ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ବୋସ୍‌ ଛାତ୍ରଛାତ୍ରୀଙ୍କ ନିଆରା ପ୍ରୟାସ: ଟ୍ରାଫିକ୍‌ ନିୟନ୍ତ୍ରଣ କରିବ ରୋବଟିକ୍‌ ‌ଟ୍ରାଫିକ୍‌ ପୁଲିସ୍‌

କଟକ : ଦିନର ତାପମାତ୍ରା ୫୦ ଡିଗ୍ରି ହେଉ କି ପ୍ରବଳ ଝଡ ବ‌ର୍ଷା। ସହରର ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ ସବୁ ସମୟରେ ଟ୍ରାଫିକ୍‌ ପୁଲିସଙ୍କୁ ଦେଖିବାକୁ ମିଳିବ। ଭୁବନାନନ୍ଦ ଓଡ଼ିଶା ଯାନ୍ତ୍ରୀକ ବିଦ୍ୟାଳୟ(ବୋସ୍‌) ଛାତ୍ରଛାତ୍ରୀଙ୍କ ଦ୍ବାରା ‘ଡିଜାଇନ୍‌ ଆଣ୍ତ ଇନୋଭେସନ୍‌ ପ୍ରୋଜେକ୍ଟ’ରେ ପ୍ରସ୍ତୁତ କରାଯାଉଥିବା ରୋବଟିକ୍‌ ଟ୍ରାଫିକ ପୁଲିସ ନିକଟରେ ଏହି ବିଷୟ ରହିବ। ସେହିପରି ଘରେ କେହି ନଥିବା ବେଳେ ଆପଣଙ୍କ ଘରେ ଚୋର ପଶିଲେ ଆପଣଙ୍କ ମୋବାଇଲକୁ ସୂଚନା ଯିବ। ଆପଣ ବାଥ୍‌ […]

ଅପରାଧ ରାଜ୍ୟ

ଟ୍ରକକୁ ଧକ୍କା ଦେଲା ଟ୍ରକ୍: ଗାଡି ଆଗକୁ ଛିଟିକି ପଡିଲେ ଡ୍ରାଇଭର, ଚାଲିଗଲା ଜୀବନ

ଚଣ୍ଡୀଖୋଲ ୧୬/୦୫: ଟ୍ରକ ପଛପଟୁ ଧକା ଦେଲା ଟ୍ରକ୍ । ଘଟଣା ସ୍ଥଳରେ ଟ୍ରକ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ୧୬ ନମ୍ବର ଜାତୀୟ ରାଜପଥର ବଡ଼ଚଣା ଛକ ନିକଟରେ ଘଟିଛି ଦୁର୍ଘଟଣା । ସୂଚନା ଅନୁଯାୟୀ ଏକ ଟ୍ରକଟି ଯାଜପୁର ଅଭିମୁଖେ ଯାଉଥିବା ସମୟ ରେ ବଡ଼ଚଣା ଓଭର ବ୍ରିଜ ନିକଟରେ ପଛପଟୁ ଆସୁଥିବା ଏକ ଟ୍ରକ ଟି ଜୋରରେ ଧକ୍କା ଦେଇଥିଲା । ଯାହା ଫଳରେ ଆଗରେ ଥିବା […]

ଅପରାଧ ରାଜ୍ୟ

ଭିଜିଲାନ୍ସ ଦ୍ୱାରା ପତ୍ନୀ ଗିରଫ ହେବା ପରେ ସ୍ବାମୀ ତଥା ମାହାଙ୍ଗା ଥାନା ଅଧିକାରୀ ନିହାର ରଂଜନ ମହାନ୍ତିଙ୍କ ବଦଳି

