ରାଜ୍ୟ ସ୍ପେଶାଲ ରିପୋର୍ଟ

ସ୍ବାଭାବିକଠାରୁ ପ୍ରାୟ ୧୦ ଡିଗ୍ରି ଉପରେ ରାଜଧାନୀ ତାତି

ଭୁବନେଶ୍ବର: ବାତ୍ୟା ‘ବିପର୍ଯ୍ୟୟ’ର କୌଣସି ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ପଡ଼ିନଥିଲେ ମଧ୍ୟ ଏହାର ପ୍ରଭାବରେ ଓଡ଼ିଶାରେ ଗତ ୨ ଦିନ ହେଲା ତାତି ବିସ୍ଫୋରକ ରୂପ ନେଇଛି। ୧୩ ଓ ୧୪ ତାରିଖରେ ରାଜଧାନୀ ଭୁବନେଶ୍ବରର ସର୍ବୋଚ୍ଚ ଦିନ ତାପମାତ୍ରା ୩୪ ଡିଗ୍ରି ରହିଥିବା ବେଳେ ହଠାତ୍‌ ଗୁରୁବାର ତାହା ବଢ଼ି ୪୨.୪ ଡିଗ୍ରି ଓ ଆଜି ତାହା ଆହୁରି ଅଢ଼େଇ ଡିଗ୍ରି ପର୍ଯ୍ୟନ୍ତ ବଢ଼ି ୪୪.୬ ଡିଗ୍ରି ରେକର୍ଡ ହୋଇଛି। ଯାହାକି ସ୍ବାଭାବିକ ଦିନ […]

ଦେଶ ବିଦେଶ

ଗୁଜରାଟରେ ‘ବିପର୍ଯ୍ୟୟ’ର ଧ୍ବଂସଲୀଳା

ଗାନ୍ଧୀନଗର: ଆରବସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ବିପର୍ଯ୍ୟୟ’ ଗତରାତିରେ ଗୁଜରାଟ ତଟ ଅତିକ୍ରମ କରିଛି। ବାତ୍ୟା ଦୁର୍ବଳ ହୋଇ ଏବେ ରାଜସ୍ଥାନରେ ପ୍ରବେଶ କରିଥିବା ବେଳେ ଉଭୟ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଗୁଜରାଟର ତଟବର୍ତ୍ତୀ ଅଂଚଳରେ ଏହି ଭୀଷଣ ବାତ୍ୟାର ଧ୍ବଂସଲୀଳା ଦେଖିବାକୁ ମିଳିଛି। ସୌରାଷ୍ଟ୍ର, କଚ୍ଛ ଏବଂ ଜଖାଉ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବାତ୍ୟାର ପ୍ରକୋପରେ ୫୧୨୦ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ପଡ଼ିଥିବା ବେଳେ ହଜାର ହଜାର ଗଛ ଭାଙ୍ଗିଛି। ୧୦୦୦ରୁ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଶୈବ ଉପାସକଙ୍କ ଗାଁ ‘ଜାଗମରା’

ମହାବୀର ଜୈନ ଓ ଗୌତମ ବୁଦ୍ଧଙ୍କ ଅନ୍ତେ ବିମ୍ବିସାର, ଖାରବେଳ, ଅଶୋକଙ୍କ ଭଳି ବହୁ ପରାକ୍ରମୀ ରାଜାଙ୍କ ପୃଷ୍ଠପୋଷକତାରେ ଭାରତବର୍ଷରେ ଜୈନ ଓ ବୌଦ୍ଧଧର୍ମ ଶତାବ୍ଦୀ-ଶତାବ୍ଦୀ ଧରି ନିଜର ଅସ୍ତିତ୍ବ ବଜାୟ ରଖିଥିଲା। ହିନ୍ଦୁ ଧର୍ମର ଜଟିଳ କର୍ମକାଣ୍ଡ, ଉଗ୍ର-ଜାତିବାଦ ବି ପରୋକ୍ଷରେ ଏହାକୁ ସହାୟ ହୋଇ ଆସୁଥିଲା। ଏହି କ୍ରମରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବୌଦ୍ଧ ଓ ଜୈନ ଧର୍ମ ପ୍ରଚାରକମାନେ ଆସି ଧର୍ମ ପ୍ରଚାର କରିଥିଲେ। କିନ୍ତୁ କେବେ ସେମାନଙ୍କ ଓଡ଼ିଶା ଆଗମନ ହୋଇଥିଲା, […]

