ରାଜ୍ୟ ସ୍ୱାସ୍ଥ୍ୟ ଗୋଟିଏକୁ ଜିଲ୍ଲା ଛାଡ଼ି ଆଉ ସବୁ ଜିଲ୍ଲାରେ ଟେଷ୍ଟ ପଜିଟିଭ ରେଟ ୫... ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର। ସେ କହିଛନ୍ତି, ରାଜ୍ୟ ପାଇଁ ଖୁସି ଖବର। ଏବେ ହଜାର ତଳେ... BY NewsLaxmi7 February 14, 2022 0 Comment
ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ ୪ ମାସ ପରେ କାମ କରୁନି ବୁଷ୍ଟର ଡୋଜ୍ ! ସିଡିସିର ରିପୋର୍ଟ... ୱାଶିଂଟନ,୧୩/୦୨: ସଂକ୍ରମଣରୁ ସୁରକ୍ଷା ପାଇଁ ବିଭିନ୍ନ ରାଷ୍ଟ୍ର ଏବେ ବୁଷ୍ଟର୍ ଡୋଜ୍କୁ ଗୁରୁତ୍ୱ ଦେଉଥିବା ବେଳେ ଆମେରିକାର ସେଣ୍ଟର୍ସ ଫର୍ ଡିଜିଜ୍ କଣ୍ଟ୍ରୋଲ୍ ଆଣ୍ଡ୍ ପ୍ରିଭେନ୍ସନ (ସିଡିସି)... BY NewsLaxmi7 February 13, 2022 0 Comment
ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ ଡୁମଡୁମା ଫେଜ୍-୭ ଆପାର୍ଟମେଣ୍ଟ ଗ୍ରାହକଙ୍କ ଦୁଃଖ ସରୁନି: ଆଉ କେତେ ଭଣ୍ଡେଇବ ହାଉସିଂବୋର୍ଡ? ଖଣ୍ଡଗିରି: ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥା (ଓଏସ୍ଏଚ୍ବି) ପକ୍ଷରୁ ଡୁମଡୁମା ଫେଜ୍-୭ରେ ନିର୍ମିତ ହେଉଥିବା ଆପାର୍ଟମେଣ୍ଟ ଗ୍ରାହକଙ୍କ ଦୁଃଖ ସରୁନି। ନିର୍ଧାରିତ ସମୟରେ ସବୁ ଟଙ୍କା... BY NewsLaxmi7 February 13, 2022 0 Comment
ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ ଦେଶରେ ୨୪ ଘଣ୍ଟାରେ ବାହାରିଲେ ୪୪ ହଜାରରୁ ଅଧିକ କରୋନା ପଜିଟିଭ୍, ୬୮୪... ନୂଆଦିଲ୍ଲୀ ୧୩/୦୨: କମୁଛି କରୋନା ଗ୍ରାଫ୍। ଦେଶରେ କମୁଛି ସଂକ୍ରମଣ। ଏବେ କରୋନା ସଂକ୍ରମଣ ପୁଣି ହୁ ହୁ ବଢିବା ପରେ କମିବା ଆରମ୍ଭ କରିଛି ।... BY NewsLaxmi7 February 13, 2022 0 Comment
ରାଜ୍ୟ ସ୍ୱାସ୍ଥ୍ୟ ରାଜ୍ୟରେ ପୁଣି ୨୨ ଜଣ ସଂକ୍ରମିତଙ୍କ ପ୍ରାଣହାନି, କରୋନାଜନିତ ମୃତ୍ୟୁସଂଖ୍ୟା ୮୮୮୪କୁ ବୃଦ୍ଧି ଭୁବନେଶ୍ୱର: ପୁଣି ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ପୁଣି ଦୁଇ ଅଙ୍କ ଛୁଇଁଛି। ରାଜ୍ୟରେ ୨୨ କରୋନା ସଂକ୍ରମିତଙ୍କ ପ୍ରାଣହାନି ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ... BY NewsLaxmi7 February 13, 2022 0 Comment
