ଖେଳ ଦେଶ ବିଦେଶ

ପୁଷ୍ପା ଷ୍ଟାଇଲରେ ଖୁସି ମନାଇଲେ ଜାଡେଜା

ନୂଆଦିଲ୍ଲୀ ୨୫।୦୨ : ଭାରତୀୟ ଫିଲ୍ମ ପୁଷ୍ପାର କ୍ରେଜ୍ କମିନାହିଁ । କ୍ରିକେଟ୍ ଷ୍ଟାଡିୟମରେ ମଧ୍ୟ ଦେଖିବାକୁ ମିଳିଛି ପୁଷ୍ପାର ଷ୍ଟାଇଲ୍ ।ମ୍ୟାଚ୍ ବେଳେ ଅନେକ ଖେଳାଳି ଅଲ୍ଲୁ ଅର୍ଜୁନଙ୍କ ଷ୍ଟାଇଲର ନକଲ କରି ଖୁସି ମନାଉଛନ୍ତି । ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି୨୦ ରବୀନ୍ଦ୍ର ଜାଡେଜା ପୁଷ୍ପା ଷ୍ଟାଇଲରେ ଖୁସି ମନାଉଥିବା ଦେଖିବାକୁ ମିଳିଛି । ଜାଡେଜା ପ୍ରଥମ ଟି୨୦ରେ ଓ୍ୱିକେଟ୍ ନେଲା ପରେ ପୁଷ୍ପା ଷ୍ଟାଇଲରେ ଖୁସି ମନାଇଥିଲେ । ଯାହାର ଭିଡିଓ ସୋସିଆଲ […]

ଖେଳ ଦେଶ ବିଦେଶ

ଋଦ୍ଧିମାନ ଶାହଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବ ବିସିସିଆଇ : ଚୁକ୍ତି ନିୟମ ଖିଲାପ ପାଇଁ ମାଗିବ ଜବାବ

ନୂଆଦିଲ୍ଲୀ, ୨୫।୦୨ : ଋଦ୍ଧିମାନ ଶାହଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବ ବିସିସିଆଇ । ଶ୍ରୀଲଙ୍କା ବିପକ୍ଷ ଟେଷ୍ଟରେ ଋଦ୍ଧିମାନଙ୍କ ସ୍ଥାନ ନମିଳିବା ପରେ ସେ କୋଚ୍ ରାହୁଲ ଦ୍ରାବିଡଙ୍କ ସହ ବୋର୍ଡକୁ କଟାକ୍ଷ କରିଥିଲେ । ଏପରିକି ଜଣେ ସାମ୍ବାଦିକ ତାଙ୍କୁ ଧମକାଉଥିବା ସେ ଅଭିଯୋଗ କରିଥିଲେ । ଏପରି କରି ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ନିୟମ ଉଲ୍ଲଙ୍ଘନ କରିଥିବା ବିସିସିଆଇ କହିଛି । ରିପୋର୍ଟ ଅନୁସାରେ, ଖେଳାଳିମାନେ ବିସିସିଆଇ ସହ କଣ୍ଟ୍ରାକ୍ଟ କରିବା ବେଳେ ଅନେକ କିଛି […]

ଦେଶ ବିଦେଶ ମନୋରଞ୍ଜନ

ବିବାଦ ଉପରେ ପଡିଲା ପୂର୍ଣ୍ଣଚ୍ଛେଦ, ଆଜି ରିଲିଜ୍‌ ହେବ ବହୁ ପ୍ରତୀକ୍ଷିତ ଫିଲ୍ମ ଗଙ୍ଗୁବାଇ କାଠିଆୱାଡି

