ଅପରାଧ ରାଜ୍ୟ

ଶତାଧିକ ଶୌଚାଳୟରେ ତାଲା, ଘୋଷଣାରେ ରହିଗଲା ‘ବାହ୍ୟ ମଳମୁକ୍ତ ସହର’

ଭୁବନେଶ୍ବର: ୨୦୧୮ ଡିସେମ୍ବରରେ ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳ ବାହ୍ୟ ମଳମୁକ୍ତ ସହର (ଓଡିଏଫ୍‌) ଭାବେ ଘୋଷଣା ହୋଇଥିଲା। ସହରର ସବୁ ସ୍ଥାନରେ ଶୌଚାଳୟ ହୋଇଛି। ସହରବାସୀଙ୍କ ଶୌଚ ଲାଗି ଗଳି କନ୍ଦିରେ ବ୍ୟବସ୍ଥା କରାଯାଇଛି। ସବୁ ସ୍କୁଲରେ ଶୌଚାଳୟ, ରାସ୍ତାପାର୍ଶ୍ବରେ ପବ୍ଲିକ ଟଏଲେଟ୍‌, ବସ୍ତି ନିକଟରେ କମ୍ପ୍ୟୁନିଟି ଟଏଲେଟ୍‌ ହୋଇଥିବା ନେଇ ବିଏମ୍‌ସି ଅଧିକାରୀମାନେ ବାହାସ୍ଫୋଟ ମାରିଥିଲେ। ଭୁବନେଶ୍ବରକୁ ଓଡିଏଫ୍‌ ସହର କରିବା ପାଇଁ ସହର ମଧ୍ୟରେ ପ୍ରାୟ ୧୬୦୦ ସିଟ୍‌ର ପାଇଖାନା ନିର୍ମାଣ […]

ଅପରାଧ ରାଜ୍ୟ

ସମ୍ପତ୍ତି ଲୋଭରୁ ସର୍ବନାଶ : ମା’କୁ ହତ୍ୟା କରି ପୋଡିଦେଲା ପୁଅ, ସହଯୋଗ କରିଥିଲା ସଂପର୍କୀୟ ଜ୍ୱାଇଁ

କେନ୍ଦ୍ରାପଡ଼ା ୧୦।୦୫ : କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅଧୀନ କନପୁର ଗାଁରେ ଏକ ଅଭାବନୀୟ ଘଟିଛି । ସମ୍ପତ୍ତି ଲୋଭରେ ମା’କୁ ହତ୍ୟା କରିବା ପରେ ତରବରିଆ ଭାବେ ମୃତଦେହକୁ ପୋଡ଼ି ଦେଇଛି ପୁଅ । ମୃତ ମହିଳା ହେଲେ ସ୍ୱର୍ଗତ ସୁଦାମ ବାରିକଙ୍କ ପତ୍ନୀ ଦୌପଦୀ ବାରିକ । ରାଜକନିକା ପୁଲିସ ଏହି ଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ ୨ ଜଣକୁ ଉଠାଇ ଆଣି ଥାନାରେ ଅଟକ ରଖି ତଦନ୍ତ ଜାରି ରହିଛି । […]

