ଶଗଡ଼ ଗାଡ଼ିକୁ ଧକ୍କା ଦେଲା ମାଲବାହୀ ଟ୍ରକ୍, ୪ ଆହତ
ଦେବଗଡ଼ ୧୨।୦୫ : ଶଗଡ଼ ଗାଡ଼ିକୁ ଧକ୍କା ଦେଲା ମାଲବାହୀ ଟ୍ରକ୍। ଚକା ତଳେ ଚାପି ହୋଇ ଦୁଇଟି ବଳଦଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇଟି ବଳଦ ଗୁରୁତର ହୋଇଛନ୍ତି। ଏଥିସହିତ ଶଗଡ଼ ଗାଡି ନେଇ ଯାଉଥିବା ଚାରିଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ଉଦ୍ଧାର କରି ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଅସନପାଳ ଗାଁ ନିକଟରେ ଦୁର୍ଘଟଣା ଘଟିଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା […]