ଅପରାଧ ରାଜ୍ୟ

ବିଶ୍ବ ମାତୃ ଦିବସରେ ମା’କୁ ମିଳିଲାନି କାନ୍ଧ, ୧୮ ଘଣ୍ଟା ପରେ ଶବ ସତ୍କାର କଲେ ସ୍ବେଚ୍ଛାସେବୀ

ବୌଦ୍ଧ: ଆଜି ବିଶ୍ବ ମାତୃ ଦିବସ। ଶିକ୍ଷିତ ସମାଜ ମା’ଙ୍କୁ ନେଇ ଆଜି ଉତ୍ସବ ମନାଉଛି। ହେଲେ ବୌଦ୍ଧ ଜିଲ୍ଲା ସଦର ବ୍ଲକ ବଲାସିଙ୍ଗା ଗ୍ରାଗାଁରେ ଜଣେ ମା’ର ଶବ ସତ୍କାର ହୋଇ ନପାରି ପଡ଼ି ରହିଥିଲା। ଦୀର୍ଘ ୧୮ ଘଣ୍ଟା ପରେ ବୌଦ୍ଧ ସହର ବୁଟୁପାଲିର ଗଙ୍ଗାଧର ମେହେର ସ୍ବେଚ୍ଛାସେବୀ ସମିତିର କର୍ମକର୍ତ୍ତା ଜିଲ୍ଲା ପ୍ରଶାସନ ସହଯୋଗରେ ଶବ ସତ୍କାର କରିଛନ୍ତି। ସୂଚନା ଅନୁସାରେ ବଲାସିଙ୍ଗା ଗ୍ରାମର ଜାତୀୟ ରାଜପଥ କଡ଼ରେ ଏକ ବିଜୁ ପକ୍କାଘରେ […]

ଅପରାଧ ରାଜ୍ୟ

ହାତୀ ଆକ୍ରମଣରେ ମହିଳା ମୃତ

ତେଲକୋଇ: ହାତୀ ଆକ୍ରମଣରେ ମହିଳା ମୃତ। କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ବନବିହାରୀପୁର ଗାଁ କାଜୁ ବଗିଚାରେ ଘଟିଛି ଏହି ଘଟଣା। କାଜୁ ବଗିଚା ଦେଇ ଘରକୁ ଫେରୁଥିବା ବେଳେ ହାତୀ ହାବୁଡ଼ରେ ପଡି ଯାଇଥିଲେ ମହିଳା । ଗତକାଲି ସଂଧ୍ୟା ୫ଟା ସମୟରେ ଘଟିଛି ଘଟଣା। ମୃତକ ହେଲେ ଖୁଣ୍ଟାପଡା ପଞ୍ଚାୟତ ଅନ୍ତର୍ଗତ କୁଲାଡେରା ଗାଁର ଜହ୍ନି ଦେହୁରୀ। ବୟସ ୭୦ ବର୍ଷ। ସ୍ବାମୀ ସ୍ବର୍ଗତ ଭଦ୍ର ଦେହୁରୀ । ଜହ୍ନି ଦେହୁରୀ ବିଳାସ ଦେହୁରୀଙ୍କ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ମଧୁମେହ ରୋଗକୁ ନିୟନ୍ତ୍ରଣରେ ରଖିଥାଏ ଏହି ଖାଦ୍ୟ, ମିଳିବ ଅନେକ ଫାଇଦା

ନୂଆଦିଲ୍ଲୀ ୦୮।୦୫:ମଧୁମେହ ରୋଗ ସାଧାରଣତଃ ପ୍ରାୟ ସମସ୍ତଙ୍କୁ ହେଉଛି । ଏହି ରୋଗ ମଣିଷ ସହିତ ତାଙ୍କ ଜୀବନସାରା ରହିଥାଏ ।ଏହି ଅବସ୍ଥାରେ, ଆମ ଶରୀର ଯଥେଷ୍ଟ ଇନସୁଲିନ୍ ଉତ୍ପାଦନ ହୋଇପାରେ ନାହିଁ । କିମ୍ବା ଉତ୍ପାଦିତ ଇନସୁଲିନ୍ ଉପରେ ପ୍ରତିକ୍ରିୟା କରିବାକୁ ଅସମର୍ଥ ହୋଇଥାଏ। ଏହି ପରିପ୍ରେକ୍ଷୀରେ, ନୂଆଦିଲ୍ଲୀର ମଧୁମେହ ଶିକ୍ଷାବିତ୍ କହିଛନ୍ତି ଯେ ମଧୁମେହ ରୋଗୀମାନେ ନିୟମିତ ବ୍ୟବଧାନରେ ଖାଇବା ଉଚିତ୍ । ଯେପରି ରକ୍ତରେ ସୁଗାର ହଠାତ୍ ହ୍ରାସ ନହୁଏ। ଏହା ବ୍ୟତୀତ […]

