ଓଡ଼ିଶାର ସ୍ବତନ୍ତ୍ର ଶିଶୁ ନୀତି: ‘ପ୍ରାରମ୍ଭ’ରେ ନାହିଁ ସ୍ବତନ୍ତ୍ର ବଜେଟ ବ୍ୟବସ୍ଥା, କେମିତି...
ଭୁବନେଶ୍ବର: ରାଜ୍ୟ ସରକାର ପ୍ରଥମ କରି ଅନୁମୋଦିତ କରିଛନ୍ତି ସ୍ବତନ୍ତ୍ର ଶିଶୁ ନୀତି-୨୦୨୨ ‘ପ୍ରାରମ୍ଭ’। କିନ୍ତୁ ଏହାକୁ ନେଇ ସ୍ବତନ୍ତ୍ର ବଜେଟ୍ ବ୍ୟବସ୍ଥା ହୋଇପାରିନାହିଁ। ତେଣୁ ଯେଉଁ...









