‘‘…ବିରାଟ କୋହଲି ଲଷ୍ଟ ହିଜ୍ ଫର୍ମ..’’
ନୂଆଦିଲ୍ଲୀ : କୋହଲି ଜଣେ ସର୍ବକାଳୀନ ବିରାଟ ଖେଳାଳି। ଉଚ୍ଚ ଶତକ ହାର ପାଇଁ ତଥା ପଶ୍ଚାତଧାବନରେ ବହୁ ମ୍ୟାଚ୍ ବିଜୟୀ ଇନିଂସ ଖେଳିଥିବାରୁ ଅନେକ ତ ତାଙ୍କୁ ସଚିନଙ୍କଠାରୁ ମଧ୍ୟ ବଡ଼ ବ୍ୟାଟସମ୍ୟାନ ଭାବନ୍ତି। ହେଲେ ବିଶ୍ବର କୋଟିକୋଟି କ୍ରିକେଟପ୍ରେମୀ ବିଶେଷ କରି ଅଗଣିତ ଦେଶବାସୀ ଗତ ଦୁଇବର୍ଷ ହେଲା ତାଙ୍କ ଫର୍ମକୁ ନେଇ ଚିନ୍ତିତ। ଶହେରୁ ଅଧିକ ମ୍ୟାଚ୍ ଗଲାଣି, କିନ୍ତୁ କୋହଲି ଆଉ ଶତକ କରିପାରୁନାହାନ୍ତି। ଚଳିତ ଆଇପିଏଲ୍ରେ ତାଙ୍କ ପ୍ରଦର୍ଶନ ତ […]