ରାଜ୍ୟ ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ଅଫିସ କାମ ପୂରା କରିବାରେ ସଂପୂର୍ଣ୍ଣରୂପେ ସକ୍ଷମ ହେବେ। ଆପଣ ଯାହାଠୁଁ ସାହାଯ୍ୟ ଚାହିଁବେ ତାହା ପାଇବେ। ଆଇନ ଛାତ୍ରଙ୍କ ଲାଗି ଭଲ ଦିନଟିଏ। ବୃଷ: ଆପଣଙ୍କୁ କାମରେ ଅଧିକ ପରିଶ୍ରମ କରିବାକୁ ହେବ। ପ୍ରେମ ପ୍ରସଙ୍ଗରେ ଆପଣ ସଫଳତା ପାଇବେ। ପାରିବାରିକ ଜୀବନ ସୁଖକର ହେବ। ମିଥୁନ: କାରବାରରେ ବକେୟା ଅର୍ଥ ପାଇବେ। ଆପଣଙ୍କୁ ନୂଆ ଦାୟିତ୍ବ ମିଳିପାରେ। ମହିଳାମାନେ ନିର୍ଦ୍ଧାରିତ ସମୟ ପୂର୍ବରୁ ଘର କାମ ସାରିଦେବେ। କର୍କଟ: ଆର୍ଥିକ ସ୍ଥିତି ଚିନ୍ତାଜନକ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

WHOର ଚେତାବନୀ : ଆସୁଛି ଓମିକ୍ରନ ସୁନାମୀ, ଶୀଘ୍ର ଲଗାନ୍ତୁ ବୁଷ୍ଟର ଡୋଜ୍

ଭିଏନା ୨୨/୧୨: ୟୁରୋପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବରିଷ୍ଠ ଅଧିକାରୀ ମଙ୍ଗଳବାର ଓମିକ୍ରନ୍ ଭାରିଆଣ୍ଟ ନେଇ ଚେତାଇ ଦେଇଛନ୍ତି । ସମଗ୍ର ମହାଦ୍ୱୀପରେ କରୋନାଭାଇରସ୍ ସୁନାମୀ ନେଇ ଆଲର୍ଟ କରାଯାଇଛି । ଏହା ସହିତ, କରୋନାର ଓମିକ୍ରନ୍ ଭାରିଆଣ୍ଟକୁ ଏଡାଇବା ପାଇଁ ଟିକାକରଣର ବୁଷ୍ଟର ଡୋଜ ପାଇଁ ବିସ୍ତୃତ ବ୍ୟବସ୍ଥା କରିବାକୁ WHO ପରାମର୍ଶ ଦେଇଛି । କରୋନାର ଓମିକ୍ରନ୍ ଭାରିଆଣ୍ଟ ପୃଥିବୀର ବିଭିନ୍ନ ଦେଶରେ ଲୋକଙ୍କୁ ଶୀଘ୍ର ସଂକ୍ରମିତ କରୁଛି । ଭାରତରେ ଓମିକ୍ରନର ଦୁଇଶହରୁ […]

ଦେଶ ବିଦେଶ ମନୋରଞ୍ଜନ

୩୮ ବର୍ଷର ସମ୍ପର୍କକୁ ଶେଷ କରିବେ ଅନିଲ କପୁର୍! ପତ୍ନୀଙ୍କୁ ଛାଡି ୩୦ ବର୍ଷ ସାନ କଙ୍ଗନାଙ୍କୁ କରିବେ ବିବାହ

