ଖେଳ ଦେଶ ବିଦେଶ

ବିରାଟଙ୍କୁ ଶହେ ତମ ଟେଷ୍ଟ୍ ପାଇଁ ସମ୍ମାନ, ସ୍ୱତନ୍ତ୍ର କ୍ୟାପ୍ ଦେଲେ କୋଚ୍ ଦ୍ରାବିଡ

ନୂଆଦିଲ୍ଲୀ, ୦୪।୦୩ : ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଶୁକ୍ରବାର ଏକ ବଡ ଉପଲବ୍ଧି ହାସଲ କରିଛନ୍ତି । ସେ ଶହେ ତମ ଟେଷ୍ଟ୍ ଖେଳୁଥିବା ଦ୍ୱାଦଶ ଭାରତୀୟ ହୋଇପାରିଛନ୍ତି । ତେବେ ମ୍ୟାଚ୍ ପୂର୍ବରୁ କୋଚ୍ ରାହୁଲ ଦ୍ରାବିଡ ବିରାଟଙ୍କୁ ସ୍ୱତନ୍ତ୍ର କ୍ୟାପ୍ ଦେଇଛନ୍ତି । ଏହି ସମୟରେ ମୋହାଲୀ ଷ୍ଟାଡିୟମରେ ପତ୍ନୀ ଅନୁଷ୍କା ବି ଉପସ୍ଥିତ ଥିଲେ । ଏହାକୁ ନେଇ ବିରାଟ କହିଛନ୍ତି ଯେ, ସେ ଟେଷ୍ଟ୍ କ୍ୟାରିଅର ଅରମ୍ଭ […]

ଖେଳ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ରୋଡ ମାର୍ଶଙ୍କ ପରଲୋକ, ୭୪ ବର୍ଷରେ ହୃଦଘାତରେ ଦେହାନ୍ତ

ନୂଆଦିଲ୍ଲୀ ୦୪/୦୩: ଆଜିଠାରୁ ଅଷ୍ଟ୍ରେଲିୟ-ପାକିସ୍ତାନ ଐତିହାସିକ ଟେଷ୍ଟ ସିରିଜ୍ ଆରମ୍ଭ ହେଉଛି । କିନ୍ତୁ, ମ୍ୟାଚ ପୂର୍ବରୁ କ୍ରିଡାପ୍ରେମୀଙ୍କ ପାଇଁ ଆସିଛି ଦୁଃଖଦ ଖବର । ଅଷ୍ଟ୍ରେଲିଆର ପୂର୍ବତନ ବ୍ୟାଟ୍ସମ୍ୟାନ୍ ତଥା ଶକ୍ତିଶାଳୀ ୱିକେଟ୍ କିପର ରୋଡ୍ ମାର୍ଶଙ୍କ ସହଙ୍କ ପରଲୋକ । ଅଷ୍ଟ୍ରେଲିଆର ଏହି ପୂର୍ବତନ ୱିକେଟ୍ କିପର ଗତ ସପ୍ତାହରେ କୁଇନ୍ସଲ୍ୟାଣ୍ଡରେ ହୃଦଘାତରେ ଶିକାର ହୋଇଥିଲେ । ଏହା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏଡିଲେଡ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି । […]

ଖେଳ ଦେଶ ବିଦେଶ

ହାଫ୍ ସେଞ୍ଚୁରୀ ପୂର୍ବରୁ ବିରାଟ କ୍ଲିନ୍ ବୋଲ୍ଡ : ଶହେତମ ଟେଷ୍ଟରେ ପ୍ରଶଂସକ ନିରାଶ

ନୂଆଦିଲ୍ଲୀ, ୦୪|୦୩: ଶହେତମ ଟେଷ୍ଟରେ ଦମଦାର ଅର୍ଦ୍ଧ ଶତକରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ବିରାଟ କୋହଲି । ନିଜର ଶହେତମ ଟେଷ୍ଟ୍ ଖେଳୁଥିବା ପୂର୍ବତନ ଅଧିନାୟକ ବିରାଟ କୋହଲି ଶ୍ରୀଲଙ୍କା ବିପକ୍ଷ ଟେଷ୍ଟରେ ହାଫ୍ ସେଞ୍ଚୁରୀ ଲଗାଇବା ପୂର୍ବରୁ କ୍ଲିନ୍ ବୋଲ୍ଡ ହୋଇଛନ୍ତି। ସେ ୭୬ ବଲରୁ ୪୫ ରନ୍ କରି ପ୍ୟାଭିଲିୟନ ଫେରିଛନ୍ତି। କୋହଲିଙ୍କ ପାଇଁ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟ ଖାସ୍ ଅଟେ । କାରଣ ଏହା ତାଙ୍କର ଶହେତମ ଟେଷ୍ଟ୍ ମ୍ୟାଚ୍ ଅଟେ […]

