ଦୁଇ ଦିନ ଧରି ନିଖୋଜ ପରେ ମିଳିଲା ଯୁବତୀଙ୍କ ମୃତଦେହ, ହତ୍ୟା ସନ୍ଦେହ
ବଲାଙ୍ଗୀର ୨୫।୦୯ : ବଲାଙ୍ଗୀର ସହରରେ ପୁଣି ହତ୍ୟା l ବଲାଙ୍ଗୀର ବିଜାଖାମନ ଠାରେ ଯୁବତୀଙ୍କ ମୃତ ଦେହ ଉଦ୍ଧାର ହୋଇଛି l ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ଦୁଇ ଦିନ ତଳେ ଯୁବତୀ ଜଣଙ୍କ ନିଖୋଜ ଥିଲେ । ବହୁ ଖୋଜାଖୋଜି ପରେ ବି ତାଙ୍କର କୌଣସି ପତ୍ତା ମିଳିନଥିଲା । ଶେଷରେ ରବିବାର ଦିନ ବଲାଙ୍ଗୀର ବିଜାଖାମନ ଠାରେ ଯୁବତୀଙ୍କ ମୃତଦେହ ପଡିଥିବାର ସ୍ଥାନୀୟଲୋକେ ଦେଖିଥିଲେ । […]