କଟକ: ପତ୍ନୀ ନିନା ବେଉରା ଭିଜିଲାନ୍ସ ଦ୍ୱାରା ଗିରଫ ହେବା ପରେ ମାହାଙ୍ଗା ଥାନା ଅଧିକାରୀ ନିହାର ରଂଜନ ମହାନ୍ତିଙ୍କୁ ବଦଳି କରାଯାଇଛି। ତାଙ୍କର କଟକ ଗ୍ରାମାଞ୍ଚଳ ଏସପିଙ୍କ କାର୍ଯ୍ୟାଳୟକୁ ବଦଳି ହୋଇଥିବା ବେଳେ ତାଙ୍କ ସ୍ଥାନରେ ଭଦ୍ରେଶ୍ବର ଫାଣ୍ଡି ଅଧିକାରୀ ତପନ ନାୟକଙ୍କୁ ମାହାଙ୍ଗା ଥାନା ଅଧିକାରୀ ଭାବେ ଦାୟିତ୍ବ ଦିଆଯାଇଛି। ସୂଚନାଯୋଗ୍ୟ, ରାୟଗଡ଼ା ଅବକାରୀ ଅଧୀକ୍ଷକ ନିନା ବେଉରା ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିଲେ।ସୂଚନା ଅନୁଯାୟୀ ରାୟଗଡ଼ା ଅବକାରୀ ଅଧୀକ୍ଷକ ନିନା ବେଉରା ଶନିବାର […]

ଅପରାଧ ଦେଶ ବିଦେଶ ରାଜନୀତି

ମହିଳାଙ୍କ ବିରୋଧରେ କ୍ଷମତାର ଅପବ୍ୟବହାର କରୁଛନ୍ତି ଉଦ୍ଧବ ଠାକରେ, ଙ୍କ ପତ୍ନୀ ଜେଲ୍ ଗଲେ ନବନୀତ୍ ରାଣା

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଘର ଆଗରେ ହନୁମାନ ଚାଳିଶା ପଢ଼ିବାର ଧମକ ଦେଇ ଗିରଫ ହୋଇଥିଲେ ସାଂସଦ-ବିଧାୟକ ଦମ୍ପତି ନବନୀତ୍ ରାଣ ଓ ରବି ରାଣା। ଏବେ ଦୁହିଁଙ୍କୁ ଜାମିନ ମିଳିଥିବା ବେଳେ ଗଣମାଧ୍ୟମ ଆଗରେ ଖୁଲମ ଖୁଲା ଉଦ୍ଧବ ଠାକରେଙ୍କୁ ଟା‌ର୍ଗେଟ କରିଛନ୍ତି ନବନୀତ୍। ଉଦ୍ଧବ ଠାକରେ ମହିଳାଙ୍କ ବିରୋଧରେ କ୍ଷମତାର ଅପବ୍ୟବହାର କରୁଛନ୍ତି ବୋଲି କହିଛନ୍ତି ନବନୀତ୍। ସେ କହିଛନ୍ତି ଯେ, ମହିଳାଙ୍କ ବିରୋଧରେ କ୍ଷମତାର ଅପବ୍ୟବହାର କରୁଛନ୍ତି ଉଦ୍ଧବ ଠାକେର। […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ରାଜ୍ୟରେ ଖସୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୭ ପଜିଟିଭ୍

ଭୁବନେଶ୍ୱର ୧୫।୦୫ : ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୮୩୧୧ ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୨ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି […]

ଅପରାଧ ଦେଶ ବିଦେଶ ରାଜନୀତି

ପୁଣି ପରମାଣୁ ଅସ୍ତ୍ର ଧମକ ଦେଲା ରୁଷ୍‌: ବ୍ରିଟେନ୍‌କୁ ୩ ମିନିଟ୍‌, ଫିନ୍‌ଲାଣ୍ଡ୍‌କୁ ୧୦ ସେକେଣ୍ଡ୍‌ରେ ଉଡ଼ାଇ ଦେବୁ

