ସାମ୍ବାଦିକଙ୍କୁ ଜନ୍ ଆବ୍ରାହମ୍ କହିଲେ ମୁର୍ଖ, ଫିଲ୍ମ ପ୍ରମୋଶନ ବେଳେ କାହିଁକି ରାଗିଗଲେ ‘ଆଟାକ୍’ ଅଭିନେତା ?
ନୂଆଦିଲ୍ଲୀ,୨୯/୦୩: ବଲିଉଡ୍ ଷ୍ଟାର୍ ଜନ୍ ଆବ୍ରାହମ୍ ଏବେ ନିଜ ପିଲ୍ମ ‘ଆଟାକ’ର ପ୍ରମୋଶନରେ ବ୍ୟସ୍ତ ରହୁଛନ୍ତି । ଯାହା ଏପ୍ରିଲ ୧ରେ ରିଲିଜ୍ ହେବ । ଏହାମଧ୍ୟରେ ଜନଙ୍କ ପାଇଁ ଏକ ଖରାପ ଖବର ଆସିଛି । ଫିଲ୍ମର ପ୍ରମୋଶନ ଇଭେଣ୍ଟ ବେଳେ ଜନ୍ ଜଣେ ସାମ୍ବାଦିକଙ୍କ ପ୍ରତି ଦୁର୍ବ୍ୟବହାର କରିଥିବା ସୂଚନା ମିଳିଛି । ଏପରିକି ସେ ସାମ୍ବାଦିକଙ୍କୁ ମୁର୍ଖ ବୋଲି ମଧ୍ୟ କୁଆଡେ କହିଛନ୍ତି । ଏତିକି ନୁହେଁ, ନିଜ ବୁଦ୍ଧି ଘରେ ଛାଡି […]