଇଥିଲା ସେଭିତରୁ ପ୍ରଥମ ଡୋଜ୍ ପାଇଛନ୍ତି ୯୫% । ଉଭୟ ପ୍ରଥମ ଓ ଦ୍ଵିତୀୟ ଡୋଜ ନେଇଛନ୍ତି ୮୦.୬% । ୧୫ରୁ ୧୭ବର୍ଷ ଟିକାକରଣ ଚାଲିଛି । ଯେତିକି ଟାର୍ଗେଟ ଥିଲା ସେଥିରୁ ୭୬% ଟିକା […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୨୩୫ ମୃତ

ନୂଆଦିଲ୍ଲୀ ୨୨/୦୨: କମୁଛି କରୋନା ଗ୍ରାଫ୍। ଦେଶରେ କମୁଛି ସଂକ୍ରମଣ। ଏବେ କରୋନା ସଂକ୍ରମଣ ପୁଣି ହୁ ହୁ ବଢିବା ପରେ କମିବା ଆରମ୍ଭ କରିଛି । ମୃତ୍ୟୁସଂଖ୍ୟାରେ କିନ୍ତୁ ବ୍ରେକ୍ ଲାଗୁନି । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ପରେ ୧୫ ହଜାର ତଳକୁ ଖସିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୩ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା […]

ଖେଳ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ସାମ୍ବାଦିକ ଧମକ ଦେବା ମାମଲାରେ ବିସିସିଆଇ ତତ୍ପର : ଋଦ୍ଧିମାନଙ୍କ ସହ କଥା ହେବେ ଜୟ ଶାହ

ନୂଆଦିଲ୍ଲୀ,୨୨/୦୨: ଟିମ୍ ଇଣ୍ଡିଆର ଓ୍ୱିକେଟ୍ କିପର ଋଦ୍ଧିମାନ ଶାହଙ୍କୁ ଶ୍ରୀଲଙ୍କା ସିରିଜ୍ ପାଇଁ ସ୍ଥାନ ମିଳିନାହିଁ । ଯାହାକୁ ନେଇ ବିବାଦ ବଢିବାରେ ଲାଗିଛି । ନିକଟରେ ଋଦ୍ଧିମାନ ଏକ ଟ୍ୱିଟ୍ କରି ତାଙ୍କୁ ଜଣେ ସାମ୍ବାଦିକ ଧମକାଉଥିବା ଅଭିଯୋଗ କରିଥିଲେ । ଏହାକୁ ନେଇ ତତ୍ପର ହୋଇ ଉଠିଛି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ବା ବିସିସିଆଇ । ବିସିସିଆଇ ସମ୍ପାଦକ ଜୟ ଶାହ ଏହି ମାମଲାରେ ଋଦ୍ଧିମାନଙ୍କ ସହ କଥା ହେବେ ବୋଲି ସୂଚନା […]

ଖେଳ ଦେଶ ବିଦେଶ

ରୋହିତଙ୍କ ବଡ ରେକର୍ଡ : ବିଶ୍ୱର ତୃତୀୟ କ୍ୟାପ୍ଟେନ୍ ଭାବେ ହାସଲ କଲେ ଏହି ଉପଲବ୍ଧି

କୋଲକାତା,୨୨/୦୨: ୱେଷ୍ଟ ଇଣ୍ଡିଜ୍‌ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ ବିଜୟ ସହ ଭାରତୀୟ କ୍ରିକେଟ୍‌ ଦଳ ମାନ୍ୟତା ତାଲିକାର ଶୀର୍ଷ ସ୍ଥାନ ଦଖଲ କରିଛି । ୩-୦ରେ ସିରିଜ ମୂଳପୋଛ ହେବା ଫଳରେ ରୋହିତଙ୍କ ନାମରେ ଏକ ରେକର୍ଡ ଯୋଡି ହୋଇ ଯାଇଛି । ବିଶ୍ୱର ତୃତୀୟ ଅଧିନାୟକ ଭାବେ ରୋହିତ ୪ଟି ଟି-ଟ୍ୱେଣ୍ଟି ସିରିଜ ମୂଳପୋଛ କରିଛନ୍ତି । ପୂର୍ବରୁ ରୋହିତଙ୍କ ନେତୃତ୍ୱରେ ଭାରତ ୨୦୧୭ରେ ଶ୍ରୀଲଙ୍କା ୨୦୧୮ରେ ୱେଷ୍ଟ ଇଣ୍ଡିଜ୍‌ ଓ ୨୦୨୧ରେ ନ୍ୟୁଜିଲାଣ୍ଡ ବିପକ୍ଷ […]

ଦେଶ ବିଦେଶ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ମହାମାରୀ ପାଇଁ ଗରିବ ପରିବାରର ପିଲାଙ୍କ ଭବିଷ୍ୟତ ଅନ୍ଧକାରରେ, ଏକ ତୃତୀୟାଂଶ ଛାତ୍ରଛାତ୍ରୀଙ୍କ ପାଖରେ ନାହିଁ ସ୍ମାର୍ଟଫୋନ୍