ନୂଆଦିଲ୍ଳୀ ୨୫।୦୨: ଅପେକ୍ଷାର ଘଟିବ ଅନ୍ତ। ବହୁ ବାଦ -ବିବାଦ ପରେ ଆଜି ରିଲିଜ୍‌ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ଫିଲ୍ମ‘ ଗଙ୍ଗୁବାଇ କାଠିଆଓ୍ବାଡି’। ଫିଲ୍ମକୁ ନେଇ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଗୁରୁବାର ଦିନ ଖାରଜ କରି ଦେଇଛନ୍ତି। ତେବେ ବିବାଦ ଉପରେ ପୂର୍ଣ୍ଣଚ୍ଛେଦ ପକାଇ ଫିଲ୍ମର ନାଁ ବଦଳିବନି କି ଏହାର ରିଲିଜ୍‌ ତାରିଖ ଘୁଞ୍ଚିବନି ବୋଲି କହିଥିଲେ ସୁପ୍ରିମକୋର୍ଟ । ଏହି ଫିଲ୍ମରେ ଗଙ୍ଗୁବାଇଙ୍କୁ ଦେହଜୀବୀ ଦର୍ଶାଯାଇଥିବା ଅଭିଯୋଗ କରି ତାଙ୍କ ପୌଷ୍ୟ ପୁଅ […]

ଦେଶ ବିଦେଶ ମନୋରଞ୍ଜନ

ଫ୍ଲାଇଟ୍‌ରେ ଅଭିନେତ୍ରୀଙ୍କ ସହ ହୋଇଥିଲା ଖରାପ ବ୍ୟବହାର, କ୍ଷମା ମାଗିଲା ଗୋ ଫାଷ୍ଟ …

ନୂଆଦିଲ୍ଳୀ ୨୫।୦୨: ବଲିଉଡ୍‌ ଇଣ୍ଡଷ୍ଟ୍ରିର ଜଣା ଶୁଣା ଅଭିନେତ୍ରୀ ଚିତ୍ରଙ୍ଗଦା ସିଂ ଦୀର୍ଘ ଦିନ ହେବ ରୁପେଲି ପରଦାରୁ ଦୂରେଇ ଯାଇଛନ୍ତି । କିନ୍ତୁ ଗତ କିଛି ଦିନ ହେବ ସୋସିଆଲ ମିଡିଆ ପୋଷ୍ଟ ଯୋଗୁଁ ଅଭିନେତ୍ରୀ ଚର୍ଚ୍ଚାକୁ ଆସିଥିଲେ। ଗୋ ଫାଷ୍ଟ ଏୟାରଲାଇନ୍‌ ବିମାନର ଚାରୋଟି ଏୟାରହୋଷ୍ଟେସର ଖରାପ ବ୍ୟବହାର ବା ଆଚରଣ ବିଷୟରେ ଚିତ୍ରଙ୍ଗଦା ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ବର୍ତ୍ତମାନ ଏହି ପୋଷ୍ଟ ଭାଇରାଲ ହେବା ପରେ ଗୋ ଫାଷ୍ଟ ତରଫରୁ […]

ଦେଶ ବିଦେଶ ମନୋରଞ୍ଜନ

ଯୁଦ୍ଧରେ ଫସି ଯାଇଥାନ୍ତେ ଅଭିନେତ୍ରୀ ଉର୍ବଶୀ ରୌତେଲା, ୟୁକ୍ରେନ୍‌ରେ ଚାଲିଥିଲା ଫିଲ୍ମର ଶୁଟିଂ

ନୂଆଦିଲ୍ଳୀ ୨୫।୦୨: ଫେବୃଆରୀ ୨୪ ୟୁକ୍ରେନ ପାଇଁ ଅତ୍ୟନ୍ତ ବିପଜ୍ଜନକ ଏବଂ ଭୟାନକ ବୋଲି ପ୍ରମାଣିତ ହୋଇଛି । ବୋମା ବିସ୍ଫୋରଣରେ ୟୁକ୍ରେନ ବାସିନ୍ଦାଙ୍କୁ ଶକ୍ତ ଝଟକା ଲାଗିଛି। ସେଠାରେ ଏବେ ଯୁଦ୍ଧର ପରିସ୍ଥିତି ଏବଂ ସବୁ ସ୍ଥାନରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏହି ସମୟରେ ବଲିଉଡର ଜଣେ ଅଭିନେତ୍ରୀଙ୍କ ଜୀବନ ମରୁ ମରୁ ବଞ୍ଚି ଯାଇଛି । ଯଦି ସେ ଠିକ୍ ସମୟରେ ସଠିକ୍ ପଦକ୍ଷେପ ନ ନେଇଥାନ୍ତେ । ତେବେ […]