ନୂଆଦିଲ୍ଲୀ ୨୨/୧୨: ବଲିଉଡ ଅଭିନେତା ଅନିଲ କପୁର କହିଛନ୍ତି କଙ୍ଗନା ରଣାୱତଙ୍କୁ ବିବାହ କରିବା ପାଇଁ ସେ ତାଙ୍କ ପତ୍ନୀ ସୁନୀତାଙ୍କୁ ଛାଡପତ୍ର ଦେଇପାରନ୍ତି। ଅନିଲ-ସୁନୀତା ୧୯୮୪ରେ ବିବାହ କରିଥିଲା। ଦୁହେଁ ୩୮ ବର୍ଷ ଧରି ଏକାଠି ଅଛନ୍ତି। ଅନେକ ଗଣମାଧ୍ୟମ ରିପୋର୍ଟରେ ଅନିଲ କପୁର ବର୍ତ୍ତମାନ ତାଙ୍କ ପତ୍ନୀଙ୍କୁ ଛାଡପତ୍ର ଦେଇ କଙ୍ଗନାଙ୍କୁ ବିବାହ କରିବେ ବୋଲି ଆଲୋଚନା ହେଉଛି। କିନ୍ତୁ, ଏହାର ସତ୍ୟ ଅନ୍ୟ କିଛି। ବଲିଉଡର ନିର୍ଦ୍ଦେଶକ କରନ ଜୋହରଙ୍କ ଦ୍ୱାରା ଆୟୋଜିତ […]

ରାଜ୍ୟ ସ୍ୱାସ୍ଥ୍ୟ

ପରିସ୍ଥିତିକୁ ସହଜ ଭାବେ ନିଅନ୍ତୁ ନାହିଁ, ସଂକ୍ରମଣ ରୋକିବାରେ ସମାଜର ବଡ଼ ଦାୟିତ୍ୱ

ଭୁବନେଶ୍ୱର ୨୨।୧୨: ପରିସ୍ଥିତିକୁ ଆମେ ସହଜଭାବରେ ନିଅନ୍ତୁ ନାହିଁ । ସଂକ୍ରମଣ ରୋକିବାକୁ କମ୍ୟୁନିଟିର ବଡ଼ ଦାୟିତ୍ୱ ରହିଛି । ସମସ୍ତେ ସହଯୋଗରେ ହାତ ବଢାଇଲେ ସଂକ୍ରମଣକୁ ରୋକି ହେବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ପରିସ୍ଥିତି ଉପରେ ତୀକ୍ଷଣ ଦୃଷ୍ଟି ରଖିବା ସହ ଆମର ସର୍ଭେଲାନ୍ସ ଜାରି ରିହିଛି। ଲୋକମାନେ କୋଭିଡ କଟକଣାକୁ ମାନନ୍ତୁ । ଏହାଦ୍ୱାର ସଂକ୍ରମଣ ବଢାଇବାକୁ ସୁଯୋଗ ଦିଅନ୍ତୁ ନାହିଁ […]

ଦେଶ ବିଦେଶ ମନୋରଞ୍ଜନ

ରାତାରାତି ବ୍ୟାନ ହେଲା ଭାରତ ବିରୋଧୀ ୨୦ଟି ୟୁଟ୍ୟୁବ୍ ଚ୍ୟାନେଲ୍, ପ୍ରଥମ ଥର ପାଇଁ ସରକାର ବ୍ୟବହାର କଲେ ସ୍ପେଶାଲ୍ ପାୱାର୍

ନୂଆଦିଲ୍ଲୀ: ଭାରତ ସରକାର ଦେଶ ବିରୋଧୀ ପ୍ରଚାର ପ୍ରସାର କରୁଥିବା ୨୦ଟି ୟୁଟ୍ୟୁବ୍ ଚ୍ୟାନେଲ ଉପରେ ସୋମବାର ଦିନ ବ୍ୟାନ୍ ଲଗାଇଛନ୍ତି । ପ୍ରଥମ ଥର ପାଇଁ ଆଇଟି ଆକ୍ଟ ଅଧୀନରେ ନିକଟରେ ସାମିଲ କରାଯାଇଥିବା ଗାଇଡଲାଇନ୍ ଆଧାରରେ ଏହା ଉପରେ ବ୍ୟାନ୍ ଲଗାଯାଇଛି । ଏହିସବୁ ୟୁଟ୍ୟୁବ୍ ଚ୍ୟାନେଲ୍ ବ୍ୟତୀତ ଦୁଇଟି ୱେବସାଇଟ୍ କୁ ମଧ୍ୟ ବ୍ୟାନ୍ କରାଯାଇଛି । ଏହି ଚ୍ୟାନେଲ ଓ ୱେବସାଇଟ୍ ସବୁ ପାକିସ୍ତାନ ଦ୍ୱାରା ସଞ୍ଚାଳିତ କରାଯାଉଥିଲା ଓ ଭାରତ […]

ଦେଶ ବିଦେଶ ମନୋରଞ୍ଜନ

୨୨ ତମ ମହଲାରୁ ପଡି ପ୍ରସିଦ୍ଧ ଅଭିନେତ୍ରୀଙ୍କ ପରଲୋକ, ହତ୍ୟା ନା ଆତ୍ମହତ୍ୟା ?