ଅପରାଧ ରାଜ୍ୟ

ରୁଷ୍‌ର ଆକ୍ରମଣରେ ୟୁକ୍ରେନ୍‌ରେ ଅକଳ୍ପନୀୟ କ୍ଷୟକ୍ଷତି, ୪୦ ସହରରୁ ପଳାୟନ ଜାରି

କିବ୍‌ : ୟୁକ୍ରେନ୍‌ ଯୁଦ୍ଧକୁ ଆଜି ୭୩ ଦିନ ପୂରିଛି। ରୁଷ୍‌ର ଆକ୍ରମଣ ପାଇଁ ୟୁକ୍ରେନ୍‌ରେ ଅକଳ୍ପନୀୟ କ୍ଷୟକ୍ଷତି ଘଟିଛି। ହଜାର ହଜାର ସଂଖ୍ୟାରେ ଘର ମାଟିରେ ମିଶିଯାଇଛି। କିବ୍‌ରେ ହସ୍ପିଟାଲ୍‌, କିଣ୍ଡରଗାର୍ଟେନ୍‌ ଛାରଖାର ହୋଇଯାଇଛି। ମାତ୍ର ୨ ମାସ ତଳେ ଯେଉଁ କିଣ୍ଡରଗା‌ର୍ଟେନ୍‌ରେ ପିଲା ପଢ଼ୁଥିଲେ ଏବଂ ଖେଳୁଥିଲେ ଆଜି ସେଗୁଡ଼ିକ ମାଟିରେ ମିଶିଯାଇଛି। କେନ୍ଦ୍ରୀୟ କିବ୍‌ ସୁରକ୍ଷିତ ଥିଲେ ମଧ୍ୟ ସହରତଳି ଅଞ୍ଚଳ ଏବଂ ଆଖପାଖ ସହରଗୁଡ଼ିକ ଛାରଖାର ହୋଇଯାଇଛି। ଦ୍ବିତୀୟ ବୃହତ୍ତମ ସହର […]

ଅପରାଧ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଦେଶଦ୍ରୋହ ଆଇନକୁ କେନ୍ଦ୍ରର ଦୃଢ଼ ସମର୍ଥନ, ୧୯୬୨ ରାୟର ପୁନର୍ବିଚାର ଆବଶ୍ୟକ ନାହିଁ

ନୂଆଦିଲ୍ଲୀ : ସୁପ୍ରିମ୍‌ କୋର୍ଟରେ ଶନିବାର ଦିନ ଦେଶଦ୍ରୋହ ଆଇନର ବୈଧତା ନେଇ ଶୁଣାଣି ସମୟରେ କେନ୍ଦ୍ର ସରକାର ଏହି ଆଇନ ସପକ୍ଷରେ ଦୃଢ଼ ଯୁକ୍ତି ରଖିଛନ୍ତି। ଏ ବାବଦରେ ୧୯୬୨ରେ ୫ ଜଣିଆ ସମ୍ବିଧାନ ପୀଠ ଦେଇଥିବା ରାୟ ଯଥାର୍ଥ ଏବଂ ଏହା ଏକ ଉତ୍ତମ ଓ ପାରଦର୍ଶୀ ଆଇନ ବୋଲି ସଲିସିଟର ଜେନେରାଲ ତୁଷାର ମେହେଟା କହିଛନ୍ତି। ଏହା ଉପରେ ପୁନିର୍ବଚାର କରାଯିବାର କୌଣସି ଆବଶ୍ୟକତା ନାହିଁ ବୋଲି ଦର୍ଶାଇ ସେ କହିଛନ୍ତି ଯେ […]

ଅପରାଧ ରାଜ୍ୟ

ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଅଘଟଣ, ବୁଡ଼ିଗଲେ ୩ ଛାତ୍ର, ଜଣେ ନିଖୋଜ

ଢେଙ୍କାନାଳ, ୦୮।୦୫: ତିନିଜଣ ସାଙ୍ଗ ଗାଧୋଇବାକୁ ଯାଇଥିବାବେଳେ ବ୍ରାହ୍ମଣୀ ନଦୀରେ ଘଟିଛି ଅଘଟଣ । ଜଣେ ଛାତ୍ର ନଦୀ ସ୍ରୋତରେ ଭାସି ଯାଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ସୌଭାଗ୍ୟ ବଶତଃ ଗ୍ରାମବାସୀଙ୍କ ଦ୍ବାରା ଉଦ୍ଧାର ହୋଇଛନ୍ତି । ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ଥାନା ଅନ୍ତର୍ଗତ ନୂଆପଡା ଗ୍ରାମ ନିକଟସ୍ଥ ବାଲି ପଡା ବ୍ରାହ୍ମଣୀ ଘାଟରେ ଘଟିଛି ଏହି ଅଘଟଣ । ନଦୀରେ ନିଖୋଜ ଥିବା ଛାତ୍ର ଜଣଙ୍କ ନୂଆପଡା ଗ୍ରାମର ସୁଧାବିନ୍ଦୁ ବେହେରା ଓ ନବମ […]