ଦେଶ ବିଦେଶ ମନୋରଞ୍ଜନ

ମହାଠକ ସୁକେଶ ଜ୍ୟାକଲିନ୍‌ଙ୍କୁ କରିଥିଲେ ପ୍ରପୋଜ୍‌, ହୀରା ମୁଦିରେ ଲେଖା ହୋଇଥିଲା ଏହି ଅକ୍ଷର…

ନୂଆଦିଲ୍ଳୀ ୨୫।୦୨: ମହାଠକ ନାମରେ ବେଶ ଜଣାଶୁଣା ସୁକେଶ ଚନ୍ଦ୍ରଶେଖରଙ୍କ ବିଷୟରେ ଏବେ ନୂଆ ନୂଆ ଖୁଲାସା କରାଯାଉଛି। ନିକଟରେ ସାରା ଅଲି ଖାନ, ଜାହ୍ନବୀ କପୁର ଏବଂ ଭୁମି ପେଡନେକରଙ୍କ ନାମ ଟାର୍ଗେଟ୍‌ ଲିଷ୍ଟରେ ସାମିଲ୍‌ ଥିଲା । ସେହି ଠକେଇ ଟଙ୍କାରେ ସେମାନଙ୍କୁ ଉପହାର ଦେଇଥିଲେ । ଯାହା ଇଡିର ତଦନ୍ତରୁ ଜଣାପଡିଛି । କିନ୍ତୁ ସୁକେଶଙ୍କ ନାମ ଅଭିନେତ୍ରୀ ଜ୍ୟାକଲିନଙ୍କ ସହ ଜଡିତ ଅଛି। ଏବେ ଖବର ମିଳିଛି ଯେ ଏହି ମହାନଠକ […]

ଦେଶ ବିଦେଶ ମନୋରଞ୍ଜନ

ୟୁକ୍ରେନ୍‌ରେ ଅଳ୍ପକେ ବର୍ତ୍ତିଲେ ବଲିଉଡ୍‌ ଅଭିନେତ୍ରୀ ଉର୍ବଶୀ

ନୂଆଦିଲ୍ଲୀ : ୟୁକ୍ରେନ ପାଇଁ ଫେବୃଆରି ୨୪ ଅତ୍ୟନ୍ତ ବିପଜ୍ଜନକ ଏବଂ ଭୟାନକ ପ୍ରମାଣିତ ହୋଇଛି। ତୁହାକୁ ତୁହା ବିମାନ ଆକ୍ରମଣ ୟୁକ୍ରେନରେ ଭୟାନକ ସ୍ଥିତି ସୃଷ୍ଟି କରିଛି । ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଜଣେ ବଲିଉଡ ଅଭିନେତ୍ରୀଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଛି। ଯଦି ସେ ଠିକ୍ ସମୟରେ ସଠିକ୍ ପଦକ୍ଷେପ ନ ନେଇଥାନ୍ତେ, ତେବେ ସେ ମଧ୍ୟ ଏହି ଆକ୍ରମଣର ଶିକାର ହୋଇଥାନ୍ତେ। ଦୁଇ ଦିନ ପୂର୍ବରୁ ଉର୍ବଶୀ ୟୁକ୍ରେନରେ ତାଙ୍କ ଚଳଚ୍ଚିତ୍ର ‘ଦି […]

