ଲାଗିହେଲା ମହାପ୍ରଭୁଙ୍କ ଆଜ୍ଞାମାଳ, ମାହାର୍ଦ୍ଦ: ଖପୁରିଆରେ ରଥକାଠ ଚିରଟ ଅନୁକୂଳ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ . ପୁରୀ/ କଟକ-ବିଦ୍ୟାଧରପୁର : ଗୁରୁବାର ଦିନ ପବିତ୍ର ଶ୍ରୀରାମ ନବମୀରେ ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ କଟକର ନୂଆପଡ଼ା ଖପୁରିଆସ୍ଥିତ ବନ ଉନ୍ନୟନ ନିଗମ କରତକଳରେ ରଥକାଠ ଚିରଟ ଅନୁକୂଳ ହୋଇଛି। ମୋଟ୍ରେ ୧୫ କ୍ୟୁବିକ ଫୁଟ କାଠ ଚିରଟ […]