ଅପରାଧ ରାଜ୍ୟ

ସିମ୍‌ କେଳେଙ୍କାରୀ ଘଟଣା, ମାଲକାନଗିରିରୁ ଆଉ ଜଣଙ୍କୁ ବାନ୍ଧିଲା ପୋଲିସ

କଟକ ୧୧।୦୫ : ପ୍ରି ଆକ୍ଟିଭେଟେଡ ସିମ୍‌ କେଳେଙ୍କାରୀ ଘଟଣା। ଆଉ ଜଣକୁ ଗିରଫ କଲା କ୍ରାଇମବ୍ରାଞ୍ଚ। ମାଲକାନଗିରି ବାଲିମେଳାର ଦୀପକ ନାୟକକୁ ଗିରଫ କଲା କ୍ରାଇମବ୍ରାଞ୍ଚ। ଦୀପକ ହେଉଛି ମୋବାଇଲ ସେବା କମ୍ପାନୀର ସେଲ୍‌ସ ମ୍ୟାନେଜର। ଦୁଷ୍ମନ୍ତ କିଣୁଥିବା ସିମ୍‌ ଆକ୍ଟିଭ କରୁଥିଲା ଦୀପକ। ଏହି ଗିରଫଦାରୀକୁ ମିଶାଇ ଗିରଫ ସଂଖ୍ୟା ୫ରେ ପହଞ୍ଚିଲା। ଖବର ଅନୁଯାୟୀ, କିଛି ଦିନ ତଳେ ପ୍ରି ଆକ୍ଟିଭେଟେଡ ସିମ୍‌ କେଳେଙ୍କାରୀ ଘଟଣାରେ ୪ଜଣଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । […]

ଅପରାଧ ରାଜ୍ୟ

ସ୍ତ୍ରୀର ପରକୀୟା ପ୍ରୀତିରେ କ୍ରୋଧିତ ହୋଇ ଟାଙ୍ଗିଆ‌ରେ ହାଣି ହତ୍ୟା କଲା ସ୍ବାମୀ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ସିରିଗିଡା ଗ୍ରାମରେ ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ ଘଟିଛି। ଏଭଳି ଏକ ଅଭାବନୀୟ ଘଟଣାକୁ ନେଇ ସ୍ଥାନୀୟ ଲୋକମାନେ ସ୍ତବ୍ଧ ହୋଇଯାଇଛନ୍ତି। ସ୍ତ୍ରୀ ନିଜ ବାପ ଘରେ ଶୋଇଥିବା ବେଳେ ସ୍ୱାମୀ ଗତକାଲି ରାତିରେ ଶଶୁର ଘରେ ପଶି ସ୍ତ୍ରୀର ବେକକୁ ଟାଙ୍ଗିଆରେ ହାଣି ହତ୍ୟା କରି ଫେରାର ହୋଇଯାଇଥିଲା। ତେବେ ଆଜି ଅଭିଯୁକ୍ତ ସ୍ୱାମୀକୁ ପୁଲିସ ଗିରଫ କରିବା ସହିତ ହତ୍ୟାକାଣ୍ଡରେ ବ୍ୟବହାର ହୋଇଥିବା ଟାଙ୍ଗିଆକୁ […]

ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ପରୀକ୍ଷା ଖରାପ କରିଥିବାରୁ ବାପାମାଆଙ୍କୁ ଭାବପ୍ରବଣ ଚିଠି ଲେଖି ଆତ୍ମହତ୍ୟା କଲେ ଛାତ୍ର

ପର୍ଜଙ୍ଗ: ଯୁକ୍ତ ଦୁଇ ପରୀକ୍ଷା ଖରାପ ହେବାରୁ ସୁଇସାଇଡ୍‌ ନୋଟ ଲେଖି ଛାତ୍ରଙ୍କ ଆତ୍ମହତ୍ୟା । ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ସରାଙ୍ଗସ୍ଥିତ ଆଇଜିଆଇଟି କ୍ୟାମ୍ପସରେ । କ୍ୟାମ୍ପସରେ ଥିବା କ୍ୱାଟର୍ସ ନଂ ଏଫ/୧୩ ରେ ଛାତ୍ର ଜଣଙ୍କ ଆତ୍ମହତ୍ୟା କରିଛନ୍ତି । ଖବରରୁ ଜଣାପଡ଼ିଛି ଯେ ମୃତ ଛାତ୍ର ଜଣଙ୍କ ତାଳଚେର ଥର୍ମାଲ ଡିଏଭି ସ୍କୁଲର ଯୁକ୍ତ ଦୁଇ ଛାତ୍ର ଅବିନାଶ ପ୍ରଧାନ(ଲିକୁ )। ବୟସ ୧୮। ଅବିନାଶଙ୍କ ବାପା […]

