ଅପରାଧ ରାଜ୍ୟ

ଭୁଜାଲିରେ ହାଣି ଯୁବକଙ୍କୁ ହତ୍ୟା, କଲ୍ୟାଣ ମଣ୍ଡପ ସିଲ୍‌ : ନାବାଳକ ଅଟକ

ସମ୍ବଲପୁର ୧୧।୦୫ : ଯୁବକଙ୍କୁ ଭୁଜାଲିରେ ହାଣି ହତ୍ୟା । ସମ୍ବଲପୁର ବୁର୍ଲା ସଦେଇପାଲି କଲ୍ୟାଣ ମଣ୍ଡପରେ ନିକଟରେ ଯୁବକଙ୍କୁ ହତ୍ୟା ହୋଇଛି । ମୃତ ଯୁବକ ହେଲେ ସୁମିତ ଷଣ୍ଢ । କଥା କଟାକଟିରୁ ହତ୍ୟାକାଣ୍ଡ ହୋଇଥିବା ସୂଚନା । ଖବର ଅନୁଯାୟୀ, ଉଭୟଙ୍କ ମଧ୍ୟରେ ପୂର୍ବରୁ ବିବାଦ ଲାଗିରହିଥିଲା । ମଙ୍ଗଳବାର ରାତିରେ ଏକ ବାହାଘର ଭୋଜି ଚାଲିଥିବା ବେଳେ ପ୍ରଥମେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଦେଖୁ ଦେଖୁ ବିବାଦ ବଢିଗଲା […]

ଖେଳ ଦେଶ ବିଦେଶ

ଲକ୍ଷ୍ନୌ ୮୨ରେ ଲାଖିଲା: ପ୍ଲେ ଅଫ୍‌ରେ ଗୁଜରାଟ

ପୁଣେ: ଦୁଇ ନବାଗତ ଦଳ ଗୁଜରାଟ ଲାୟନ୍ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ଲଢ଼େଇରେ ଗୁଜରାଟ ବାଜି ମାରି ନେଇଛି। ମଙ୍ଗଳବାର ଏହି ଦୁଇ ଦଳର ଅଧିନାୟକ ତଥା ନିକଟତମ ବନ୍ଧୁ ହାର୍ଦିକ ପାଣ୍ଡ୍ୟା ଏବଂ କେଏଲ୍ ରାହୁଲ ପରସ୍ପରର ମୁହାଁମୁହିଁ ହୋଇଥିଲା ବେଳେ ହାର୍ଦିକଙ୍କ ବୋଲିଂ ବାହିନୀ ରାହୁଲ ସେନାକୁ ୮୨ ରନ୍‌ରେ ଅଲଆଉଟ୍ କରି ଦେଇଛି। ଫଳରେ ୬୨ ରନ୍‌ର ବୃହତ୍ ବିଜୟ ସହ ପ୍ରଥମ ଦଳ ଭାବେ ଚଳିତ ଆଇପିଏଲ୍‌ର ପ୍ଲେ ଅଫ୍‌ରେ […]

ଅପରାଧ ରାଜ୍ୟ

ପିଆଜ ବୋଝେଇ ମିନି ଟ୍ରକରୁ ୫ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ, ଗଜପତିରୁ ୟୁପି ଚାଲାଣ ବେଳେ ମାଡିବସିଲା ପୋଲିସ

ମୁନିଗୁଡା ୧୧/୦୫: ରାୟଗଡା ଜିଲ୍ଲା ବିଷମ କଟକ ପୋଲିସକୁ ପୁଣି ମିଳିଛି ବଡ଼ ସଫଳତା । ବଡ଼ ଚତୁରତାର ସହ ପୋଲିସ ଆଖିରେ ଧୂଳି ଦେଇ ପିଆଜ ବୋଝେଇ ମିନି ଟ୍ରକରେ ହେଉଥିଲା ଗଞ୍ଜେଇ ଚୋରା ଚାଲାଣ । ଗଜପତିରୁ ଉତ୍ତର ପ୍ରଦେଶକୁ ଗଞ୍ଜେଇ ଚୋର ଚାଲାଣ ହେଉଥିବା ସମୟରେ ବିଷମ କଟକ ପୋଲିସ ହାବୁଡ଼ରେ ଜଣେ ଗଞ୍ଜେଇ ମାଫିଆ ସହ ୫ କ୍ୟୁଣ୍ଟାଲ ୯୦ କିଲୋ ଗଞ୍ଜେଇ ଜବତ ହୋଇଛି । ଗତକାଲି ବିଳମ୍ବିତ ରାତିରେ […]

