ଅପରାଧ ରାଜ୍ୟ ଦାବି ମୂଲ୍ୟ ନପାଇବାରୁ ମୃତଦେହ ଛାଡିଗଲା ଆମ୍ବୁଲାନ୍ସ, ରାତିସାରା ରାସ୍ତାକଡ଼ରେ ପଡିରହିଲା ଶବ ଚଣ୍ଡିଖୋଲ ୧୪।୦୫ : ଟଙ୍କା ଅଭାବରୁ ରାସ୍ତାରେ ପଡିରହିଲା ମୃତଦେହ । ପୁରା ଟଙ୍କା ଦେଇନଥିବାରୁ ଛାଡିଚାଲିଗଲା ଆମ୍ବୁଲାନ୍ସ । ରାତିସାରା ଜାତୀୟ ରାଜପଥ କଡରେ ପଡିରହିଲା... BY NewsLaxmi7 May 14, 2022 0 Comment
ଅପରାଧ ରାଜ୍ୟ ରାତିଅଧିଆ ଗଞ୍ଜେଇ ମାଫିଆକୁ ଧରିବାକୁ ଯାଇ ହଟହଟା ହେଲା ମାଲକାନଗିରି ପୁଲିସ୍ ମାଲକାନଗିରି/କୋରାପୁଟ: ରାତିଅଧିଆ ଗଞ୍ଜେଇ ମାଫିଆକୁ ଧରିବାକୁ ଯାଇ ମାଲକାନଗିରି ପୁଲିସ୍ ହଟହଟା ହୋଇଥିବାର ଖବର ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ମାଟିଖାଲରେ... BY NewsLaxmi7 May 14, 2022 0 Comment
ଅପରାଧ ଦେଶ ବିଦେଶ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଯାଇଥିଲା ପୋଲିସ, ୨ କର୍ମଚାରୀଙ୍କୁ ପିଟିଲେ ଗାଁ ଲୋକେ ନୂଆଦିଲ୍ଲୀ ୧୪/୦୫: ଗାଁକୁ ନୋଟିସ ଦେବାକୁ ଯାଇଥିବା ପୋଲିସ ଟିମକୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଲୋକେ । ୨ ପୋଲିସ କର୍ମୀ ଗୁରୁତର । ଏପରି ଘଟଣା... BY NewsLaxmi7 May 14, 2022 0 Comment
ଅପରାଧ ରାଜ୍ୟ ଟ୍ରକ ଧକ୍କାରେ ଯୁବକ ଗୁରୁତର: ଉତ୍ତ୍ୟକ୍ତ ଗ୍ରାମବାସୀଙ୍କ ରାସ୍ତାରୋକ କାମାକ୍ଷାନଗର: ଦୁର୍ଘଟଣା ପରେ ଜାତୀୟ ରାଜପଥ ୫୩ ଅବରୋଧ କରାଯାଇଛି। ଏହାଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି। କାମାକ୍ଷାନଗର ଥାନା ଆଳତୁମା ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ... BY NewsLaxmi7 May 14, 2022 0 Comment
ଅପରାଧ ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସାମ୍ନାକୁ ଆସିଲା ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର: ୧୮ ଲକ୍ଷ ପିଲା ସ୍କୁଲ... ଭୁବନେଶ୍ବର : ଦୁଇ ବର୍ଷ ପରେ ସ୍କୁଲ ଖୋଲିଛି। ଖରାକୁ ଦୃଷ୍ଟିରେ ରଖି ସକାଳ ୬ଟାରୁ ୯ଟା ଯାଏ ପିଲାଙ୍କ ପାଠପଢ଼ା ଚାଲିଛି। ପ୍ରଥମରୁ ୮ମ ଶ୍ରେଣୀ... BY NewsLaxmi7 May 14, 2022 0 Comment