ଖେଳ ରାଜ୍ୟ ସ୍ପେଶାଲ ରିପୋର୍ଟ

ଓଡ଼ିଶା ପାଇଁ ଗୌରବ ଆଣିଲେ ଚାନ୍ଦବାଲି ଝିଅ, ଟେନିସ କ୍ରିକେଟ ଖେଳି ପାଇଲେ କାଂସ୍ୟ ପଦକ

ଚାନ୍ଦବାଲି ୦୪/୦୩: ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ଚାନ୍ଦବାଲି ଝିଅ ମମତା ବେହେରା । ଟେନିସ କ୍ରିକେଟ ଚମ୍ପିଆନ ୨୦୨୨ରେ ମନୋନିତ ହୋଇ ଜାତିୟ ସ୍ଥରରେ ୪ଟି ମ୍ୟାଚ ଖେଳି ୨ଟିର ବିଜୟୀ ହୋଇ ସେ ପାଇଛନ୍ତି କାଂସ୍ୟ ପଦକ । ତାଙ୍କର ପ୍ରଥମ ମ୍ୟାଚ ୨୪ ତାରିଖରେ ଭାରତ ପକ୍ଷରୁ ପ୍ରଥମ ମ୍ୟାଚ ନେପାଳ ,ଦ୍ୱିତୀୟ ମ୍ୟାଚ ବାଙ୍ଗଲାଦେଶ ,ତୃତିୟ ମ୍ୟାଚ ସେ ଶ୍ରୀଲଙ୍କା ସହ ଖେଳିଥିଲେ । ମମତା ବେହେରା ଚାନ୍ଦବାଲି ସ୍ପୋର୍ଟ୍ସ ଏକାଡ଼େମୀରୁ […]

ଖେଳ ଦେଶ ବିଦେଶ

ମହିଳା ଦିନିକିଆ ବିଶ୍ୱକପ୍ ଆରମ୍ଭ : ଉଦଘାଟନୀ ମୁକାବିଲାରେ ନ୍ୟୁଜିଲାଣ୍ଡକୁ ୨୬୦ ରନ୍‌ର ଟାର୍ଗେଟ୍ ଦେଲା ଇଣ୍ଡିଜ୍

ନୂଆଦିଲ୍ଲୀ,୦୪/୦୩: ଶୁକ୍ରବାରଠୁ ନ୍ୟୁଜିଲାଣ୍ଡରେ ଆରମ୍ଭ ହୋଇଛି ଆଇସିସି ମହିଳା ଦିନିକିଆ କ୍ରିକେଟ୍‌ ବିଶ୍ୱକପ୍‌ । ଆୟୋଜକ ନ୍ୟୁଜିଲାଣ୍ଡ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ୍‌ ଖେଳାଯାଉଛି । ଭାରତ ଆସନ୍ତା ୬ ତାରିଖ ପାରମ୍ପରିକ ପ୍ରତିନ୍ଦ୍ୱନ୍ଦୀ ପାକିସ୍ତାନ ବିପକ୍ଷରେ ଅଭିଯାନ ଆରମ୍ଭ କରିବ । ଚଳିତ ବର୍ଷ ସବୁ ମ୍ୟାଚ୍‌ରେ ଡିଆର୍‌ଏସ୍‌ ନିୟମ ଉପଲବ୍ଧ ହେବ ଏବଂ ମ୍ୟାଚ୍‌ର ସିଧା ପ୍ରସାରଣ କରାଯିବ । ତେବେ ଉଦଘାଟନୀ ମୁକାବିଲାରେ ପ୍ରଥମେ ବ୍ୟାଟିଂ କରିଥିଲା ଇଣ୍ଡିଜ୍ । ପ୍ରଥମେ […]

