ଅପରାଧ ରାଜନୀତି ରାଜ୍ୟ

ଦୁର୍ବ୍ୟବହାର ପ୍ରତିବାଦରେ ଧାରଣାରେ ବସିଲେ ଉଦଳା ବିଧାୟକ, ସମର୍ଥକ ବି ସାମିଲ

ଉଦଳା ୧୬।୮: ଧାରଣାରେ ବସିଲେ ଉଦଳା ବିଧାୟକ । ନିଜ ପ୍ରତି ହୋଇଥିବା ଦୁର୍ବ୍ୟବହାର ପ୍ରତିବାଦରେ ଧାରଣା ଦେଲେ ବିଧାୟକ ଏବଂ ସମର୍ଥକ । ଉଦଳା ପୂର୍ତ୍ତ ବିଭାଗ କାର୍ଯ୍ୟାଳୟରେ ଧାରଣାରେ ବସିଲେ ଉଦଳା ବିଧାୟକ ଭାସ୍କର ମଢେଇ । ସୋମବାର ଉଦଳା ଡାକ୍ତରଖାନାରେ ଚାଲିଥିବା ନୂତନ ବିଲଡିଂ ତିଆରି ଦେଖିବାକୁ ଯାଇଥିବା ବେଳେ ସର୍ବସାଧାରଣ ସ୍ଥାନରେ ପୂର୍ତ୍ତ ବିଭାଗ ଯନ୍ତ୍ରୀ ସନ୍ତୋଷ କୁମାର ପଣ୍ଡା ବିଧାୟକଙ୍କୁ ଦୁର୍ବ୍ୟବହାର କରିବା ସହିତ ଅଶାଳୀନ ଭାଷାରେ ଗାଳିଗୁଲଜ କରିଥିଲେ […]

ଅପରାଧ ରାଜ୍ୟ

ଘର ଭିତରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ଆନନ୍ଦପୁର ୧୬।୮: ଘର ଭିତରୁ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକ୍ ଜମ୍ବିରା ପଞ୍ଚାୟତ ଦଶରାପାଦା ଗାଁରେ ଦେଖିବାକୁ ମିଳିଛି ଏଭଳି ଘଟଣା । ସୂଚନାଯୋଗ୍ୟ ଯେ, ପ୍ରାୟ ୧୫ ଦିନ ତଳେ ସଂପୃକ୍ତା ଯୁବତୀ ଗାଁର ଚାରାମଣୀ ଖଣ୍ଡଇ ନାମକ ବୃଦ୍ଧାଙ୍କ ଘରେ ରହୁଥିଲେ । ଚାରାମଣି ନିଜ ଘରେ ଏକାକୀ ରହୁଥିଲେ । ସୋମବାର ଯୁବତୀ ଜଣକ ଘର ଭିତରେ ବେକରେ ରଶି […]

ଅପରାଧ ରାଜ୍ୟ

ଯାତ୍ରୀବାହୀ ବସ୍ ସହ ଟ୍ରେଲର ମୁହାଁମୁହିଁ ଧକ୍କା, ୧୦ରୁ ଅଧିକ ଯାତ୍ରୀ ଆହତ

ଢେଙ୍କାନାଳ ୧୬।୮: ୫୫ ନମ୍ବର ଜାତୀୟ ରାଜପଥ ଢେଙ୍କାନାଳ ସହର ଉପକଣ୍ଠ କଣ୍ଟେଇକୋଳିଆ ନିକଟରେ ଟ୍ରେଲର-ବସ୍ ଧକ୍କା ହୋଇଛି । ‘ଜଗନ୍ନାଥ’ ନାମକ ବସ୍‌କୁ ଧକ୍କା ଦେଲା ଟ୍ରେଲର । ବସ୍‌ରେ ଥିବା ପ୍ରାୟ ୬୦ଜଣ ଯାତ୍ରୀଙ୍କ ମଧ୍ୟରୁ ୧୦ରୁ ଅଧିକ ଆହତ ହୋଇଛନ୍ତି । ଆହତମାନଙ୍କୁ ଚିକିତ୍ସା ପାଇଁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଳଚେରରୁ ଭୁବନେଶ୍ବର ଯାଉଥିବା ବେଳେ ବସ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ସୂଚନାଯୋଗ୍ୟ ଯେ, ତାଳଚେର ଭୁବନେଶ୍ବର ଆସୁଥିବା […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୫୫ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର ୧୬।୦୮: ରାଜ୍ୟରେ ଉପରତଳ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୫୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୪୯ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୧୦୬ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୪୩ ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩୨୩୩୦୭କୁ ବୃଦ୍ଧି ପାଇଛି । ଏନେଇ […]