ନୂଆଦିଲ୍ଲୀ ୨୨/୦୨: କରୋନା ମହାମାରୀ ପାଇଁ ଗରୀବ ଶ୍ରେଣୀର ପିଲାଙ୍କ ଭବିଷ୍ୟତ ଏବେ ଅନ୍ଧକାରକୁ ଠେଲି ହୋଇଯାଇଛି । ସାରା ମହାମାରୀ ପାଇଁ ଘରୁ ବାହାରିବା ମନା ଥିବାରୁ ସାରା ବିଶ୍ୱରେ ଜାରି ରହିଥିଲା ଅନଲାଇନ୍ ପାଠପଢା । ସରକାରୀ ବେସକାରୀ ସମସ୍ତ ସ୍କୁଲ ଶିକ୍ଷାଦାନ ଚାଲିଥିଲା ଅନଲାଇନରେ । ହେଲେ ଏମିତି ଅନେକ ଛାତ୍ରଛାତ୍ରୀ ଅଛନ୍ତି ଯେଉଁମାନଙ୍କ ପାଖରେ ଅନଲାଇନରେ ପାଠପଢା ସୁବିଧା ନାହିଁ । ଦେଶର ପ୍ରଥମ ଏବଂ ଦ୍ୱିତୀୟ ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀମାନଙ୍କ […]

ଖେଳ ଦେଶ ବିଦେଶ

ଧୋନୀଙ୍କ ଷ୍ଟାର୍ ପ୍ଲେୟାର ଦେଲେ ବିସ୍ଫୋରକ ବୟାନ, ଆଇପିଏଲକୁ ନେଇ କହିଲେ…

ନୂଆଦିଲ୍ଲୀ, ୨୨।୦୨ : ଆଇପିଏଲ ମେଗା ଅକ୍ସନ ପରେ ଚେନ୍ନାଇ ସୁପର କିଙ୍ଗସର ଜଣେ ଖେଳାଳି ଖୁସି ନାହାଁନ୍ତି । ଏହି ଖେଳାଳିଙ୍କ ଏକ ବୟାନକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି । ଆଇପିଏଲ ନିଲାମୀରେ ଅସନ୍ତୁଷ୍ଠ ଥିଲା ଏହି କ୍ରିକେଟର ଖେଳାଳିଙ୍କୁ ପଶୁ ବୋଲି କହିଛନ୍ତି । କେଉଁ ଖେଳାଳିଙ୍କୁ ଟିମ୍ କେତେ ଟଙ୍କାରେ କିଣିବା ବା ବିକ୍ରି କରିବ ତାହା ଠିକ୍ ନୁହେଁ ବୋଲି କହିଛନ୍ତି ଏହି ଷ୍ଟାର୍ କ୍ରିକେଟର୍ । ଭାରତୀୟ […]

ଦେଶ ବିଦେଶ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

କେମ୍ୱ୍ରିଜ ବିଶ୍ୱବିଦ୍ୟାଳୟରୁ ପାସ୍ କଲେ ଅନଲାଇନ କୋର୍ସ, ସେୟାର କଲେ ସାର୍ଟିଫିକେଟ୍

ନୂଆଦିଲ୍ଲୀ ୨୨/୦୨: କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ କ୍ୟାରିୟରରେ ଯୋଡିହେଲା ଆଉ ଏକ ସଫଳତା । ସେ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରୁ ଅନଲାଇନ୍ ପାଠ୍ୟକ୍ରମ ଶେଷ କରିଛନ୍ତି । ବ୍ୟବସାୟ ଆନାଲିଟିକ୍ସରେ ସେ ଅନଲାଇନ୍ ପାଠ୍ୟକ୍ରମ ଫେବୃଆରୀ ୨୦, ୨୦୨୨ରେ ଶେଷ କରିଛନ୍ତି । ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ନିଜର ସଫଳତାକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ସ୍ମୃତି ଇରାନୀ ଟ୍ୱିଟ୍ କରି ଲେଖିଛନ୍ତି ପାଣ୍ଡେମିକ ପରିସ୍ଥିତିରେ କିଛି ନୂଆ ଶିଖିବା […]

ଖେଳ ଦେଶ ବିଦେଶ

କ୍ରିକେଟକୁ ବାଏ ବାଏ କଲେ ବନିତା, କହିଲେ- ‘ହୃଦୟ କହୁଛି ଖେଳିବାକୁ କିନ୍ତୁ ଶରୀର ରାଜି ନାହିଁ’…

ନୂଆଦିଲ୍ଲୀ, ୨୨।୦୨ : ଭାରତୀୟ ମହିଳା କ୍ରିକେଟ୍ ଦଳର ବ୍ୟାଟର ବି. ଆର. ବନିତା ଅବସର ଘୋଷଣା କରିଛନ୍ତି । ୩୧ ବର୍ଷୀୟା ଏହି କ୍ରିକେଟର ସମସ୍ତ ଫର୍ମାଟକୁ ଅଲବିଦା କହିଛନ୍ତି । ସେ ଟ୍ୱିଟରରେ ଏନେ ସୂଚନା ଦେଇଛନ୍ତି । ଟ୍ୱିଟରେ ସେ ସାଥି ଖେଳାଳି ଝଲନ ଗୋସ୍ୱାମୀ ଓ ମିତାଲି ରାଜଙ୍କୁ ଧନ୍ୟବାଦ ଦେଇଛନ୍ତି । ଉଭୟ ୨୦୧୪ରେ ଶ୍ରୀଲଙ୍କା ବିପକ୍ଷ ଦିନିକିଆରେ ପଦାର୍ପଣ କରିଥିଲେ । ଏହାବ୍ୟତୀତ ନିଜ ପରିବାର ସଦସ୍ୟ, ବନ୍ଧୁ, […]