ନୂଆଦିଲ୍ଲୀ ୨୧/୧୨: ଇଡଲି ପ୍ରାଇଡ୍, ଏବଂ କନଭେନିଏନ୍ସ ଷ୍ଟୋର ବଏଫ୍ରେଣ୍ଡ୍ସରେ ଭଏସ୍ ଓଭର ପାଇଁ ଜଣାଶୁଣା ଜାପାନୀ ଅଭିନେତ୍ରୀ ସାୟାକା କାଣ୍ଡାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୫ ବର୍ଷ ବୟସ ହୋଇଥିଲା। ହୋଟେଲର ୨୨ ତମ ମହଲାରୁ ଖସି ପଡ଼ିବାରୁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ପୋଲିସ ଏହାକୁ ଆତ୍ମହତ୍ୟା କିମ୍ବା ଷଡଯନ୍ତ୍ର ବୋଲି କହୁଛି। ଖବର ଅନୁଯାୟୀ, ସାୟାକା ହୋଟେଲ ବାହାରେ ଚେତାଶୂନ୍ୟ ହୋଇ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବାର ଦେଖିବାକୁ […]

ଦେଶ ବିଦେଶ ମନୋରଞ୍ଜନ

‘ପୁଷ୍ପା’ର ଆଡଲ୍ଟ ସିନ୍‌କୁ ନେଇ ଦର୍ଶକ ଥିଲେ ନାରାଜ, ନିର୍ମାତା ନେଲେ ଏପରି ନିଷ୍ପତ୍ତି

ନୂଆଦିଲ୍ଲୀ ୨୧/୧୨: ଅଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦନାଙ୍କ ଅଭିନୀତ ‘ପୁଷ୍ପା’ କେବଳ ଦର୍ଶକଙ୍କ ହୃଦୟ ଜିତିବାରେ ସଫଳ ହୋଇନାହିଁ ବରଂ ବକ୍ସ ଅଫିସରେ ମଧ୍ୟ କମାଲ କରିଛି। ଯେଉଁଥିରେ ତିନି ଦିନ ମଧ୍ୟରେ ୨୦୦ କୋଟି ଟଙ୍କା ବ୍ୟବସାୟ କରାଯାଇଛି। ଡିସେମ୍ବର ୭ ରେ ୫ ଟି ଭାଷାରେ ମୁକ୍ତିଲାଭ କରିଥିବା ଫିଲ୍ମର ପ୍ରତ୍ୟେକ ଚରିତ୍ରକୁ ଦର୍ଶକମାନେ ପ୍ରଶଂସା କରୁଛନ୍ତି। ଏହି ଫିଲ୍ମର ହିନ୍ଦୀ ଭର୍ସନ ଦେଖି ଉତ୍ତର ଭାରତର ଲୋକମାନେ ମଧ୍ୟ ଅଲୁ ଅର୍ଜୁନ, […]