ଜିଲ୍ଲାପାଳଙ୍କ ଜନଶୁଣାଣି ବେଳେ ସରପଞ୍ଚଙ୍କୁ ମାଡ଼ ଅଭିଯୋଗ

ବାଲିଅନ୍ତା: ବାଲିଅନ୍ତା ପଞ୍ଚାୟତ ସମିତି ସଭାକକ୍ଷରେ ଗତକାଲି ଜିଲ୍ଲାପାଳଙ୍କ ଜନ ଶୁଣାଣି ବେଳେ ଉମାଦେଇ ବ୍ରହ୍ମପୁର ସରପଞ୍ଚ ରମାଲତା ନାୟକଙ୍କୁ ଜଣେ ଯୁବକ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏସଂପର୍କରେ ରମାଲତା ବାଲିଅନ୍ତା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗକୁ ଭିତ୍ତିକରି ବାଲିଅନ୍ତା ଥାନାରେ ବିଭିନ୍ନ ଦଫାରେ ମାମଲା ରୁଜୁ ହୋଇଛି। ସୂଚନା ଅନୁସାରେ ଜନଶୁଣାଣି ବେଳେ ସରପଞ୍ଚ ରମାଲତା ଏବଂ ତାଙ୍କର ଅନ୍ୟତମ ପ୍ରମୁଖ ସହଯୋଗୀ ଦିଲ୍ଲୀପ କୁମାର […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଏତେ ଦୂରକୁ ଯିବା ଅସମ୍ଭବ, ଆମ ସ୍କୁଲକୁ ତୁରନ୍ତ ଖୋଲ..ଆମେ ସେହିଠାରେ ହିଁ ପାଠ ପଢିବୁ

ଚଣ୍ଡିଖୋଲ ୧୧।୦୫ : ସ୍କୁଲ ପ୍ରତିବାଦରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଧାରଣା । ସ୍କୁଲ ନଖୋଲିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ । ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଶାଳପଡ଼ା ପଞ୍ଚାୟତର ଘଟଣା । ଖବର ଅନୁଯାୟୀ, ଝାଟିଆପଡ଼ା ପ୍ରକଳ୍ପ ବିଦ୍ୟାଳୟରେ କମ୍‌ ଛାତ୍ରଛାତ୍ରୀ ଥିବାର ଏହି ସ୍କୁଲ ବନ୍ଦ କରାଯାଇଛି । ଏହି ସ୍କୁଲରେ ପାଠ ପଢୁଥିବା ପିଲାମାନଙ୍କୁ ସାଇଲିପଡ଼ା ବିଦ୍ୟାଳୟକୁ ସ୍ଥାନାନ୍ତରିତ କରାଯାଇଛି । ଏତେ […]

ଅପରାଧ ରାଜ୍ୟ

ଜଗତପୁର ରାଜମିସ୍ତ୍ରି ହତ୍ୟା ମାମଲା, ମୁହାଁମୁହିଁ ହେବାରୁ ମାରି ଦେଇଥିଲେ ଡକାୟତ ଦଳ!