ଅପରାଧ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

କୁଲଗାମ ଏନକାଉଣ୍ଟରରେ ୨ ଲସ୍କର ଆତଙ୍କବାଦୀ ନିହତ

ଶ୍ରୀନଗର: ରବିବାର ଦିନ ଜମ୍ମୁ- କଶ୍ମୀରର କୁଲଗାମ ଜିଲ୍ଲାରେ ସୁରକ୍ଷା ବାହିନୀ ସହ ଏନକାଉଣ୍ଟରରେ ୨ ଜଣ କୁଖ୍ୟାତ ଆତଙ୍କବାଦୀ ନିହତ ହୋଇଛନ୍ତି। ନିହତ ହୋଇଥିବା ୨ ଆତଙ୍କବାଦୀଙ୍କ ମଧ୍ୟରେ ଲସ୍କର-ଏ-ତୈବାର ଜଣେ ପାକିସ୍ତାନୀ ଆତଙ୍କବାଦୀ ମଧ୍ୟ ରହିଛି ବୋଲି ଶ୍ରୀନଗର ପୁଲିସ ସୂତ୍ରରୁ ପ୍ରକାଶ। ଘାଟିରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ମିଳିବା ପରେ ସୁରକ୍ଷା ବାହିନୀ ସେଠାରେ କର୍ଡନ ଏବଂ ସର୍ଚ୍ଚ ଅପରେସନ ଆରମ୍ଭ କରିବା ପରେ ଦକ୍ଷିଣ କଶ୍ମୀର ଜିଲ୍ଲାର ଚେୟନ ଦେବସର […]

ଅପରାଧ ରାଜ୍ୟ

ରାଉରକେଲା ସ୍ବରେଜ ପ୍ରକଳ୍ପ: ୫ ବର୍ଷରେ ହୋଇପାରିନି ୩୫% ଘରକୁ ସଂଯୋଗ

ରାଉରକେଲା: ସ୍ମାର୍ଟସିଟିର ଚାଲିଥିବା ସ୍ବରେଜ ପ୍ରକଳ୍ପ ସହରବାସୀଙ୍କ କାମରେ ଆସିବ କି ନାହିଁ ସନ୍ଦେହ। ଗତ ୫ ବର୍ଷ ମଧ୍ୟରେ ଚାଲିଥିବା କାମ ସରୁନି। ଏଯାଏଁ ପ୍ରାୟ ୩୫% ଘରକୁ ପାଇପ ସଂଯୋଗ ହୋଇପାରିନି। କେବେ ସରିବ କାହାରି ପାଖରେ ସନ୍ତୋଷଜନକ ଉତ୍ତର ନାହିଁ। ବିଭାଗୀୟ ଅଧିକାରୀ କାମ ଚାଲିଛି, ଖୁବ୍‌ ଶୀଘ୍ର ଶେ‌ଷ ହୋଇଯିବ ବୋଲି ସଫେଇ ଦେଉଛନ୍ତି। ହେଲେ ଚାଲିଥିବା କାମର ବାସ୍ତବ ଚିତ୍ରରୁ ଏହି ପ୍ରକଳ୍ପ ସହରବାସୀଙ୍କ କାମରେ ଆସିବ କି ନାହିଁ […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ପୁଣି ବଢ଼ିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୧ କରୋନା ପଜିଟିଭ ଚିହ୍ନଟ, ୬୬ ଜଣ ୧୮ ବର୍ଷରୁ କମ୍ ବର୍ଗର

ଭୁବନେଶ୍ବର: ରାଜ୍ୟରେ ପୁଣି କୋଭିଡ ସଂକ୍ରମଣ ବଢ଼ିଛି। ଗତକାଲି ୧୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୭୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୭ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୬୪ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୬୬ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି। ଆଜି ରାଜ୍ୟର ୫ଟି ଜିଲ୍ଲାରୁ […]

ଅପରାଧ ରାଜ୍ୟ

ତରଭାରେ ଚାଞ୍ଚଲ୍ୟ: କାଉନସିଲରଙ୍କ ସ୍ୱାମୀଙ୍କୁ ହତ୍ୟା

ତରଭା: ସୁବର୍ଣ୍ଣପୁର ଜିଲ୍ଲା ତରଭା ଏନଏସିର ୧୦ ନମ୍ବର ୱାର୍ଡର କାଉନସିଲରଙ୍କ ସ୍ୱାମୀଙ୍କୁ ଗତକାଲି ରାତିରେ ହତ୍ୟା କରାଯାଇଛି,। ରାତିରେ ଶୋଇଥିବା ବେଳେ ତରଭା ୱାର୍ଡ ନମ୍ବର ୧୦ର କାଉନସିଲର ନଳିନୀ ନାଏକଙ୍କ ସ୍ବାମୀ ସଂଜୀବ ଗୁରୁ (ରାଜା)ଙ୍କୁ ଗତ ରାତିରେ ତାଙ୍କ କ୍ୱାର୍ଟରରେ କୌଣସି ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଛି। ଏହି ଘଟଣା ତରଭାରେ ଚାଞ୍ଚଲ୍ୟ ଖେଳାଇଦେଇଛି। ସାଇଣ୍ଟିଫିକ ଟିମ୍ ଆସି ତଦନ୍ତ ଜାରି ରଖିଥିବା ବେଳେ ସନ୍ଦେହରେ ପୁଲିସ ଚାରି ଜଣଙ୍କୁ ଅଟକ […]