ଅପରାଧ ରାଜ୍ୟ

ପୂର୍ବ ଶତ୍ରୁତାର କରୁଣ ପରିଣତି, ମାଆ ସାମ୍ନାରେ ପୁଅକୁ ହାଣିଦେଲେ

ବଲାଙ୍ଗୀର ୧୬/୦୮: ବଲାଙ୍ଗୀର ଭୀମଭୋଇ ମେଡକାଲ ଡାଇରିଆ ୱାର୍ଡ ପାଖରେ ହତ୍ୟା । ମାଆ ସମ୍ମୁଖରେ ପୁଅକୁ ଖଣ୍ଡାରେ ହାଣି କରାଯାଇଛି ହତ୍ୟା । ମୃତ ଯୁବକଙ୍କ ନା ଅଜୁ ଦୋରା । ଭୋର୍‌ରୁ ସକାଳୁ ମାଆ ପୁଅ ସ୍କୁଟିରେ ହସ୍ପିଟାଲ ନିକଟରେ ଥିବା ଜଳଖିଆ ଦୋକାନକୁ ଆସୁଥିବା ବେଳେ ଦୁଇ ଜଣ ଦୃବର୍ତ୍ତ ଖଣ୍ଡାରେ ଆକ୍ରମଣ କରି ହତ୍ୟା କରି ଫେରାର୍ ହୋଇଯାଇଛନ୍ତି । ଘଟଣା ସ୍ଥଳରେ ପୁଅର ମୃତ୍ୟୁ ହୋଇଥିବାବେଳେ ମାଆ ଗୁରୁତର ଅବସ୍ଥାରେ […]

ଅପରାଧ ରାଜ୍ୟ

ବିପଦପୂର୍ଣ୍ଣ ସାଜିଛି ପୁରୀ-ଭୁବନେଶ୍ୱର ରାସ୍ତାରେ ବସଯାତ୍ରା: କେହି ମାନୁନାହାନ୍ତି ନିୟମ, ପ୍ରତିଯୋଗିତା ନେଉଛି ଯାତ୍ରୀଙ୍କ ମୁଣ୍ଡ

ପୁରୀ : ବିପଦପୂର୍ଣ୍ଣ ସାଜିଛି ପୁରୀ-ଭୁବନେଶ୍ବର ରାସ୍ତାରେ ବସଯାତ୍ରା। ପ୍ରତି ମୁହୂର୍ତ୍ତରେ ରହୁଛି ଜୀବନ ପ୍ରତି ବିପଦ। ଲଗାତର କିଛି ମାସ ଧରି ପୁରୀ-ଭୁବନେଶ୍ବର ଜାତୀୟ ରାଜପଥରେ ବସ ଦୁର୍ଘଟଣାର ଶିକାର ହେବା ଓ ଏଥିରେ ଯାତ୍ରୀଙ୍କ ମୃତାହତ ହେବା, ଯାତ୍ରୀଙ୍କ ମନରେ ଏଭଳି କିଛି ଭୟ ସଂଚାର କରିଛି। ସେପଟେ ବିଭିନ୍ନ ଷ୍ଟପେଜ୍‌ରୁ ଯାତ୍ରୀଙ୍କୁ ଉଠାଇବା ପାଇଁ ବସ୍‌ଗୁଡ଼ିକ ଭିତରେ ପ୍ରତିଯୋଗିତା ଅଦିନରେ ଯାତ୍ରୀଙ୍କ ମୁଣ୍ଡ ଗଡ଼ାଉଛି ବୋଲି ଯାତ୍ରୀମାନେ ସିଧାସଳଖ ଅଭିଯୋଗ କରିଛନ୍ତି। ଏହା […]

ଅପରାଧ ରାଜ୍ୟ

ସ୍ୱାଧିନତା ଦିବସ ସମାରୋହକୁ ଯାଇ ଫସିଲେ ଗୋପାଳପୁର ବିଧାୟକ, କଳାପତାକା ପ୍ରଦର୍ଶନ ସହ ଧସ୍ତାଧସ୍ତି

ବ୍ରହ୍ମପୁର ୧୫/୦୮: ଆଜି ସାରା ଦେଶ ପାଳନ କରୁଛି ୭୬ ତମ ସ୍ବାଧୀନତା ଦିବସ । ଏହି କ୍ରମରେ ଗୋପାଳପୁର ନିର୍ବାଚନ ମଣ୍ଡଳୀ କମଳାପୁର ଗାଁରେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପକ୍ଷରୁ ମଧ୍ୟ ସ୍ବାଧୀନତା ଦିବସ ପାଳନ କରାଯାଇଥିଲା । ଏଥିରେ ଅତିଥି ଭାବେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ନିମନ୍ତ୍ରଣ କରାଯାଇଥିଲା । ବିଧାୟକ ପ୍ରଦୀପ ପାଣିଗ୍ରାହୀ ପହଞ୍ଚିବା ମାତ୍ରେ କେତେକ ଦଳୀୟ କର୍ମୀ କଳା ପତାକା ପ୍ରଦର୍ଶନ କରିବା ସହ ବିଧାୟକଙ୍କ ଧସ୍ତାଧସ୍ତି ପରିସ୍ଥିତି […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ପ୍ରକାଶ ପାଇଲା ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ +୩ ଶେଷ ବର୍ଷ ରେଜଲ୍ଟ : ୯୧.୮୯ ପ୍ରତିଶତ ପାସ୍