ଅପରାଧ ରାଜ୍ୟ

‘ବୈବାହିକ ବଳାତ୍କାର’ର ଅପରାଧୀକରଣ; ଦିଲ୍ଲୀ ହାଇକୋର୍ଟ ଦେଲେ ବିଭାଜିତ ରାୟ; ମାମଲା ଯିବ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ‘ବୈବାହିକ ବଳାତ୍କାର’ର ଅପରାଧୀକରଣ ପ୍ରସଙ୍ଗରେ ଦିଲ୍ଲୀ ହାଇକୋର୍ଟ ବୁଧବାର ଏକ ବିଭାଜିତ ରାୟ ପ୍ରଦାନ କରିଛନ୍ତି। ଏଥିସହ ହାଇକୋର୍ଟରେ ଏହି ମାମଲା ଆଗତ କରିଥିବା ଆବେଦନକାରୀଙ୍କୁ ମାମଲାର ଚୂଡ଼ାନ୍ତ ରାୟ ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିବାକୁ ଅନୁମତି ପ୍ରଦାନ କରିଛନ୍ତି। ‘ବୈବାହିକ ବଳାତ୍କାର’ର ଅପରାଧୀକରଣ ପ୍ରସଙ୍ଗରେ ଦିଲ୍ଲୀ ହାଇକୋର୍ଟରେ ଆଗତ ଏକ ମାମଲାର ଶୁଣାଣି ବୁଧବାର ହାଇକୋର୍ଟର ଏକ ଖଣ୍ଡପୀଠରେ ହୋଇଥିଲା। ତେବେ, ଏହି ଖଣ୍ଡପୀଠର ନେତୃତ୍ୱ ନେଇଥିବା ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ ରାଜୀବ […]

ଅପରାଧ ରାଜନୀତି ରାଜ୍ୟ ସ୍ପେଶାଲ ରିପୋର୍ଟ

ଓୟୁଟିଆର୍‌ର ହେବ ନବକଳେବର, ମାଷ୍ଟରପ୍ଲାନ୍‌କୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରି

ଭୁବନେଶ୍ବର: ଓଡ଼ିଶା ବୈଷୟିକ ଶିକ୍ଷା ଓ ଗବେଷଣା ବିଶ୍ବବିଦ୍ୟାଳୟ (ଓୟୁଟିଆର)ର ନବକଳେବର ହେବ। କଲେଜ ଅଫ୍‌ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (ସିଇଟି) ଭାବେ ପରିଚିତ ଥିବା ଏହି ଶିକ୍ଷାନୁଷ୍ଠାନର ଭିତ୍ତିଭୂମିଠାରୁ ଆରମ୍ଭ କରି ମାନବ ସମ୍ବଳର ବିକାଶ କରାଯିବ। ଆସନ୍ତା ୩ ବର୍ଷରେ ତିନୋଟି ପର୍ଯ୍ୟାୟରେ ୧୫୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ପ୍ରଥମ ବର୍ଷରେ ହଜାରେ କୋଟି ଟଙ୍କା ବିନିଯୋଗ ହେବ। ଆଇଆଇଏମ୍‌, ଆଇଆଇଟି ଓ ଏନ୍‌ଆଇଟି ପରି ଦେଶର ପ୍ରମୁଖ ବୈଷୟିକ ଶିକ୍ଷାନୁଷ୍ଠାନ ଭଳି […]

