ଖେଳ ଦେଶ ବିଦେଶ

ରୋହିତଙ୍କ ବଡ ରେକର୍ଡ : ବିଶ୍ୱର ତୃତୀୟ କ୍ୟାପ୍ଟେନ୍ ଭାବେ ହାସଲ କଲେ ଏହି ଉପଲବ୍ଧି

କୋଲକାତା,୨୨/୦୨: ୱେଷ୍ଟ ଇଣ୍ଡିଜ୍‌ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ ବିଜୟ ସହ ଭାରତୀୟ କ୍ରିକେଟ୍‌ ଦଳ ମାନ୍ୟତା ତାଲିକାର ଶୀର୍ଷ ସ୍ଥାନ ଦଖଲ କରିଛି । ୩-୦ରେ ସିରିଜ ମୂଳପୋଛ ହେବା ଫଳରେ ରୋହିତଙ୍କ ନାମରେ ଏକ ରେକର୍ଡ ଯୋଡି ହୋଇ ଯାଇଛି । ବିଶ୍ୱର ତୃତୀୟ ଅଧିନାୟକ ଭାବେ ରୋହିତ ୪ଟି ଟି-ଟ୍ୱେଣ୍ଟି ସିରିଜ ମୂଳପୋଛ କରିଛନ୍ତି ।

ପୂର୍ବରୁ ରୋହିତଙ୍କ ନେତୃତ୍ୱରେ ଭାରତ ୨୦୧୭ରେ ଶ୍ରୀଲଙ୍କା ୨୦୧୮ରେ ୱେଷ୍ଟ ଇଣ୍ଡିଜ୍‌ ଓ ୨୦୨୧ରେ ନ୍ୟୁଜିଲାଣ୍ଡ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ ମୂଳପୋଛ କରିଥିଲା । ପାକିସ୍ତାନର ସର୍ଫରାଜ ଅହମ୍ମଦ ୫ଟି ଓ ଆଫଗାନିସ୍ତାନର ଅସଗର ଆଫଘାନ ୪ଟି ଲେଖାଏଁ ଟି-ଟ୍ୱେଣ୍ଟି ମୂଳପୋଛ କରିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