ଅପରାଧ ରାଜ୍ୟ

ବୋରିଗୁମ୍ମା ବ୍ଲକ୍‌ରେ ସାଂଘାତିକ ସ୍ଥିତି: ୧୨ଦିନରେ ୭ ନବଜାତ ଶିଶୁଙ୍କ ମୃତ୍ୟୁ

କୋରାପୁଟ/ବୋରିଗୁମ୍ମା : କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ରେ ସାଂଘାତିକ ସ୍ଥିତି। ଗତ ୧୨ଦିନ ମଧ୍ୟରେ ୭ଜଣ ନବଜାତ ଶିଶୁଙ୍କ ମୃତ୍ୟୁକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି। କେଉଁ...
ଅପରାଧ ରାଜ୍ୟ

ବାରମ୍ବାର ଆକ୍ରମଣ କରି ଦୁର୍ବୃତ୍ତ ଫେରାର୍‌: ଟାର୍ଗେଟ୍‌ରେ ଅବକାରୀ, ପୁଲିସ, ବନବିଭାଗ

କଟକ : ଆଠଗଡ଼ ଉପଖଣ୍ଡରେ ବାରମ୍ବାର ପୁଲିସ, ଅବକାରୀ, ବନବିଭାଗକୁ‌ ଖୋଲା ଚାଲେଞ୍ଜ ଦେଉଛନ୍ତି ଅପରାଧୀ। କିନ୍ତୁ, ପୁଲିସର ଅପରାଧ ଦମନରେ ବିଫଳତା ଯୋଗୁଁ ଅପରାଧୀଙ୍କ ସାହସ...
ରାଜ୍ୟ ସ୍ପେଶାଲ ରିପୋର୍ଟ

ନିଖୋଜ ଶିଶୁ ଉଦ୍ଧାରରେ ଓଡ଼ିଶା ପଛୁଆ: ୭୦୧ ଶିଶୁଙ୍କ ପତ୍ତା ମିଳୁନି

ରାଉରକେଲା : ପ୍ରତିବର୍ଷ ଓଡ଼ିଶାର ହଜାର ହଜାର ଶିଶୁ ନିଖୋଜ ହେଉଛନ୍ତି। କେଉଁଠି ପରିବାର ସହ କଳି କରି ଘର ଛାଡ଼ୁଛନ୍ତି ତ କେଉଁଠି ଅନ୍ୟ ରାଜ୍ୟକୁ...
ରାଜନୀତି ରାଜ୍ୟ

ଜୟନ୍ତୀରେ ଦାମଙ୍କ କଟାକ୍ଷ: ରାଜନୀତି କଲେ ବ୍ୟବସାୟ ଲୋଭ ଛାଡ଼

ଜଗତସିଂହପୁର : ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କ ୮୧ ତମ ଜୟନ୍ତୀ ପାଳନକୁ ନେଇ ପାରାଦୀପ ରାଜନୀତି ଆଜି ଉଷ୍ମ ହୋଇଛି।...
ଅପରାଧ ରାଜ୍ୟ

ବାଲିଯାତ୍ରା ପ୍ରସ୍ତୁତିରେ ଆଖିବୁଜା ଦୁର୍ନୀତି!

କଟକ : କଟକର ଐତିହାସିକ ବାଲିଯାତ୍ରାର ଭିତ୍ତିଭୂମି ପ୍ରସ୍ତୁତି କାର୍ଯ୍ୟରେ ଆଖିବୁଜା ଦୁର୍ନୀତି ହୋଇଛି। ସବୁ ନିୟମକୁ ଜଳାଞ୍ଜଳି ଦେଇ ପ୍ରିୟାପ୍ରୀତିରେ କୋଟି କୋଟି ଟଙ୍କାର କାମକୁ...
ରାଜନୀତି ରାଜ୍ୟ

୨୦୨୪ ପାଇଁ ପ୍ରସ୍ତୁତି: ପଦ୍ମପୁରର ଅଭିଜ୍ଞତାକୁ ନେଇ ପ୍ରସ୍ତୁତ ହେବ ବିଜେଡି

ଭୁବନେଶ୍ବର : ୨୦୨୪ରେ ସାଧାରଣ ନିର୍ବାଚନ। ଦେଢ଼ ବର୍ଷରୁ କମ୍ ସମୟ ବାକି ଅଛି। ଏଥି ପାଇଁ ତିନି ପ୍ରମୁଖ ଦଳର କସରତ୍ ଆରମ୍ଭ ହୋଇଗଲାଣି। ଲଗାତର...
ରାଜ୍ୟ ସ୍ପେଶାଲ ରିପୋର୍ଟ

୧୮‌ରେ ଲେଉଟିବ ଶୀତ

ଭୁବନେଶ୍ବର : ଆସନ୍ତା ୨୪ଘଣ୍ଟା ମଧ୍ୟରେ ଓଡ଼ିଶାର ଅଧିକାଂଶ ଜିଲ୍ଲା ଯଥା ମାଲକାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ଗଜପତି, ଗଞ୍ଜାମ, ପୁରୀ, ବଲାଙ୍ଗୀର, ସୋନପୁର, ବୌଦ୍ଧ,...
ଅପରାଧ ରାଜ୍ୟ

ଘରେ ପଶି ମହିଳାଙ୍କୁ ଗୁଳିମାଡ଼: ଗରୁତର ଅବସ୍ଥାରେ ବୁର୍ଲା ଭିମସାରରେ ଭର୍ତ୍ତି

ଦେବଗଡ଼: ଦେବଗଡ଼ ଜିଲ୍ଲାର ବାରକୋଟ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ। ସିଂହଶାଳ ପଞ୍ଚାୟତର କଦୋଗୁଡ଼ା ଗାଁର ଜଣେ ମହିଳାଙ୍କୁ କେହି ଜଣେ ଦୁର୍ବୃତ୍ତ ଗୁଳିମାଡ଼ କରି ଫେରାର୍ ହୋଇଯାଇଛି...
ଅପରାଧ ରାଜ୍ୟ

୪ କୋଟି ଟଙ୍କା ଠକେଇ ଅଭିଯୋଗରେ ‘ବାସ୍ତବ ଇଣ୍ଡିଆ’ର ସଭାପତି ଓ ସଂପାଦକ...

ଭୁବନେଶ୍ୱର: ୪ କୋଟି ଟଙ୍କା ଠକେଇ ଅଭିଯୋଗରେ ବାସ୍ତବ ଇଣ୍ଡିଆର ସଭାପତି ଓ ସଂପାଦକଙ୍କୁ ଗିରଫ କରାଯାଇଛି। ଗତ ୧୧ ତାରିଖରେ ଉଭୟଙ୍କୁ ରାଞ୍ଚିରୁ ଗିରଫ କରାଯାଇଥିଲା।...
ରାଜ୍ୟ ସ୍ପେଶାଲ ରିପୋର୍ଟ

ଏଠି ଶୁକ୍ରବାର ଛୁଟି, ରବିବାର ଖୋଲା!

କଟକ : ସରକାରୀ ବ୍ୟବସ୍ଥାରେ ଚାଲିଛି ସ୍କୁଲ୍‌। ଓଡ଼ିଶା ସରକାର ସବୁ ସୁବିଧାସୁଯୋଗ ସ୍କୁଲକୁ ଦେଉଛନ୍ତି। କିନ୍ତୁ ସାଧାରଣ ସ୍କୁଲ ଭଳି ଏଠି ପଢୁଥିବା ସ୍କୁଲ୍‌ର ଛାତ୍ରଛାତ୍ରୀ...