ଇତିହାସ ରଚିଲେ ଷ୍ଟାର୍ ଟେନିସ୍ ଖେଳାଳି ଇଗା, ହାସଲ କଲେ ରାଙ୍କ୍ ୧
ନୂଆଦିଲ୍ଲୀ, ୨୭/୦୩: ପୋଲାଣ୍ଡର ଯୁବ ଷ୍ଟାର୍ ଟେନିସ୍ ଖେଳାଳି ଇଗା ସ୍ୱାତେକ୍ ଇତିହାସ ରଚିଛନ୍ତ । ୨୦ ବର୍ଷୀୟା ଇଗା ମିୟାମି ଓପନରେ ଦ୍ୱିତୀୟ ରାଉଣ୍ଡ ଜିତିବା ପରେ ରାଙ୍କିଂ ତାଲିକାରେ ସେ ଶୀର୍ଷ ସ୍ଥାନ ଦଖଲ କରିଛନ୍ତି । ସେ ବିଶ୍ୱର ଏକ ନମ୍ବର ଖେଳାଳି ହୋଇଥିବା ପ୍ରଥମ ପୋଲାଣ୍ଡ ଖେଳାଳି ଓ ବିଶ୍ୱର ୨୮ତମ ମହିଳା ଖେଳାଳି ଅଟନ୍ତି । ଅଷ୍ଟ୍ରେଲିଆ ଖେଳାଳି ଏସଲେ ବାର୍ଟି ହଠାତ ଅବସର ନେବା ପରେ ଶୀର୍ଷ ସ୍ଥାନ […]