ନିଜ ପ୍ରଧାନ ବିଚାରପତି ବାପାଙ୍କ ରେକର୍ଡ ଭାଙ୍ଗିବେ ସିଜେଆଇ ଡିଓ୍ଵାଇ ଚନ୍ଦ୍ରଚୂଡ, ଜାଣନ୍ତୁ କେମିତି
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ନୂଆଦିଲ୍ଲୀ: ଜଷ୍ଟିସ ଡିଓ୍ଵାଇ ଚନ୍ଦ୍ରଚୂଡ ଦୁଇ ବର୍ଷ ଯାଏଁ ଦେଶର ପ୍ରଧାନ ବିଚାରପତି(ସିଜେଆଇ) ପଦରେ ରହିବେ। ତାଙ୍କ କାର୍ଯ୍ୟକାଳରେ ସୁପ୍ରିମକୋର୍ଟରେ ଅତି କମରେ ୧୯ ନୂତନ ଜଜଙ୍କ ନିଯୁକ୍ତି କରାଯିବ। ଏମିତି ହେଲେ ଡିଓ୍ଵାଇ ଚନ୍ଦ୍ରଚୂଡ ନିଜ ବାପା ଓ୍ଵାଇଭି ଚନ୍ଦ୍ରଚୂଡଙ୍କ […]









