ଭଲ ଖବର: ପ୍ରଧାନଶିକ୍ଷକଙ୍କ ପ୍ରଶଂସନୀୟ କାର୍ଯ୍ୟ, ନିଜ ଖର୍ଚ୍ଚରେ ୧୦ ମହାପୁରୁଷଙ୍କ ପ୍ରତିମୂର୍ତ୍ତି
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ପାପଡ଼ାହାଣ୍ଡି: ମହାପୁରୁଷଙ୍କୁ ସମ୍ମାନ ଜଣାଇବାରେ ନୂଆ ଉଦାହରଣ ସୃଷ୍ଟି କରିଛି ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ୍ ଅନ୍ତର୍ଗତ ହିର୍ଲି ପ୍ରାଥମିକ ବିଦ୍ୟାଳୟ। ଆଜି ବିଦ୍ୟାଳୟ ପରିସରରେ ୧୦ଜଣ ମହାପୁରୁଷଙ୍କ ସହ ଶ୍ରୀ ଗଣେଶ ଏବଂ ଗୌତମବୁଦ୍ଧଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରାଯାଇଛି। ଏହିସବୁ […]