କଟକ: ଭଇରପୁରର ରାଜମିସ୍ତ୍ରି ରମେଶ ଭୋଇ ହତ୍ୟାକାଣ୍ଡରେ ଜଗତପୁର ପୁଲିସ ହାତରେ ବଡ଼ ପ୍ରମାଣ ଲାଗିଛି। ହତ୍ୟାକାଣ୍ଡର ବର୍ଷେ ପରେ ପୁଲିସ ସମସ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି। ହତ୍ୟାକାଣ୍ଡ ପଛରେ ପ୍ରେମ ବ୍ୟପାର ନୁହେଁ, ବରଂ ଡକାୟତ ଦଳଙ୍କ ସମ୍ପୃକ୍ତି ପ୍ରମାଣ ମିଳିଥିବା କୁହାଯାଉଛି। ପୁଲିସ କେନ୍ଦ୍ରାପଡ଼ା ଶାଖା କେନାଲ-୧ ଆଖପାଖରୁ ହସ୍ତଗତ କରିଥିବା ଟାଓ୍ବାର୍‌ ଡମ୍ପରୁ ହତ୍ୟାକାଣ୍ଡରେ ସମ୍ପୃକ୍ତ ଅପରାଧୀଙ୍କୁ ଠାବ କରିଛି। ଖୁବ ଶିଘ୍ର ପୁଲିସ ଏ ନେଇ ବଡ଼ ପର୍ଦ୍ଦାଫାସ କରିବାକୁ ଯାଉଥିବା […]

ରାଜ୍ୟ ରାଶିଫଳ

ଏହି ୬ଟି ରାଶି ଉପରେ ରହିବ ଗଣେଶଙ୍କ କୃପା

ମେଷ ବ୍ୟବସାୟ କ୍ଷେତ୍ରରେ କୌଣସି ନୂତନ ପରୀକ୍ଷଣ କରନ୍ତୁ ନାହିଁ | ପରିବାର ସଦସ୍ୟଙ୍କ ସହିତ ଭଲ ସମୟ ବିତାଇ ଆପଣ ବହୁତ ଖୁସି ହେବେ | ପରିବାର ସଦସ୍ୟଙ୍କ ମଧ୍ୟରେ ପାରସ୍ପରିକ ପ୍ରେମ ବୃଦ୍ଧି ପାଇବ ଏବଂ ଏକତା ରହିବ | କଠିନ ପରିଶ୍ରମ ଅଧିକ ହୋଇପାରେ | ପରିବାରରେ ପତ୍ନୀ ଏବଂ ପିଲାମାନଙ୍କ ସହିତ ଭଲ ସମ୍ପର୍କ ରହିବ | ଚାକିରୀ କରୁଥିବା ଲୋକଙ୍କ ପାଇଁ ଆଜି କିଛି ବଡ ସଫଳତା ପାଇବା ପାଇଁ […]

ଅପରାଧ ରାଜ୍ୟ

ଅମାନିଆ ମତ୍ସ୍ୟଜୀବୀଙ୍କ ଉପରେ ମତ୍ସ୍ୟ ବିଭାଗର ଛାଟ, ୫୦ରୁ ଅଧିକ ଡଙ୍ଗା ସହ ଜାଲ ଜବତ

ଟାଙ୍ଗୀ ୧୧/୦୫: ଅମାନିଆ ମତ୍ସ୍ୟଜୀବୀ, ଯେତେ କହିଲେ ମଧ୍ୟ କଥା ଶୁଣୁନାହାଁନ୍ତି । ସଚେତନ କଲେ ମଧ୍ୟ ନିର୍ଦ୍ଦେଶ ମାନୁନାହାଁନ୍ତି । ଏହି ଅମାନିଆ ମତ୍ସ୍ୟଜୀବୀଙ୍କ ବିରୋଧରେ ଆକ୍ସନ ନେବାପାଇଁ ମତ୍ସ୍ୟ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ଅଭିଯାନ । ସରକାର ନିର୍ଦ୍ଦେଶ ଦେଲେ ବାତ୍ୟା “ଅସାନୀ” ଯୋଗୁଁ ଚିଲିକା ମଧ୍ୟକୁ ମତ୍ସ୍ୟଜୀବୀମାନେ ଯିବେନାହିଁ । ମତ୍ସ୍ୟ ବିଭାଗ ପକ୍ଷରୁ ଏନେଇ ଚିଲିକା କୂଳ ଗାଁ ମାନଙ୍କରେ ସଚେତନ କରାଗଲା । ଏମିତିକି ଗତକାଲି ମତ୍ସ୍ୟ ବିଭାଗ […]