ବର୍ଷା ପୂର୍ବରୁ ସଜାଡ଼ିଲେ ନୁମା-ବାପିଙ୍କ କୁଟୀର: ଚାଳିଆରୁ ହଟିଲା ପଲିଥିନ୍, ହେଲା ନୂଆ ଛପର
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଅନୁଗୁଳ: ଶେଷରେ ଚାଳିଆରୁ ହଟିଲା କଳା ପଲିଥିନ୍। ନୁମା-ବାପିଙ୍କ ମାଟି କୁଟୀରରେ ଆରମ୍ଭ ହେଲା ନୂଆ ଚାଳ ଛପର। ସରକାରଙ୍କ ପକ୍ଷରୁ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଏବଂ ସ୍ବାଧୀନତା ସଂଗ୍ରାମୀ ମାଳତୀ ଦେବୀଙ୍କ ଝାଟିମାଟିର କୁଟୀର ବିକଶିତ ହେବାପୂର୍ବରୁ […]