ଦେଶ ବିଦେଶ ମନୋରଞ୍ଜନ

୫ ଘଣ୍ଟା ଧରି ଐଶ୍ୱର୍ଯ୍ୟାଙ୍କୁ ପଚରାଉଚରା କଲା ଇଡି, ଜାଣନ୍ତୁ କ’ଣ ରହିଛି ପୁରା ମାମଲା

ନୂଆଦିଲ୍ଲୀ ୨୧/୧୨: ପାନାମା ପେପର୍ସ ଲିକ୍ ମାମଲାକୁ ନେଇ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବେ ଚର୍ଚ୍ଚାରେ। ସୋମବାର ଦିନ ପାନାମା ପେପର ମାମଲାରେ ପଚରାଉଚରା ପାଇଁ ଐଶ୍ୱର୍ଯ୍ୟା ଦିଲ୍ଲୀର ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟରେ ହାଜର ହୋଇଥିଲେ। ଯେଉଁଠାରେ ତାଙ୍କୁ ୫ ଘଣ୍ଟା ଧରି ପଚରାଉଚରା କରାଯାଇଥିଲା। ବୈଦେଶିକ ବିନିମୟ ପରିଚାଳନା ଅଧିନିୟମର ବ୍ୟବସ୍ଥା ଅନୁଯାୟୀ ଐଶ୍ୱର୍ଯ୍ୟାଙ୍କୁ ଇଡି ପ୍ରଶ୍ନ କରିଥିଲା। ସେଲିବ୍ରିଟି ଫଟୋଗ୍ରାଫର ଭାଇରାଲ ଭୟାନୀ ଐଶ୍ୱର୍ଯ୍ୟା ରାୟଙ୍କ ଏକ ଫଟୋ କୋଲାଜ ସେୟାର କରିଛନ୍ତି, ଯେଉଁଥିରେ ସେ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ଆମେରିକାରେ ଓମିକ୍ରନ୍‌ର ପ୍ରଥମ ମୃତ୍ୟୁ, ସପ୍ତାହ ମଧ୍ୟରେ ସଂକ୍ରମଣ ୩ରୁ ୭୩ ପ୍ରତିଶତକୁ ବୃଦ୍ଧି

ଓ୍ବାଶିଂଟନ୍ ୨୧।୧୨: ଆମେରିକାରେ କରୋନାର ଓମିକ୍ରନ୍ ଭାରିଆଣ୍ଟ ସଂକ୍ରମିତଙ୍କ ମୃତ୍ୟୁ । ଏହା ଆମେରିକାରେ ପ୍ରଥମ ଓମିକ୍ରନ୍ ମୃତ୍ୟୁ । ସୋମବାର ଟେକ୍ସାସରେ ଏହି କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଏ ନେଇ ସିଡିସି କୌଣସି ଔପଚାରିକ ଘୋଷଣା କରିନାହିଁ । କୁହାଯାଉଛି ଯେ, ମୃତକଙ୍କ ବୟସ ୫୦ରୁ ୬୦ ବର୍ଷ ହେବ । ସେ କରୋନା ଟିକା ନେଇନଥିଲେ । ଗତ ସପ୍ତାହ ହେବ କରୋନାର ଓମିକ୍ରନ୍ ଭାରିଆଣ୍ଟ ଦ୍ରୁତ ଗତିରେ ବଢି ଚାଲିଛି […]

ଦେଶ ବିଦେଶ ଲାଇଫ୍ ଷ୍ଟାଇଲ

ପାରା ଆଥଲେଟ୍ ଜୟନ୍ତୀ ବେହେରାଙ୍କୁ ୩ ସ୍ୱର୍ଣ୍ଣ ପଦକ

ଓଡ଼ିଆ ପାରା ଆଥଲେଟ୍ ଜୟନ୍ତୀ ବେହେରାଙ୍କୁ ୩ଟି ସ୍ୱର୍ଣ୍ଣ ପଦକ । ବାଙ୍ଗାଲୋର ଓପନ୍ ନ୍ୟାସନାଲ ପାରା ଆଥଲେଟିକରେ ୩ ସ୍ୱର୍ଣ୍ଣ ଜିତିଲେ ଓଡ଼ିଆ ଧାବିକା । ୧୦୦ମି, ୨୦୦ମି, ୪୦୦ ମି ଦୌଡ଼ରେ ଜିତିଲେ ସ୍ୱର୍ଣ୍ଣ ପଦକ । ଜୟନ୍ତୀ ୨୦୧୭ରେ ସ୍ୱିଜରଲାଣ୍ଡରେ ଆୟୋଜିତ ୱାର୍ଲ୍ଡ ଜୁନିୟର ପାରା ଆଥଲେଟିକ୍ ଚାମିୟନସିପ୍ ରେ ୪୦୦ ମି ରେ ସ୍ୱର୍ଣ୍ଣ ଏବଂ ୨୦୦ ମି ରେ ରୌପ୍ୟ ପଦକ ଜିତିଥିଲେ । ୨୦୧୮ରେ ଜାକର୍ତାରେ ଖେଳାଯାଇଥିବା ତୃତୀୟ […]