ରାଜ୍ୟ

ରଜ ଦୋଳିରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

କଟକ: କଟକ ଜିଲ୍ଲା ବାଙ୍କୀରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବାଙ୍କୀ ଥାନା ଅନ୍ତର୍ଗତ ବ୍ରହ୍ମମେହୀଙ୍କ ପୀଠରେ ରଜ ମହୋତ୍ସବ ଚାଲିଥିବା ବେଳେ ଆଜି ସକାଳେ ସେଠାରେ ଗଛରେ ଲାଗିଥିବା ରଜ ଦୋଳିରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛ।  ମୃତ ଯୁବକ ହେଲେ ସାହାଡ଼ାପଦା ଗ୍ରାମର ଅନିଲ ବେହେରା । ଅନିଲ ଗତକାଲି ରାତିରେ ତାଙ୍କ ସାଙ୍ଗମାନଙ୍କ ସହିତ ରହିଥିଲେ ବୋଲି ପରିବାର ଲୋକେ କହିଥିବା ବେଳେ ଆଜି ତାଙ୍କ ଝୁଲନ୍ତା ମୃତଦେହ ମିଳିଛି। […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ପୁଣି ରକ୍ତରଞ୍ଜିତ ହେଲା ଶିମିଳିପାଳ: ଶିକାରୀ ଗୁଳିରେ ଚାଲିଗଲା ବନ କର୍ମଚାରୀଙ୍କ ଜୀବନ

ରାଇରଙ୍ଗପୁର/କରଞ୍ଜିଆ: ପୁଣି ରକ୍ତରଞ୍ଜିତ ହୋଇଛି ଶିମିଳିପାଳ। ଶିମିଳିପାଳ ଅଭୟାରଣ୍ୟର ଦକ୍ଷିଣରେ ଶିକାରୀଙ୍କ ଗୁଳିରେ ପୁଣି ଜଣେ ବନ କର୍ମଚାରୀଙ୍କ ପ୍ରାଣହାନି ଘଟିଛି। ଉକ୍ତ ବନ କର୍ମଚାରୀଙ୍କ ନାମ ମାଟିଆ ହାଁସଦା (୪୫) ବୋଲି ଜଣାଯାଇଛି। ସେ କେନ୍ଦୁମୁଣ୍ଡି ରେଞ୍ଜ ବାରାହକାମୁଡ଼ାର ଫରେଷ୍ଟର ଥିଲେ। ଶିମିଳିପାଳ ଅଭୟାରଣ୍ୟର ଗାମୁଛାଝରଣ ନିକଟରେ ଗତକାଲି ରାତି ପ୍ରାୟ ୨ଟା ବେଳେ ଏହି ଘଟଣା ଘଟିଥିବାର ସୂଚନା ମିଳିଛି। ରାତିରେ ବନ କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ୬ ଜଣ ଶିକାରୀ ସେମାନଙ୍କ […]

ରାଜ୍ୟ

ମଙ୍ଗଳବାର ବିଶ୍ବପ୍ରସିଦ୍ଧ ରଥଯାତ୍ରା: ଦର୍ପଦଳନ ରଥର ଅଖରେ ଫାଟ!

