ଯଦି ଡେଲଟା ଓ ଓମିକ୍ରନ୍ ଏକାଥରକେ ଜଣଙ୍କୁ ଆଟାକ୍ କରିବେ, ତେବେ ପରିସ୍ଥିତି କ’ଣ ହେବ ଜାଣନ୍ତୁ
ନୂଆଦିଲ୍ଲୀ: ବର୍ତ୍ତମାନ ସମଗ୍ର ବିଶ୍ୱରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଚିନ୍ତା ବୃଦ୍ଧି ପାଇଥିବା ବେଳେ ପୁଣି ଏକ ଭୟଙ୍କର ତଥ୍ୟ ସାମନାକୁ ଆସିଛି । ବିଭିନ୍ନ ଦେଶରେ ମୃତ୍ୟୁର ତାଣ୍ଡବ ରଚିଥିବା ଡେଲଟା ଠାରୁ ଓମିକ୍ରନ ୭୦ ଗୁଣ ଅଧିକ ସଂକ୍ରାମକ ହେବ ବୋଲି କୁହାଯାଇଛି । ତେବେ ଏଭଳି ସ୍ଥିତିରେ ଏକ ‘ସୁପର ଭାରିଆଣ୍ଟ’ ଆସିବା ନେଇ ମତ ଦେଇଛନ୍ତି ବ୍ରିଟେନର ଜଣେ ସ୍ୱାସ୍ଥ୍ୟ ବିଶେଷଜ୍ଞ । ଆମେରିକାର ଫାର୍ମା କମ୍ପାନୀ ମଡର୍ଣ୍ଣାର […]