ଗଛରେ ପିଟିହେଲା କାର, ଚାଲିଗଲା ଗୋଟିଏ ପରିବାରର ୪ ଜୀବନ
ନୂଆଦିଲ୍ଲୀ ୨୪/୦୫: ଭୟଙ୍କର କାର ଦୁର୍ଘଟଣା । ଚାଲିଗଲା ଗୋଟିଏ ପରିବାରର ୪ ଜୀବନ । ଏପରି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ଚେନ୍ନାଇର ଆରିୟାଲୁର ଅଞ୍ଚଳରେ । ତେବେ ମୃତକଙ୍କ ମଧ୍ୟରେ ଜଣେ ୭ ବର୍ଷର ଶିଶୁ କନ୍ୟା ଥିବା ମଧ୍ୟ ଜଣାପଡିଛି । ମୃତକମାନେ ହେଲେ ଏନ ମଞ୍ଜୁଳା, ଏନ କାର୍ତ୍ତିକେୟନ, ଲକ୍ଷ୍ମୀ ପ୍ରିୟା ଓ ହସିନୀ । ସମସ୍ତେ ଚେନ୍ନାଇ ଆନ୍ନା ନଗରର ପୁନୀ କଲୋନିରେ ରହୁଥିଲେ । ସେମାନେ ସୋମବାର ସନ୍ଧ୍ୟାରେ […]