ପୁରୀ: ଦର୍ପଦଳନ ରଥର ଅଖରେ ଫାଟ ହୋଇଥିବା ନେଇ ଚର୍ଚ୍ଚା ହେଉଛି। ରଥର ପଛପଟରେ ଥିବା ସାନ ଉଛୁଳା ଅଖରେ ଫାଟ ହୋଇଛି। ଏହି ସାନ ଉଛୁଳା ଉପରେ ରଥର ସମ୍ପୂର୍ଣ୍ଣ ଭାର ନିର୍ଭର କରିଥାଏ। ଏବେ ଫାଟ ଖବର ଜଣାପଡ଼ିବା ପରେ ଏହାକୁ ଲୁଚାଇବାକୁ ଉଦ୍ୟମ ଆରମ୍ଭ ହୋଇଛି । ଅଖରେ ଥିବା ବଟମ୍ ପ୍ୟାକିଂ ଓ କ୍ଲାମ୍ପ ଫିଟିଂ କରାଯାଇଛି। ଯେହେତୁ ଫାଟ ରହିଛି ତେଣୁ ଏବେ ଅଖଟି ଦୁର୍ବଳ ଥିବା ଜଣାପଡ଼ିଛି। କିନ୍ତୁ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଇତିହାସ ପୃଷ୍ଠାରୁ…: ବନ୍ଦୀ ଥିଲେ ଗଜପତି, ତଥାପି ହୋଇଥିଲା ରଥଯାତ୍ରା

ପୁରୀ : ମହାପ୍ରଭୁଙ୍କ ଆଦ୍ୟ ସେବକ ହେଉଛନ୍ତି ଗଜପତି ମହାରାଜା। ଆଦ୍ୟ ସେବକ ଭାବେ ଗଜପତିଙ୍କ ଛେରାପହଁରା ଓ ପ୍ରାର୍ଥନା ପରେ ବଡ଼ଦାଣ୍ଡରେ ତିନିରଥ ଗଡ଼ିବାର ପରମ୍ପରା ରହିଛି। କିନ୍ତୁ, ଏମିତି ବି ସମୟ ଆସିଛି, ଗଜପତିଙ୍କ ଅନୁପସ୍ଥିତିରେ ବି ମହାପ୍ରଭୁଙ୍କ ରଥଯାତ୍ରା ସମ୍ପନ୍ନ ହୋଇଛି। ବଡ଼ଦାଣ୍ଡରେ ରଥ ଗଡ଼ିଛି ଓ ଶୃଙ୍ଖଳିତ ରଥଯାତ୍ରା ଶେଷ ହୋଇଛି। ବ୍ରିଟିସ ସରକାରଙ୍କ ରଥଯାତ୍ରା ସମୀକ୍ଷା ରିପୋର୍ଟରେ ଏସମ୍ପର୍କରେ ବିସ୍ତୃତ ଉଲ୍ଲେଖ ରହିଛି। ୧୮୭୮ ମସିହାର ଘଟଣା। ସେ ସମୟରେ […]

ରାଜ୍ୟ

ଉପକୂଳରେ ଜମିଲା ପହିଲି ରଜ, ତାତିରେ ଭାଜି ହେଲା ପଶ୍ଚିମ ଓଡ଼ିଶା

ଭୁବନେଶ୍ବର : ପହିଲି ରଜରେ ଉପକୂଳ ଓଡ଼ିଶାବାସୀଙ୍କୁ ତାତିରୁ ମିଳିଛି ସାମାନ୍ୟ ଆଶ୍ବସ୍ତି। ସବୁଠି ତାପମାତ୍ରା ୨ରୁ ୫ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇଛି। ସାମାନ୍ୟ ଗୁଳୁଗୁଳିର ପ୍ରଭାବ ରହିଥିଲେ ମଧ୍ୟ ରଜ ବୁଲାବୁଲି ପାଇଁ ପାଗ ଅନୁକୂଳ ରହିଥିଲା। ସେପଟେ ଆଜି ବି ତତଲା ପାଲଟିଛି ପଶ୍ଚିମ ଓଡ଼ିଶାର ସମସ୍ତ ସହର। ସମ୍ବଲପୁର, ହୀରାକୁଦ, ଝାରସୁଗୁଡ଼ା, ଭବାନୀପାଟଣା, ବଲାଙ୍ଗୀର ସହରର ତାପମାତ୍ରା ସ୍ବାଭାବିକଠାରୁ ୫ ଡିଗ୍ରି ଉପରେ ରହିଥିଲା। ପହିଲି ରଜ ବୁଲାବୁଲି ମାଡ଼ ଖାଇବା ସହ […]