ଅପରାଧ ରାଜ୍ୟ ନୂଆ ଉପାୟରେ ମାତିଲେଣି ଚିଟ୍ଫଣ୍ଡ ଠକ ଭୁବନେଶ୍ବର : ଚିଟ୍ଫଣ୍ଡ; ଓଡ଼ିଶା ସମେତ ସାରା ଦେଶରେ ଏକ ବ୍ୟାପକ ଠକେଇର ନଗ୍ନଚିତ୍ର। ପ୍ରାୟ ଦଶନ୍ଧି ପୂର୍ବେ ଏହି ବଡ଼ଧରଣର କେଳେଙ୍କାରୀ ପଦାକୁ ଆସିବା ପରେ... BY NewsLaxmi7 May 14, 2022 0 Comment
ଅପରାଧ ରାଜ୍ୟ ଭାରସାମ୍ୟ ହରାଇ ବ୍ରିଜ୍ ତଳକୁ ଖସିଲା କାର୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ ସାନଖେମୁଣ୍ଡି ୧୪।୦୫ : ଦ୍ରୁତ ଗତି ହେଲା ମହାବିପତ୍ତି । ଭାରସାମ୍ୟ ହରାଇ ବ୍ରିଜ୍ ତଳକୁ ଓଲଟିଲା କାର୍ ।ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି-ବ୍ରହ୍ମପୁର ମୁଖ୍ୟ ରାସ୍ତାର ଡେଙ୍ଗାପଦର... BY NewsLaxmi7 May 14, 2022 0 Comment
ଅପରାଧ ଦେଶ ବିଦେଶ କାଶ୍ମୀର ପଣ୍ଡିତଙ୍କ ଆନ୍ଦୋଳନ ତେଜିଲା, ରାହୁଲ ଭଟ୍ଟଙ୍କ ହତ୍ୟା ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ ଶ୍ରୀନଗର : ଜମ୍ମୁ କାଶ୍ମୀର ବଡ଼ଗାମ ଜିଲ୍ଲାରେ ଗତକାଲି ଜଣେ କାଶ୍ମୀର ପଣ୍ଡିତଙ୍କ ହତ୍ୟା ଘଟଣାକୁ ବିରୋଧ କରି ଆନ୍ଦୋଳନ ତେଜିବାରେ ଲାଗିଛି। ସରକାରୀ କର୍ମଚାରୀ ଏବଂ... BY NewsLaxmi7 May 14, 2022 0 Comment
ଅପରାଧ ଦେଶ ବିଦେଶ ମଧ୍ୟପ୍ରଦେଶରେ ୩ଜଣ ପୁଲିସଙ୍କୁ ଗୁଳି କରି ହତ୍ୟା କଲେ କୃଷ୍ଣସାର ମୃଗ ଶିକାରୀ ଭୋପାଳ: ଶୁକ୍ରବାର ରାତିରେ ମଧ୍ୟପ୍ରଦେଶର ଗୁନା ଜିଲ୍ଲା ଅନ୍ତର୍ଗତ ସାଗା ବାର୍ଖେଡ଼ା ଗ୍ରାମରେ କୃଷ୍ଣସାର ମୃଗ ଶିକାରୀମାନେ ୩ଜଣ ପୁଲିସ କର୍ମଚାରୀଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି।... BY NewsLaxmi7 May 14, 2022 0 Comment
ଅପରାଧ ରାଜ୍ୟ ଭିଜିଲାନ୍ସ ଜାଲରେ ରାୟଗଡା ଅବକାରୀ ବିଭାଗର ଉପ ଅଧୀକ୍ଷକ, ୬ ଲକ୍ଷ ଟଙ୍କା... ରାୟଗଡା, ୧୪।୦୫: ଭିଜିଲାନ୍ସ ଜାଲରେ ରାୟଗଡା ଅବକାରୀ ବିଭାଗର ଉପ ଅଧୀକ୍ଷକ । ରାୟଗଡା ଅବକାରୀ ବିଭାଗର ଉପ ଅଧୀକ୍ଷକ ନୀନା ବେଉରାଙ୍କୁ ରାୟଗଡାରୁ ଭୁବନେଶ୍ବର ଆସୁଥିବା... BY NewsLaxmi7 May 14, 2022 0 Comment