ଅପରାଧ ରାଜ୍ୟ

ଖଣି ମାଲିକ ଜିତୁ ପଟ୍ଟାନାୟକଙ୍କ ଘରେ ଇଡିର ରେଡ୍‌, ୪ଟି ସ୍ଥାନରେ ଚାଲିଛି ଏକକାଳୀନ ଚଢାଉ

ଭୁବନେଶ୍ୱର ୧୧।୦୫ : ଖଣି ମାଲିକ ଜିତୁ ପଟ୍ଟନାୟକଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ର ରେଡ୍‌ ।ଏକାକାଳୀନ ୪ଟି ସ୍ଥାନରେ ଇଡି ପକ୍ଷରୁ ଚାଲିଛି ରେଡ୍। ଖବର ଅନୁଯାୟୀ, ମନି ଲଣ୍ଡରିଂ ମାମଲାରେ ଖଣି ମାଲିକ ଜିତେନ୍ଦ୍ର ନାଥ ପଟ୍ଟନାୟକଙ୍କ ୪ଟି ସ୍ଥାନରେ ରେଡ୍‌ । ଇଡି ପକ୍ଷରୁ ଏହି ସବୁ ସ୍ଥାନଗୁଡିକରେ ଚାଲିଛି ଚଢାଉ । ବୁଧବାର ସକାଳ ୮ଟାରୁ କେନ୍ଦୁଝର ଯୋଡ଼ାରେ ୨ଟି ଓ ଭୁବନେଶ୍ୱରର ୨ଟି ସ୍ଥାନରେ ଚଢାଉ ଚାଲିଛି ।

ଅପରାଧ ରାଜ୍ୟ

ମହଙ୍ଗା ପଡ଼ିଲା ଫେସ୍‌ବୁକ୍‌ରେ ପାଇଲଟ୍‌ଙ୍କ ବନ୍ଧୁତା: ଉପହାର ଲୋଭରେ ଗଲା ଦେଢ଼ ଲକ୍ଷ

ଭୁବନେଶ୍ବର: ଛଦ୍ମବେଶୀ ପାଇଲଟ୍‌ ସହ ଫେସ୍‌ବୁକ୍‌ରେ ବନ୍ଧୁତା ଯୋଡ଼ିବା ଜଣେ ବିବାହିତା ମହିଳାଙ୍କ ପାଇଁ ବେଶ୍ ମହଙ୍ଗା ସାବ୍ୟସ୍ତ ହୋଇଛି। ବିଦେଶରେ ରହୁଥିବା ଜଣେ ଓଡ଼ିଆ ପାଇଲଟ୍‌ଙ୍କ ଭଳି ଦାମୀ ଲୋକ ସହ ବନ୍ଧୁତା ଯୋଡ଼ୁଯୋଡ଼ୁ ମହିଳା ଜଣକ ସାଇବର ଠକ ରୢାକେଟ୍‌ରେ ଫସିଯାଇଥିବା ଜଣାପଡ଼ିଛି। ବିଦେଶୀ ମୁଦ୍ରା ଉପହାର ଲୋଭରେ ମହିଳା ଜଣକ ଦେଢ଼ ଲକ୍ଷ ଟଙ୍କା ହରାଇବା ପରେ ଖଣ୍ଡଗିରି ଥାନାର ଦ୍ବାରସ୍ଥ ହୋଇଛନ୍ତି। ଘଟଣାଟି ଆଜି ଖଣ୍ଡଗିରି ଅଞ୍ଚଳରେ ବେଶ୍ ଚର୍ଚ୍ଚାର ବିଷୟ […]

ଅପରାଧ ରାଜ୍ୟ

କାଞ୍ଜିପାଣି ଘାଟିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, କେନ୍ଦୁ ବିକାଳିଙ୍କ ଉପରେ ମାଡ଼ିଗଲା ଟ୍ରକ, ଦୁଇ ମୃତ

