ଯୁକ୍ତ ୨ ପରୀକ୍ଷା ବାତିଲ ଦାବିରେ ଧାରଣା, ମାଷ୍ଟର କ୍ୟାଣ୍ଟିନ୍ ଛକରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ
ଭୁବନେଶ୍ୱର ୨୭।୦୧: ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ । ଯୁକ୍ତ ବୋର୍ଡ ପରୀକ୍ଷା ବାତିଲ୍ ଦାବିରେ ଧାରଣା ଓ ବିକ୍ଷୋଭ । ବିଭିନ୍ନ କଲେଜର ଛାତ୍ରଛାତ୍ରୀଙ୍କ ଧାରଣା ସହ ବିକ୍ଷୋଭ ପ୍ରଦର୍ଶନ । ଖବର ଅନୁଯାୟୀ,ସାମ୍ପ୍ରତିକ କରୋନା ପରିସ୍ଥିତିକୁ ଦେଖି ଯୁକ୍ତ ପରୀକ୍ଷା ବାତିଲ ନେଇ ଦାବି କରିଛି ଯୁକ୍ତ ଦୁଇ ଛାତ୍ର ସଂଘ। ବର୍ଷର ଅଧିକାଂଶ ସମୟ ପାଇଁ ପାଠ ପଢା ବନ୍ଦ ରହିଥିଲେ । ତେଣୁ ପରୀକ୍ଷା କଲେ ପିଲାଙ୍କ ପାଇଁ […]