ବ୍ରହ୍ମପୁରରେ ପଛରେ ପଡ଼ିଛି ମହିଳା ନେତୃତ୍ବ: ଜୟନ୍ତୀଙ୍କ ପରେ ଦୁଇ ଦଶନ୍ଧି ଫାଙ୍କା
ବ୍ରହ୍ମପୁର: ବ୍ରହ୍ମପୁରରେ ମହିଳା ନେତୃତ୍ବ ପଛରେ ପଡ଼ିଯାଇଥିବା ଭଳି ଅନୁଭବ ହେଉଛି। ଉଭୟ ବ୍ରହ୍ମପୁର ଲୋକସଭା ଓ ବିଧାନସଭାର ବିଗତ ନିର୍ବାଚନ ଫଳାଫଳ ଉପରେ ନଜର ପକାଇଲେ ଏହା ସ୍ପଷ୍ଟ ବାରି ହୋଇଯାଉଛି।ଶେଷଥର ପାଇଁ ଗତ ୧୯୯୮ ସାଧାରଣ ନିର୍ବାଚନରେ ଜୟନ୍ତୀ ପଟ୍ଟନାୟକ ବ୍ରହ୍ମପୁର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ୧୯୯୯ରେ ଜୟନ୍ତୀ ପଟ୍ଟନାୟକ କଂଗ୍ରେସରୁ ସାଂସଦ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ। ଏହାପରଠାରୁ ଗତ ଦୁଇଦଶନ୍ଧିରୁ ଅଧିକ ସମୟ ହେଲା ଉଭୟ ବ୍ରହ୍ମପୁର […]









