ଲକ୍ଷ୍ନୌ ୮୨ରେ ଲାଖିଲା: ପ୍ଲେ ଅଫ୍ରେ ଗୁଜରାଟ
ପୁଣେ: ଦୁଇ ନବାଗତ ଦଳ ଗୁଜରାଟ ଲାୟନ୍ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ଲଢ଼େଇରେ ଗୁଜରାଟ ବାଜି ମାରି ନେଇଛି। ମଙ୍ଗଳବାର ଏହି ଦୁଇ ଦଳର ଅଧିନାୟକ ତଥା ନିକଟତମ ବନ୍ଧୁ ହାର୍ଦିକ ପାଣ୍ଡ୍ୟା ଏବଂ କେଏଲ୍ ରାହୁଲ ପରସ୍ପରର ମୁହାଁମୁହିଁ ହୋଇଥିଲା ବେଳେ ହାର୍ଦିକଙ୍କ ବୋଲିଂ ବାହିନୀ ରାହୁଲ ସେନାକୁ ୮୨ ରନ୍ରେ ଅଲଆଉଟ୍ କରି ଦେଇଛି। ଫଳରେ ୬୨ ରନ୍ର ବୃହତ୍ ବିଜୟ ସହ ପ୍ରଥମ ଦଳ ଭାବେ ଚଳିତ ଆଇପିଏଲ୍ର ପ୍ଲେ ଅଫ୍ରେ […]