ଉତ୍ତର ୟୁକ୍ରେନରେ ଆକ୍ରମଣ ଜୋରଦାର, ବିମାନ ଆକ୍ରମଣରେ ୮ ମୃତ
କିବ୍: ଉତ୍ତର ୟୁକ୍ରେନରେ ରୁଷ୍ ଆକ୍ରମଣ ଜୋରଦାର କରିଛି। ରୁଷ୍ର ବିମାନ ଆକ୍ରମଣ ଯୋଗୁଁ ଉତ୍ତର ୟୁକ୍ରେନର ଚେର୍ନିହିବ ସ୍ଥିତ ଦେସନା ଗ୍ରାମରେ ୮ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୧୨ ଜଣ ଆହତ ହୋଇଛନ୍ତି। ରୁଷ୍ ଗତ କିଛି ଦିନ ଧରି ଚେର୍ନିହିବରେ ଆକ୍ରମଣ ବନ୍ଦ କରିଥିଲା। କିନ୍ତୁ ପୁଣିଥରେ ଏହା ସାଧାରଣ ଜନବସତି ଅଞ୍ଚଳକୁ ଟାର୍ଗେଟ୍ କରି ଆକ୍ରମଣ ଆରମ୍ଭ କରିଛି। ଅନ୍ୟପକ୍ଷେ ପଶ୍ଚିମ ୟୁକ୍ରେନ୍ରେ ରୁଷ୍ ଆମେରିକା ଏବଂ ୟୁରୋପୀୟ ରାଷ୍ଟ୍ରର ଅସ୍ତ୍ର […]