ଦେଶ ବିଦେଶ ମନୋରଞ୍ଜନ

୪୪ ବର୍ଷରେ ‘କିଲର୍‌’ ଲୁକ୍‌ରେ ନଜର ଆସିଲେ ରୁପାଲି, ଫଟୋ ଦେଖି ଫ୍ୟାନ୍ସ ହେଲେ ଫିଦା…

ମୁମ୍ବାଇ ୦୪।୦୩ : ଟେଲିଭିଜନର ‘ଅନୁପମା’ ଅର୍ଥାତ୍‌ ରୁପାଲି ଗାଙ୍ଗୁଲି ପୂରାପୁରି ବଦଳିଗଲେଣି । ବୋହୂରୁ ପାଲଟି ଗଲେଣି ଗ୍ଲାମର ଗାର୍ଲ। ଟ୍ରାଡିସନାଲ ଲୁକ୍‌ରେ ଫ୍ୟାନ୍‌ମାନଙ୍କୁ ଇମ୍ପ୍ରେସ କରୁଥିବା ଅନୁପମା ଓରଫ୍‌ ରୂପାଲି ଗାଙ୍ଗୁଲି ଏବେ ଏକ ଭିନ୍ନ ଅନ୍ଦାଜରେ ନଜର ଆସିଛନ୍ତି । ନିଜର ନୂଆ ଲୁକ୍‌, ଷ୍ଟାଇଲ୍‌ରେ ଫ୍ୟାନ୍ସମାନଙ୍କର ଉଡାଇଲେ ହୋସ୍‌। ସୋସିଆଲ ମିଡିଆରେ ମଧ୍ୟ ଲଗାଇଲେ ନିଆଁ। ନିକଟରେ ଅଭିନେତ୍ରୀ ରୂପାଲି ଏଭଳି କିଛି ଫଟୋ ସେୟାର କରିଛନ୍ତି, ଯାହାକୁ ନେଇ ସୋସିଆଲ […]

ଖେଳ ଦେଶ ବିଦେଶ

ଭାରତ-ଶ୍ରୀଲଙ୍କା ପ୍ରଥମ ଟେଷ୍ଟ୍ : ମଧ୍ୟାହ୍ନ ଭୋଜନ ସୁଦ୍ଧା ଟିମ୍ ଇଣ୍ଡିଆ ୧୦୯/୨

ନୂଆଦିଲ୍ଲୀ,୦୪/୦୩: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ମୋହାଲି ଷ୍ଟାଡିୟମରେ ଟେଷ୍ଟ୍ ସିରିଜର ପ୍ରଥମ ମୁକାବିଲା ଖେଳାଯାଉଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଭାରତ ଏବେସୁଦ୍ଧା ୨ ଓ୍ୱିକେଟ ହରାଇ ୧୦୯ ରନ୍ କରିଛି । କ୍ରିଜରେ ବିରାଟ କୋହଲି ଓ ହନୁମା ବିହାରୀ ବ୍ୟାଟିଂ କରୁଛନ୍ତି । ଶେଷ ଖବର ସୁଦ୍ଧା ଭାରତ ପାଇଁ ଓପନିଂ କରିବାକୁ ରୋହିତ ଶର୍ମା ଓ ମୟଙ୍କ ଅଗ୍ରଓ୍ୱାଲ କ୍ରିଜକୁ ଓହ୍ଲାଇଥିଲେ । ତେବେ ରୋହିତ ପ୍ରଥମେ […]

