ଟ୍ରେନ୍ ଛିଡ଼ା କରି ନିଜେ ଫାଟକ ପକାଇଲେ ଡ୍ରାଇଭର: ନିଘୋଡ଼ ନିଦରେ ଜଗୁଆଳି, ଡାକିଲେ ବି ଶୁଣିଲେନି
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ବେତନଟୀ ସଦର/ଅଁଳା: ଟ୍ରେନ୍ ଆସି ପହଞ୍ଚିବା ଉପରେ ଥିଲା, ହେଲେ ଗେଟ୍ ପକାଇଲେନି ଫାଟକ ଜଗୁଆଳି। ନିଶା ଖାଇ ନିଘୋଡ଼ ନିଦରେ ଶୋଇଥିଲେ। ଏପଟେ ଶତାଧିକ ଲୋକଙ୍କୁ ରେଳଧାରଣା ପାର୍ ହେଉଥିବା ଦେଖି ତୁରନ୍ତ ଟ୍ରେନ୍ ଅଟକାଇଥିଲେ ଚାଳକ (ଲୋକୋ ପାଇଲଟ୍)। […]








