ଆଜାରେଙ୍କା ବିଦା, ଗ୍ରାଣ୍ଡ୍ ସ୍ଲାମ୍ ଏକକ କ୍ବାର୍ଟର ଫାଇନାଲ୍ରେ ପହଞ୍ଚିବାରେ ଜିଦାଁସେକ୍ ପ୍ରଥମ...
ପ୍ୟାରିସ: ତାମରା ଜିଦାଁସେକ ପ୍ରଥମ ସ୍ଲୋଭେନିଆ ମହିଳା ଭାବେ କୌଣସି ଗ୍ରାଣ୍ଡ ସ୍ଲାମ୍ର ଏକକ ବର୍ଗ କ୍ବାର୍ଟର ଫାଇନାଲ୍ରେ ପ୍ରବେଶ କରିଛନ୍ତି। ରବିବାର ପ୍ରିକ୍ବାର୍ଟର ଫାଇନାଲ୍ରେ ସେ...