ଦେଶ ବିଦେଶ ମନୋରଞ୍ଜନ

ଅଭିନେତା ହେଇ ନ ଥିଲେ ସଲମାନ୍ ଚିତ୍ରଶିଳ୍ପୀ, ଶାହରୁଖ ବ୍ୟବସାୟୀ ହେଇଥାନ୍ତେ: ମାଧୁରୀ ଦୀକ୍ଷିତ

ଯଦି ଅଭିନେତା ହେଇ ନ ଥାନ୍ତେ ତେବେ ବଲିଉଡର ସୁପରଷ୍ଟାର୍ କୁହାଯାଉଥିବା ସଲମାନ୍ ଓ ଶାହରୁଖ କ’ଣ କରିଥାନ୍ତେ ବୋଲି ଲୋକପ୍ରିୟ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ଏକ ପୂର୍ବାନୁମାନ ପ୍ରକାଶ କରିଛନ୍ତି। ନିକଟରେ ବଲିଉଡ୍ ହଙ୍ଗାମାକୁ ଦେଇଥିବା ଏକ ସାକ୍ଷାତକାରରେ ମାଧୁରୀ କହିଛନ୍ତି- ସଲମାନ୍ ଖାନ୍ ଗୀତ ଗାଇଥାନ୍ତେ, କାରଣ ତାଙ୍କ କ୍ୟାରିୟର ଗୀତ ଗାଇବାରୁ ହିଁ ଆରମ୍ଭ ହେଇଥିଲା। ଏହା ବ୍ୟତୀତ ସେ ବଡି ବିଲ୍‌ଡିଂ କ୍ଷେତ୍ରରେ ମଧ୍ୟ ନିଜର ଦକ୍ଷତା ଜାହିର କରିଥାନ୍ତେ। ଆହୁରି […]

ଦେଶ ବିଦେଶ ଶିକ୍ଷା ଓ ନିଯୁକ୍ତି

ୟୁକ୍ରେନରେ ଫସିଛନ୍ତି ଓଡ଼ିଆ ଡାକ୍ତରୀ ଛାତ୍ରଛାତ୍ରୀ: ଆଶା ଆଶଙ୍କାରେ ପରିବାର, ସୁରକ୍ଷିତ ଫେରାଇ ଆଣିବାକୁ ପ୍ରଶାସନକୁ ଅନୁରୋଧ

ନୂଆଦିଲ୍ଲୀ ୨୪/୦୨: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଛି । ସେପଟେ ୟୁକ୍ରେନରେ ଡାକ୍ତରୀ ପଢ଼ୁଥିବା ଢେଙ୍କାନାଳର ଦୁଇଜଣ ଛାତ୍ରଛାତ୍ରୀ ସମେତ ପ୍ରାୟ ୪୦ରୁ ଅଧିକ ଓଡ଼ିଆ ପିଲା ଫସିରହିଥିବା ଜଣାପଡିଛି । ତେବେ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର ସନ୍ତୋଷ ସ୍ୱାଇଁଙ୍କ ପୁଅ ସୁପ୍ରୀତ ସ୍ୱାଇଁ ୟୁକ୍ରେନ ସ୍ଥିତ ଭିନିଷ୍ଠ ନାସନାଲ ମେଡ଼ିକାଲ କଲେଜରେ ପ୍ରଥମ ବର୍ଷ ଡାକ୍ତରୀ ଛାତ୍ର ଭାବେ ପାଠ ପଢୁଛନ୍ତି । ସୁପ୍ରୀତଙ୍କ ସହ କାମାକ୍ଷାନଗରର […]

ଧର୍ମ ରାଜ୍ୟ

ଆସନ୍ତା ୨୭ ତାରିଖରେ ପୁରୀ ଲୋକନାଥ ମନ୍ଦିରରେ ହେବ ପଙ୍କୋଦ୍ଧାର ଏକାଦଶୀ

ପୁରୀ ୨୪/୦୨ : ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ପୁରୀର ଶ୍ରୀଲୋକନାଥ ଦେବଙ୍କ ମନ୍ଦିରରେ ଆସନ୍ତା ୨୭ ତାରିଖ ରବିବାର ଦିନ ପଙ୍କଉଦ୍ଧାର ତଥା ପଙ୍କୁଉଜୁଳା ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ଲୋକନାଥ ମନ୍ଦିର ପରିଚାଳନା ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ ନୀତି ନିର୍ଘଣ୍ଟ ଚୁଡାନ୍ତ ହୋଇଛି। ଚଳିତବର୍ଷ କୋଭିଡ କଟକଣା କୋହଳ ହୋଇଥିବାରୁ ପଙ୍କଉଦ୍ଧାର ନୀତିରେ ସମସ୍ତ ସେବାୟତ ସାମିଲ ହୋଇ ଏହି ନୀତି ସମ୍ପାଦନ କରିବେ। ସେହିପରି ସ୍ବତନ୍ତ୍ର ବ୍ୟାରିକେଡ଼ ମାଧ୍ୟମରେ […]