ମସ୍କୋ: ୟୁକ୍ରେନ୍‌ର ଦ୍ୱିତୀୟ ବୃହତ୍ତମ ସହର ଖାର୍‌କିଭରୁ ରୁଷ୍‌ ହଠାତ୍‌ ସୈନ୍ୟ ପ୍ରତ୍ୟାହାର ଆରମ୍ଭ କରିଛି। ପୂର୍ବ ୟୁକ୍ରେନ୍‌ରେ ସବୁ ଶକ୍ତି ଖଟାଇ ୟୁକ୍ରେନ୍‌ ସେନାକୁ ମୂଳପୋଛ କରିବା ପାଇଁ ଯୋଜନା କରି ରୁଷ୍‌ ଏଭଳି ପଦକ୍ଷେପ ନେଇଥିବା ଜଣାପଡ଼ିଛି। ବର୍ତ୍ତମାନ ପୂର୍ବାଞ୍ଚଳ ଦଖଲ ପାଇଁ ରୁଷ୍‌ ସେନା ନିର୍ଣ୍ଣାୟକ ଲଢ଼େଇରେ ଅବତୀର୍ଣ୍ଣ ହୋଇଛି। ଆଜି ଯୁଦ୍ଧର ୮୦ତମ ଦିବସରେ ଡୋନେସ୍କର ୫୦ରୁ ଅଧିକ ସ୍ଥାନରେ ବିମାନ ଆକ୍ରମଣ ହୋଇଛି। ଲଗାତାର ଗୋଳାବର୍ଷା ଓ ବୋମାମାଡ଼ ଯୋଗୁଁ […]

ଅପରାଧ ରାଜ୍ୟ

ମାଙ୍ଗାନିଜ ଚୋରା ଚାଲାଣ ବେଳେ ଧରିଲା ପୋଲିସ, ୭ ଗିରଫ

ବଡ଼ବିଲ ୧୬।୦୫: ଛତିଶଗଡ଼କୁ ମାଙ୍ଗାନିଜ ଚୋରା ଚାଲାଣ ବେଳେ ଧରିଲା ପୋଲିସ । ବଡ଼ବିଲ, ଟଣ୍ଟୋ ନିକଟରୁ ମାଙ୍ଗାନିଜ ବୋଝେଇ ଏକ ୧୪ ଚକିଆ ଟ୍ରକ୍ ଜବତ କରିବା ସହିତ ୭ଜଣଙ୍କୁ ଗିରଫ କରିଛି ବଡ଼ବିଲ ପୋଲିସ । ଏଥିସହ ଗୋଟିଏ ବାଇକ୍, ୮ଟି ମୋବାଇଲ ଓ ନଗଦ ୫୫ ହଜାର ଟଙ୍କା ଜବତ କରାଯାଇଛି। ଖବର ଅନୁଯାୟୀ, ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଖଣି ମଣ୍ଡଳ ମାଲଦା ସଂରକ୍ଷିତ ଜଙ୍ଗଲରୁ ମଧ୍ୟରୁ ଏହି ମାଙ୍ଗାନିଜ ଖୋଳାଯାଇ ଟ୍ରକ […]

ଅପରାଧ ରାଜ୍ୟ

ଟଙ୍କା ପାଇଁ ଭୁଲିଗଲା ସ୍ନେହ, ମାକୁ ପିଟି ପିଟି ହତ୍ୟା କଲା ପୁଅ

ଅନୁଗୁଳ ୧୬।୦୫: ଅନୁଗୁଳ ବାଗଡ଼ିଆ ଗାଁରେ ଅଭାବନୀୟ ଘଟଣା। ଘର ଭିତରେ କବାଟ ଦେଇ ମାଆକୁ ବାଡେଇ ବାଡେଇ ମାରିଲା ପୁଅ। ମୃତକ ହେଲେ ବାଗେଡ଼ିଆ ଦେହୁରୀ ସାହିର ବୀଣାପାଣି ଦାସ। ଖବର ଅନୁଯାୟୀ, ବୀଣାପାଣିଙ୍କୁ ତାଙ୍କର ସାନପୁଅ ତୁଷାର କାନ୍ତ ଦେହୁରୀ ଟଙ୍କା ମାଗିଥିଲା । କିନ୍ତୁ ସେ ନଦେବାରୁ ପିଟିପିଟି ମାରି ଦେଇଥିବା ସୂଚନା ମିଳିଛି। ଏପିରିକି ମାରିଲା ପରେ ଘରେ ତାଲା ପକାଇ ଫେରାର ହୋଇଯାଉଛି । ସେପଟେ ଖବର ପାଇ ଦେବଗଡ଼ […]

