ବିଶ୍ଵ ମାତୃ ଦିବସ ଉପଲକ୍ଷେ ବାଲୁକା ଶିଳ୍ପୀ ମାନସ ସାହୁଙ୍କ ବାଲୁକା କଳା
ପୁରୀ ୦୮।୦୫ : ଆଜି ବିଶ୍ୱ ମାତୃ ଦିବସ । ଏହି ଦିବସ ଉପଲକ୍ଷେ ପୁରୀର ଲାଇଟ ହାଉସ୍ ବେଳାଭୂମିରେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁଙ୍କ ବାଲୁକା କଳା ପ୍ରଦର୍ଶନ। ସବୁ ମାଙ୍କୁ ସମ୍ମାନ ଜଣାଇ ସେ ଏହି ବାଲୁକା କଳା ନିର୍ମାଣ କରିଛନ୍ତି। ଏହି ବାଲୁକା କଳାରେ ସେ ମା ଏବଂ ସନ୍ତାନର ସୁନ୍ଦର ସମ୍ପର୍କକୁ ଚିତ୍ରଣ କରିବା ସହିତ ସମସ୍ତଙ୍କକୁ ମାର ସର୍ତ୍ତଶୂନ୍ୟ ଭଲପାଇବାକୁ ନଭୁଲିବାକୁ ବାର୍ତ୍ତା ଦେଇଛନ୍ତି। ତେବେ ପ୍ରାୟ […]