ଓମିକ୍ରନ ବିରୋଧରେ କେତେ ପ୍ରଭାବଶାଳୀ ଭାକ୍ସିନ ? ଜବାବ ଦେଲେ ‘WHO’ ଡାକ୍ତର
ନୂଆଦିଲ୍ଲୀ: କରୋନା ଭାଇରସ୍ ର ନୂତନ ସୂରୂପ ଓମିକ୍ରନକୁ ନେଇ ଏପର୍ଯ୍ୟନ୍ତ ସ୍ଥିତି ସ୍ପଷ୍ଟ ହୋଇ ନାହିଁ। ଏହି ଭାରିଏଣ୍ଟ ବିରୋଧରେ କେଉଁ ଭାକ୍ସିନ କେତେ ପ୍ରଭାବଶାଳୀ ଏହାକୁ ନେଇ ଏ ପର୍ଯ୍ୟନ୍ତ କୌଣସି ବଳିଷ୍ଠ ତଥ୍ୟ ସାମ୍ନାକୁ ଆସିନାହିଁ । ଏହା ମଧ୍ୟରେ ଶୁକ୍ରବାର ଡବ୍ଲ୍ୟୁଏଚଓ ଦକ୍ଷିଣ ପୂର୍ବ ଏସିଆର ଆଞ୍ଚଳିକ ନିର୍ଦ୍ଦେଶକ ଡ. ପୁନମ ଖେତ୍ରପାଲ ସିଂହ ଆଶଙ୍କା ପ୍ରକାଶ କରିଛନ୍ତି ଯେ, ଏହି ଭାରିଏଣ୍ଟ ବିରୋଧରେ ଟିକାର ପ୍ରଭାବଶୀଳତା କମ ହୋଇପାରେ। ଡ. […]