ଦେଶ ବିଦେଶ ସ୍ୱାସ୍ଥ୍ୟ ଦେଶରେ ୨୪ ଘଣ୍ଟାରେ ବାହାରିଲେ ୫୦ ହଜାରରୁ ଅଧିକ କରୋନା ପଜିଟିଭ୍, ୮୦୪... ନୂଆଦିଲ୍ଲୀ ୧୨/୦୨: ବୋଲ କମୁଛି କରୋନା ଗ୍ରାଫ୍। ଦେଶରେ କମୁଛି ସଂକ୍ରମଣ। ଏବେ କରୋନା ସଂକ୍ରମଣ ପୁଣି ହୁ ହୁ ବଢିବା ପରେ କମିବା ଆରମ୍ଭ କରିଛି... BY NewsLaxmi7 February 12, 2022 0 Comment
ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ ୭୮ ଥର କରୋନା ପଜିଟିଭ୍ ହେଲେ ବ୍ୟକ୍ତି, ବର୍ଷେ ହେବ ଅଛନ୍ତି ହସ୍ପିଟାଲ୍ରେ ନୂଆଦିଲ୍ଲୀ ୧୨/୦୨; ସମଗ୍ର ବିଶ୍ୱରେ କରୋନା ମହାମାରୀକୁ ନେଇ ଚିନ୍ତାଜନକ ପରିସ୍ଥିତି। ମହାମାରୀ କବଳରେ ଆସି ଲକ୍ଷାଧିକ ଲୋକଙ୍କ ପ୍ରାଣ ମଧ୍ୟ ଯାଇଛି। ଏଥିସହ ପ୍ରତ୍ୟେକ ଦିନ... BY NewsLaxmi7 February 12, 2022 0 Comment
ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ ମାସ୍କରୁ ମୁକ୍ତି ପାଇବେ ମହାରାଷ୍ଟ୍ର ବାସୀ ! ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର କ’ଣ... ମୁମ୍ବାଇ ୧୧/୦୨: କରୋନାର ତୃତୀୟ ଲହର ପ୍ରକୋପ ସାରା ଦେଶରେ ଧୀରେ ଧୀରେ କମିବାରେ ଲାଗିଲାଣି । ଦେଶର ଅନେକ ସ୍ଥାନରେ ଜୀବନ ଯାତ୍ରା ସ୍ୱାଭାବିକ ହେବାରେ... BY NewsLaxmi7 February 11, 2022 0 Comment
ଦେଶ ବିଦେଶ ସ୍ୱାସ୍ଥ୍ୟ ମହାମାରୀରେ ଜୀବିକା ହରାଇଥିଲେ ୨୩ ଲକ୍ଷ ଶ୍ରମିକ ନୂଆଦିଲ୍ଲୀ: ମହାମାରୀ ସମୟରେ ଦେଶରେ ୨୩ ଲକ୍ଷ ଶ୍ରମିକ ଜୀବିକା ହରାଇଥିଲେ। ସେମାନେ ୯ଟି ପ୍ରମୁଖ କ୍ଷେତ୍ରରେ କାର୍ଯ୍ୟ କରୁଥିଲେ। ସେହି କ୍ଷେତ୍ରଗୁଡ଼ିକ ହେଉଛି ମାନୁଫାକ୍ଚରିଂ, ନିର୍ମାଣ,... BY NewsLaxmi7 February 11, 2022 0 Comment
ରାଜ୍ୟ ସ୍ୱାସ୍ଥ୍ୟ କଟକରେ କ୍ରିକେଟ ପଡ଼ିଆ ଅଭାବ, ଦୁଇମାସ ହେବ ଆରମ୍ଭ ହୋଇପାରୁନି ଅନ୍ତଃ କ୍ଲବ୍... କଟକ: କଟକ ଜିଲ୍ଲା କ୍ରୀଡ଼ା ସ˚ସଦ (ସିଡିଏଏ) ପକ୍ଷରୁ ଅନ୍ତଃ କ୍ଲବ୍ କ୍ରିକେଟ ପ୍ରତିଯୋଗିତା ଆୟୋଜନ ହୋଇପାରୁ ନାହିଁ। ଯଦିଓ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚଗୁଡ଼ିକ ଖେଳାଯାଇ ସାରିଛି... BY NewsLaxmi7 February 11, 2022 0 Comment