ରାଜ୍ୟ

ସ୍ମାର୍ଟ ସହରରେ ଏମିତି ସ୍ମାର୍ଟ ଟ୍ରାଫିକ୍‌ ବ୍ୟବସ୍ଥା! ନାହିଁ ଟାଇମର୍‌, ନାହିଁ ସ୍ବୟଂଚାଳିତ ସିଗ୍‌ନାଲ୍‌

ଭୁବନେଶ୍ବର: ରାଜଧାନୀରେ କାମକରୁନି ସ୍ମାର୍ଟ ଟ୍ରାଫିକ୍‌ ବ୍ୟବସ୍ଥା। କେତୋଟି ହାତଗଣତି ଟ୍ରାଫିକ୍‌ ଛକକୁ ବାଦ୍‌ଦେଲେ, ବହୁ ପ୍ରମୁଖ ଛକରେ ଟାଇମର୍‌ ନାହିଁ କି ସ୍ବୟଂଚାଳିତ ଟ୍ରାଫିକ୍‌ ପରିଚାଳନା ବ୍ୟବସ୍ଥା ନାହିଁ। ଫଳରେ ଟ୍ରାଫିକ୍‌ ଜାମ୍‌ରୁ ମୁକୁଳିବାର ରାଜଧାନୀବାସୀଙ୍କ ସ୍ବପ୍ନ ସେମିତି ସ୍ବପ୍ନରେ ରହିଯାଇଛି। ଏବେ ବି ବହୁ ଟ୍ରାଫିକ୍‌ ଛକରେ ଦୁର୍ଘଟଣା ଘଟିବା ନିତିଦିନିଆ କଥା ହୋଇରହିଛି ଏବଂ ଲୋକେ ଟ୍ରା‌ଫିକ୍‌ ଭିଡ଼ରେ ଫସି କଲବଲ ହେଉଛନ୍ତି।ରାଜଧାନୀବାସୀଙ୍କୁ ଟ୍ରାଫିକ୍‌ ସମସ୍ୟାରୁ ମୁକାଳିବାକୁ ବିଭିନ୍ନ ସମୟରେ ଟ୍ରାଫିକ୍‌ ପରିଚାଳନାରେ […]

ରାଜ୍ୟ

୬୧ ଦିନ ପରେ ଉଠିଲା କଟକଣା: ଆଜିଠୁ ସମୁଦ୍ର ଓ ନଦୀ ମୁହାଣରେ ମାଛ ଧରାକୁ ଅନୁମତି

ଭୁବନେଶ୍ବର: ପ୍ରାୟ ୬୧ ଦିନ ପରେ କଟକଣା ଉଠିଲା। ଆଜିଠୁ ସମୁଦ୍ର ଓ ନଦୀ ମୁହାଣରେ ମାଛ ଧରାକୁ ଅନୁମତି ମିଳିଛି। ସୂଚନାଯୋଗ୍ୟ,ଗତ ଏପ୍ରିଲ ୧୫ରୁ ଜୁନ୍‌ ୧୪ ତାରିଖ ପର୍ଯ୍ୟନ୍ତ ସମୁଦ୍ରରେ ମାଛ ଧରା ବନ୍ଦ ରହିଥିଲା। ଦୁଇମାସ ଧରି ମତ୍ସ୍ୟଜୀବୀ ସମୁଦ୍ର ଭିତରକୁ ଯିବା ନେଇ କଟକଣା ଲାଗୁ ହୋଇଥିଲା। ଏହି ସମୟରେ ମାଛମାନଙ୍କର ପ୍ରଜନନ ଋତୁ ଆରମ୍ଭ ହେଉଥିବା ଯୋଗୁ ସବୁ ବର୍ଷ ଏହି ସମୟରେ କେନ୍ଦ୍ର ସରକାରଙ୍କ ମତ୍ସ୍ୟ ସମ୍ପଦ ମନ୍ତ୍ରଣାଳୟ […]