ବ୍ରହ୍ମପୁର ୧୫।୮: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଯୁକ୍ତ ତିନି ଶେଷ ବର୍ଷର ପରୀକ୍ଷା ଫଳ ପ୍ରକାଶ ପାଇଛି । ମୋଟ୍ ପାସ୍ ହାର ୯୧.୮୯ ପ୍ରତିଶତ ରହିଛି। ତେବେ କଳାରେ ପାସ୍ ହାର ୯୩.୬୭ ପ୍ରତିଶତ ରହିଛି । ସେହିଭଳି ବାଣିଜ୍ୟରେ ୮୦.୧୭ ପ୍ରତିଶତ ପାସ୍‌ ହାର ରହିଥିବା ବେଳେ ବିଜ୍ଞାନରେ ୮୯.୫୦ ପ୍ରତିଶତ ପାସ୍ ହାର ରହିଛି । ମୋଟ୍ ୧୯୪୯୫ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୧୭୯୧୪ ଜଣ କୃତକାର୍ଯ୍ୟ ହୋଇଥିବା ବିଶ୍ଵବିଦ୍ୟାଳୟ ପକ୍ଷରୁ […]

ଅପରାଧ ରାଜ୍ୟ

ଖଡ଼ିଆଳରେ ଚାଞ୍ଚଲ୍ୟ: ମା ଓ ପୁଅଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ନୂଆପଡ଼ା/ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ବାଦୀ ଆମ୍ବ ଗଛରେ ମା ଓ ପୁଅ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଏହି ପରିବାର ଖଡ଼ିଆଳ ନିଵାସୀ ହୋଇଥିବା ବେ‌ଳେ ଦୀର୍ଘ ବର୍ଷ ଧରି ବାଦୀ ଗ୍ରାମରେ ଘର ତିଆରି କରି ରହୁଥିଲେ। ପ୍ରାଥମିକ ସୁତରୁ ଜଣା ଯାଉଛି ଯେ ମୃତ ମା ଓ ପୁଅ ଖମାରୀ ପରିବାରର ସ୍ବର୍ଗତ ହରି ସିଂ ଖମାରୀଙ୍କ ସ୍ତ୍ରୀ ଗାୟତ୍ରୀ ଖମାରୀ (୬୦) ପୁଅ ଆଶିଷ ଖମାରୀ (୩୦) ବୋଲି ଜଣା […]

ମନୋରଞ୍ଜନ ରାଜ୍ୟ

ଚୁଲ୍‌ବୁଲି ରଚନାଙ୍କ ସ୍ୱାଗ୍ ବାଲା ଡ୍ୟାନ୍ସ, ଫ୍ୟାନ୍ସ କହିଲେ- ଦିଦି ତୁମେ ଓଡିଶା ଫେରିଆସ…

କୋଲକାତା ୧୫।୦୮: ରଚନା ବାନାର୍ଜୀ । ଏଇ ନାଁଟି କିଏ ବା ନଜାଣେ । ଓଡିଆ ସିନେ ଇଣ୍ଟଷ୍ଟ୍ରିରେ ଦିନେ ଦର୍ଶକଙ୍କ ହୃଦୟ ରାଜ କରୁଥିଲେ ଏହି ଚୁଲ୍‌ବୁଲି ଅଭିନେତ୍ରୀ । କିନ୍ତୁ ଆଜିକା ଦିନରେ ଏହି ନାଁ ଟି ଆଉ ଓଡିଆ ଇଣ୍ଡଷ୍ଟ୍ରିରେ ଶୁଣିବାକୁ ମିଳୁନାହିଁ । ବରଂ ବଙ୍ଗଳା ଟେଲି ଓ ଫିଲ୍ମ ଇଣ୍ଡଷ୍ଟ୍ରିରେ ନାଁଟି ବେଶ୍‌ ସାଉଁଟୁଛି । ତେବେ ଏକଦା ଓଡିଆ ଫିଲ୍ମରୁ ଦୂରେଇ ଯାଇଥିବା ରଚନା ଏବେ ବଙ୍ଗଳା ଇଣ୍ଡଷ୍ଟ୍ରିରେ […]