ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

କୋଟିପତି ସହକାରୀ ଯନ୍ତ୍ରୀ, ବିଲ୍ଡିଂର ଦାମ୍‌ ୧ କୋଟି ୨୫ ଲକ୍ଷ ଟଙ୍କା

ଭୁବନେଶ୍ୱର ୨୯।୦୬: ଭିଜିଲାନ୍ସ ଜାଲରେ ପଡିଛନ୍ତି କୋଟିପତି ଯନ୍ତ୍ରୀ । କଟକ ଡମପଡା ବ୍ଳକ ସହକାରୀ ଯନ୍ତ୍ରୀ ପ୍ରଭାତ କୁମାର ରାଉତଙ୍କ ଘରେ ସକାଳୁ ଛାନଭିନ୍ ଚଳାଇଛି...
ଅପରାଧ ରାଜ୍ୟ

ପୋଲିସ ହୋମଗାର୍ଡଙ୍କ ବର୍ବରତା ପ୍ରତିବାଦ : ଥାନା ଘେରାଉ କଲେ ଗ୍ରାମବାସୀ

ଗଜପତି ୨୯।୬: ପୋଲିସ ହୋମଗାର୍ଡଙ୍କ ବର୍ବରତା ପ୍ରତିବାଦରେ ମଙ୍ଗଳବାର ବିଳମ୍ବିତ ରାତିରେ ଥାନା ଘେରାଉ। ପାରଳାଖେମୁଣ୍ଡି ଆଦର୍ଶ ଥାନା ଘେରାଉ କକରିଥିଲେ ପାର୍ସମ୍ବା ଗ୍ରାମର ଗ୍ରାମବାସୀ ।...
ଅପରାଧ ରାଜ୍ୟ

ସାମାନ୍ୟ ବଚସାରୁ ଟାଙ୍ଗିଆରେ ହାଣି ମହିଳାଙ୍କୁ ହତ୍ୟା, ମୃତଦେହ ଜବତ କରି ତଦନ୍ତ...

ପଦ୍ମପୁର ୨୮/୦୬ : ଟାଙ୍ଗିଆରେ ହାଣି ଜଣେ ବିବାହିତା ମହିଳାଙ୍କୁ ହତ୍ୟା। ପଦ୍ମପୁର ଉପଖଣ୍ଡ ପଦ୍ମପୁର ଥାନା ଲୋହାରପାଲି ପଂଚାୟତ ଅଧିନସ୍ଥ ଗମ୍ଭାରିଡ଼ିହି ଗାଁରେ ଜଣେ ମହିଳା...
ଅପରାଧ ରାଜ୍ୟ

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ, ଏକାକାଳୀନ ୪ଟି ସ୍ଥାନରେ ଚାଲିଛି ଚଢାଉ

ଭୁବନେଶ୍ୱର ୨୯।୦୬: ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ । କଟକ ଡମପଡା ସହକାରୀ ଯନ୍ତ୍ରୀ ପ୍ରଭାତ କୁମାର ରାଉତଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଏକାକାଳୀନ...
ଅପରାଧ ରାଜ୍ୟ

ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ! ପ୍ରେମକୁ ସ୍ବୀକୃତି ନମିଳିବାରୁ ଆତ୍ମହତ୍ୟା ସନ୍ଦେହ

ନବରଙ୍ଗପୁର ୨୯।୬: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ୍ ଅନ୍ତର୍ଗତ ଯବାଗୁଡ଼ା ଗ୍ରାମରେ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା ଅଭିଯୋଗ । ଗଛରେ ଦଉଡି ଲଗାଇ ପ୍ରେମୀଯୁଗଳ ଆତ୍ମହତ୍ୟା କରିଥିବା ଦେଖିବାକୁ...
ଅପରାଧ ରାଜ୍ୟ

କଳାଧନ ଠାବ ନେଇ ଏସ୍‌ଆଇଟି ବୈଠକ, ସିବିଆଇ-ଇଡି-ଏନ୍‌ସିବି ଆଦି ଉପସ୍ଥିତ

କଟକ ୨୯।୦୬: କଟକରେ ଏସ୍‌ଆଇଟି ବୈଠକ । ଏସଆଇଟି ଉପାଧ୍ୟକ୍ଷ ଜଷ୍ଟିସ୍‌ ଅରିଜିତ୍‌ ପଶାୟତଙ୍କ କଟକ ସ୍ଥିତ ବାସଭବନରେ ବୈଠକ ଆରମ୍ଭ ହୋଇଛି । ଏହି ବୈଠକରେ...
ଅପରାଧ ଦେଶ ବିଦେଶ

ଉଦୟପୁର ହତ୍ୟାକାଣ୍ଡ : କହ୍ନେୟାଲାଲଙ୍କ ୨ ହତ୍ୟାକାରୀ ଗିରଫ; କର୍ଫ୍ୟୁ ଜାରି

ଉଦୟପୁର ୨୮/୦୬ : ରାଜସ୍ଥାନର ଉଦୟପୁରରେ ଦିନ ଦ୍ୱିପ୍ରହରେ ଦରଜୀ କହ୍ନେୟାଲାଲଙ୍କ ଗଳାକାଟି ହତ୍ୟା କରିଥିବା ଦୁଇ ମୁସଲମାନ ଯୁବକ ଗୌସ ମହମ୍ମଦ ଓ ରିୟାଜଙ୍କୁ ରାଜସ୍ଥାନ...
ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ଟ୍ରକ୍‌କୁ ପଛପଟୁ ପିଟିଲା କାର୍‌, ୮ ଆହତ

ନୟାଗଡ଼ ୨୯।୦୬: ଟ୍ରକ୍‌କୁ ପଛପଟୁ ପିଟିଲା କାର୍‌ । ଏହି ଦୁର୍ଘଟଣାରେ ୮ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡାକିଲରେ ଭର୍ତ୍ତି କରାଯାଇଛି...
ଅପରାଧ ରାଜ୍ୟ

ବିଜାପୁରରେ ମାଓ ହିଂସା, ଇନଫର୍ମର ସନ୍ଦେହରେ ସରପଞ୍ଚଙ୍କ ଗଳାକାଟି ହତ୍ୟା

ମାଲକାନଗିରି ୨୯/୦୬: ମାଲକାନଗିରି ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ପୁଣି ମାଓ ହିଂସା ଦେଖିବାକୁ ମିଳିଛି । ପୋଲିସ ଇନଫର୍ମର ସନ୍ଦେହରେ ଜଣେ ସରପଞ୍ଚଙ୍କୁ ଗଳା କାଟି...
ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

୩ ଗିରଫ ସହ ୧୦୫ କେଜି ଗଞ୍ଜେଇ ଜବତ

କନ୍ଧମାଳ- କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ପୁଣି ବଡ଼ ସଫଳତା ପିକଅପ୍ ଡାଲା ଗାଡ଼ି ସହ ୧୦୫ କେଜି ଗଞ୍ଜେଇ ଜବତ କରିଛି ଫିରିଙ୍ଗିଆ ପୁଲିସ ଏଥିସହ...