ମନ୍ଦ ଉଦ୍ଦେଶ୍ୟ ରଖି ଜଙ୍ଗଲକୁ ଯାଇଥିଲେ: କାମୁଡ଼ିଲା ବାରହା, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
ବିନିକା: ଆଜି ଭୋର ସମୟରେ ବିନିକା ଜଙ୍ଗଲ ବିଭାଗ ଅଧୀନସ୍ଥ କଉଡ଼ିଆମୁଣ୍ଡା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଅଡ଼ାକଷା ଗ୍ରାମର ଜଣେ ବ୍ୟକ୍ତି ମନ୍ଦ ଉଦ୍ଦେଶ୍ୟ ରଖି ଜଙ୍ଗଲକୁ ଯାଇଥିଲେ। ହେଲେ ସେଠାରେ ବରାହା ଆକ୍ରମଣ କରିବାରୁ ସେ ଗୁରୁତର ହୋଇଛନ୍ତି। ସୂଚନା ଅନୁସାରେ ଅନାକସା ଗ୍ରାମର ଘୁଟୁ ମହାକୁର( ୪୭) ମନ୍ଦ ଉଦ୍ଦେଶ୍ୟ ରଖି ଜଙ୍ଗଲକୁ ଯାଇଥିଲେ। ଆଜି ଭୋର ସମୟରେ ଘୁଟୁ ଅଡ଼ାକଷା -ଚକାମାଲ ପାଖରେ ବୁଲୁଥିବା ସମୟରେ ହଠାତ୍ ଏକ ବାରହା ଆସି କଉଡ଼ିଆମୁଣ୍ଡା […]