ତେଲକୋଇ, ୧୧/୦୫: କାଞ୍ଜିପାଣି ଘାଟିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ରାସ୍ତାକଡ କେନ୍ଦୁ ବିକାଳିଙ୍କ ଉପରେ ମାଡିଗଲା ଟ୍ରକ । ଫଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି । କେନ୍ଦୁ କିଣୁଥିବା ଟ୍ରାକ୍ଟର ଡ୍ରାଇଭରଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ଜଣାୁପଡ଼ିଛି ।

ଅପରାଧ ରାଜ୍ୟ

ମାସକରେ ୪୨ ଅପହରଣ: କିଡ୍‌ନାପିଂ ଆଣ୍ଡ୍ ମ୍ୟାନ୍ ମିସିଂ ସେଲ୍ ଦ୍ବାରା ୧୨ ଠାବ

ଭୁବନେଶ୍ବର: ରାତାରାତି ରାଜଧାନୀରୁ ଗାଏବ୍ ହୋଇଯାଉଛନ୍ତି ନାବାଳକ ନାବାଳିକା। ଅନେକ କ୍ଷେତ୍ରରେ ପ୍ରେମଜନିତ ମାମଲା କହି ପୁଲିସ ତଦନ୍ତରେ ଢିଲା ମାରୁଥିବା ବେଳେ ପରିବାରଲୋକ ପୁଅ, ଝିଅକୁ ପାଇବା ଆଶାରେ ସବୁ ଦିନ ଥାନା ଦୁଆରକୁ ଦୌଡ଼ୁଛନ୍ତି। କମିସନରେଟ୍ ପୁଲିସ୍‌ ଦେଇଥିବା ତଥ୍ୟ ଅନୁସାରେ, ଏପ୍ରିଲରେ ରାଜଧାନୀର ବିଭିନ୍ନ ଥାନାରେ ମୋଟ ୪୨ଟି ଅପହରଣ ମାମଲା ରୁଜୁ ହୋଇଛି। ସେଥିମଧ୍ୟରୁ ପୁଲିସର କିଡ୍‌ନାପିଂ ଆଣ୍ଡ ମ୍ୟାନ୍‌ ମିସିଂ ସେଲ୍‌ ମାତ୍ର ୧୨ଟି ମାମଲାରେ ଉଭୟ ଅପହର୍ତ୍ତା ଓ […]

ଅପରାଧ ରାଜ୍ୟ

ସ୍ତ୍ରୀ ଥାଇ ବି ଅନ୍ୟ ଯୁବତୀଙ୍କ ସହ ସଂପର୍କ, ପ୍ରେମିକା କଥା ହେବାକୁ ମନାକରିବାରୁ ମାରିଲା ୩ ଶକ୍ତ ଚାପୁଡ଼ା, ଆଉ ତାପରେ…

ଭୁବନେଶ୍ୱର ୧୧।୦୫: ପ୍ରେମିକ ଚାପୁଡ଼ାରେ ପ୍ରେମିକା ବେହୋସ । ଭୁବନେଶ୍ୱର ଖାରବେଳନଗର ଥାନା ଅଞ୍ଚଳରେ ଏପରି ଘଟଣା ଘଟିଛି । ପୋଲିସ ପ୍ରେମିକ ସୁନୀଲ ସେଠୀଙ୍କୁ ଗିରଫ କରିଛି । ସୁନୀଲଙ୍କ ଘର କେନ୍ଦ୍ରାପଡ଼ା ନିକିରେଇ । ସେ ମଞ୍ଚେଶ୍ୱର ଚକେଇସିଆଣିରେ ରହୁଥିଲେ । ପୁଲିସ ସୂଚନା ଅନୁଯାୟୀ, ସୁନୀଲ ଚକେଇସିଆଣିରେ ରହି ଏକ ଘରୋଇ କଂପାନୀରେ କାମ କରୁଥିଲେ । ସେ ପୂର୍ବରୁ ବିବାହିତ ଏବଂ ତାଙ୍କର ଏକ ସନ୍ତାନ ଅଛି । ସୋସିଆଲ ମିଡିଆରୁ […]