ଏତିକି କୋଟିରେ ଆପାର୍ଟମେଣ୍ଟ ବିକିଲେ ଆକ୍ସନ ଷ୍ଟାର, ଏହି ଗାୟକ କିଣିଲେ ଅକ୍କିଙ୍କ ଘର
ମୁମ୍ଵାଇ ୨୪।୦୯: ବଲିଉଡ ଖିଲାଡି କୁମାର ଅକ୍ଷୟ । ତାଙ୍କ ବୃତ୍ତିଗତ ଏବଂ ବ୍ୟକ୍ତିଗତ ଜୀବନକୁ ନେଇ ଖୁବ୍ ଆଲୋଚନାରେ ରହିଛନ୍ତି। ନିକଟରେ, କିଛି ସେଲିବ୍ରେଟ୍ ଆପାର୍ଟମେଣ୍ଟ କିଣା ଏବଂ ବିକା କରୁଥିବା ଖବର ସାମ୍ନାକୁ ଆସିଥିଲା । ବର୍ତ୍ତମାନ ଅକ୍ଷୟଙ୍କ ନାମ ମଧ୍ୟ ଏହି ତାଲିକାରେ ସାମିଲ୍ ହୋଇଛି । ଅକ୍ଷୟ ମଧ୍ୟ ମୁମ୍ବାଇର ଆନ୍ଧେରି ସ୍ଥିତ ପଶ୍ଚିମ ତାଙ୍କର ଗୋଟିଏ ସମ୍ପତ୍ତିକୁ ବିକ୍ରି କରିଛନ୍ତି। ଏହି ଆପାର୍ଟମେଣ୍ଟ ଅକ୍ଷୟଙ୍କଠାରୁ ଅରମାନ ଏବଂ ଅମାଲ ମଲିକଙ୍କ […]