ଦେଶ ବିଦେଶ ମନୋରଞ୍ଜନ

ବାପା ହେଲେ ଆଦିତ୍ୟ ନାରାୟଣ, କହିଲେ- ଯାହା ମାଗିଥିଲି ତାହା ମିଳିଲା…

ନୂଆଦିଲ୍ଳୀ ୦୪।୦୩ : ବଲିଉଡ ଅଭିନେତା ତଥା ସିଙ୍ଗର ଆଦିତ୍ୟ ନାରାୟଣ ଏବଂ ଶ୍ୱେତା ଅଗ୍ରୱାଲ ୨୦୨୦ ଡିସେମ୍ବର ୧ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ସେମାନେ ନିଜର ବୈବାହିକ ଜୀବନକୁ ନେଇ ବହୁତ ଖୁସି ଅଛନ୍ତି। ଏବେ ତାଙ୍କର ଖୁସି ଆଉ ଦ୍ୱିଗୁଣିତ ହୋଇଯାଇଛି। କାରଣ ଦୁହେଁ ଏବେ ମା’-ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଫେବୃୟାରୀ ୨୪ରେ ସେମାନେ ମୁମ୍ବାଇ ସ୍ଥିତ ଏକ ନର୍ସିଂହୋମରେ ସେମାନଙ୍କର ପ୍ରଥମ କନ୍ୟା ସନ୍ତାନକୁ ସ୍ବାଗତ କରିଥିଲେ। ଏନେଇ […]

ଧର୍ମ ରାଜ୍ୟ

ଶ୍ରୀ ଶ୍ରୀ ଶ୍ରୀ ସିଦ୍ଧେଶ୍ୱର ମନ୍ଦିର ର ପବିତ୍ର ମହାଶିବ ରାତ୍ରୀ ପାଳନ

ଆଜିଥିଲା ପବିତ୍ର ମହାଶିବ ରାତ୍ରୀ! ରାଜଧାନୀ, ଉପକଣ୍ଠସ୍ଥ ବିଭିନ୍ନ ଶୈବପୀଠ ହୋଇଥିଲା ଚଳଚଞ୍ଚଳ! ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଭାସିଆସୁଥିଲା ଶିବ ପଞ୍ଚାକ୍ଷର ମନ୍ତ୍ର! ପଥର ଗାଡ଼ିଆ ଗ୍ରାମର ଭକ୍ତ ଏହି ପବିତ୍ର ମୁହୁର୍ତ୍ତର, ପ୍ରଭୁ ମହାଦେବଙ୍କୁ ସବୁକିଛି ସମର୍ପି ଦେଈଛନ୍ତି! କରୋନା କଟକଣା କାରଣରୁ ଦୀର୍ଘ ଦୁଇବର୍ଷ ଧରି ଭକ୍ତ ଭଗବାନ ଙ୍କ ମିଳନ ହୋଇପାରିନଥିଲା! ଏଥିରୁ ତ୍ରାହି ମିଳିବା ପରେ ପ୍ରଭୁ ଭୋଳାନାଥଙ୍କ ନିକଟରେ ଜାଗର ଜାଳି ଭକ୍ତ ତା ମନର ସବୁ ଦୁଃଖ ଶୋକ […]

ଖେଳ ଦେଶ ବିଦେଶ

ଶୁକ୍ରବାରଠୁ ଭାରତ-ଶ୍ରୀଲଙ୍କା ଟେଷ୍ଟ୍ ସିରିଜ : ନେଟରେ ଘଣ୍ଟା ଘଣ୍ଚା ଅଭ୍ୟାସ କରୁଛନ୍ତି କୋହଲି ଓ ରୋହିତ

ଚଣ୍ଡୀଗଡ଼,୦୩/୦୩: ଶୁକ୍ରବାର ଠାରୁ ଆରମ୍ଭ ହେବାକୁ ଯାଉଛି ଭାରତ-ଶ୍ରୀଲଙ୍କା ପ୍ରଥମ ଟେଷ୍ଟ । ଉଭୟ ଦଳ ଜୋରଦାର ପ୍ରସ୍ତୁତିରେ ବ୍ୟସ୍ତ । ଭାରତ ସବୁ ବିଭାଗକୁ ଗୁରୁତ୍ୱ ଦେବା ସହ ଏକ ସନ୍ତୁଳିତ ଏକାଦଶ ପ୍ରସ୍ତୁତ କରିବାରେ ଲାଗି ପଡ଼ିଛି । ଏପଟେ ଦଳର ଦୁଇ ଷ୍ଟାର୍‌ ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମା ଏହି ଟେଷ୍ଟକୁ ସ୍ମରଣୀୟ କରିବା ପାଇଁ ପ୍ରତଶ୍ରୁତିବଦ୍ଧ । ଉଭୟଙ୍କ ପ୍ରସ୍ତୁତି ସମ୍ପ୍ରତି ଦଳର ସାଥୀ ଖେଳାଳି ଓ କୋଚିଂ […]