ଅପରାଧ ରାଜ୍ୟ

ପୋଲିସକୁ ଆକ୍ରମଣ ଘଟଣା, ମାଟିଖାଲ ଗାଁରେ ଅଭିଯୁକ୍ତଙ୍କୁ ଧରିବାକୁ ଚଢାଉ

ମାଲକାନଗିରି ୧୬/୦୫: ମାଲକାନଗିରି ପୋଲିସକୁ ଆକ୍ରମଣ ଘଟଣାରେ ମାଟି ଖାଲ ଗ୍ରାମରେ ଅଭିଯୁକ୍ତଙ୍କୁ ଧରିବା ପାଇଁ କୋରାପୁଟ ପୋଲିସର ଚଢାଉ । ଶୁକ୍ରବାର ରାତି ଅଧରେ ମାଲକାନଗିରି ପୋଲିସର ଚଡାଉ । ଚଡାଉ ସମୟରେ ଗାଁ ଲୋକଙ୍କ ହାବୁଡ଼ରେ ଜଣେ ପୋଲିସ କର୍ମଚାରୀ ଆହତ ହୋଇଥିଲେ । କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅନ୍ତର୍ଗତ ମାଟିଖାଲ ଗାଁରେ ମାଲକାନଗିରି ଜିଲ୍ଲା ପୋଲିସ ଗଞ୍ଜେଇ ଗଛିତ ଥିବାନେଇ ଚଡାଉ କରିଥିଲା । ଗଞ୍ଜେଇ ରେଡ଼ କରିବା ନିମନ୍ତେ ଗାଁ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ପୂର୍ବତନ ଗୁପ୍ତଚର କହୁଛନ୍ତି, ପୁଟିନ୍‌ ଭୀଷଣ ଅସୁସ୍ଥ; ପ୍ରଭାବଶାଳୀ ଧନୀ ନେତା କହୁଛନ୍ତି, ସେ ରକ୍ତ କର୍କଟରେ ଆକ୍ରାନ୍ତ: ରିପୋର୍ଟ

ନୂଆଦିଲ୍ଲୀ: ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ଭୀଷଣ ଅସୁସ୍ଥ ଏବଂ ଏକଥା ୟୁକ୍ରେନ୍‌ରେ ଆଲୋଚ୍ୟ ବିଷୟ ପାଲଟିଛି ବୋଲି ଜଣେ ପୂର୍ବତନ ବ୍ରିଟିସ୍‌ ଗୁପ୍ତଚର କହିଛନ୍ତି। ସେ କହିଛନ୍ତି, ତାଙ୍କର ଅସୁସ୍ଥତା କ’ଣ ଠିକ୍‌ ଜଣାପଡ଼ି ନାହିଁ। ତାଙ୍କର ଅସୁସ୍ଥତା ଦୁରାରୋଗ୍ୟ କି, ଘାତକ କିଂବା ଆଉ କିଛି ତାହା ମଧ୍ୟ ଜଣାନାହିଁ। ମୋ ମତରେ ଏହା ସମ୍ପୂର୍ଣ୍ଣ ସତ ହୋଇ ନ ଥିଲେ ବି ନିଶ୍ଚୟ କିଛି ଅସୁବିଧା ହୋଇଛି। ଡୋନାଲ୍‌ଡ୍‌ ଟ୍ରମ୍ପ୍‌ଙ୍କ ବିଷୟରେ ତଥ୍ୟ […]